Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜ୍ୟ ସାମ୍ବାଦିକ ସଂଘ (SUJ) ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ : ସ୍ୱଚ୍ଛ ଓ ନିରପେକ୍ଷ…
ବ୍ରହ୍ମପୁର: ପ୍ରତିବର୍ଷ ନଭେମ୍ବର ୧୬ ତାରିଖକୁ ଜାତୀୟ ପ୍ରେସ୍ ଦିବସ ଭାବରେ ପାଳନ କରାଯାଉଥିବା ଅବସରରେ, ରାଜ୍ୟ ସାମ୍ବାଦିକ ସଂଘ (SUJ)ର ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଏହି ଦିବସକୁ ବେଶ୍ ଉତ୍ସାହର ସହ ପାଳନ କରାଯାଇଛି। ବ୍ରହ୍ମପୁର ସ୍ଥିତ ପୂର୍ତ୍ତ ଡାକବଙ୍ଗଳା ଠାରେ ଆୟୋଜିତ!-->!-->!-->…
ସମସ୍ତ ଆହ୍ବାନର ମୁକାବିଲା କରି ଦେଶର ଏକତା ବଜାୟ ରଖିବା: ରାଜ୍ୟପାଳ
ଭୁବନେଶ୍ବର: ସମସ୍ତ ଆହ୍ବାନର ମୁକାବିଲା କରି ଦେଶର ଏକତା ବଜାୟ ରଖିବାକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି। ରାଜଭବନରେ ଜନଜାତୀୟ ଗୌରବ ଦିବସ ଏବଂ ଉତ୍ତରାଖଣ୍ଡ ଓ ଝାଡ଼ଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ ସେ ଏହା କହିଛନ୍ତି।
ରାଜ୍ୟପାଳ କହିଲେ, ଜନଜାତି ଗୌରବ ଦିବସ!-->!-->!-->…
ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ୧୦୦ କୋଟିର ବଜେଟ
ଭୁବନେଶ୍ୱର: କେନ୍ଦ୍ରାପଡା ଜିଲା ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ନେଇ ବୈଠକ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବୈଠକରେ କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହିତ କେନ୍ଦ୍ରାପଡା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଣ୍ଡାମେଣ୍ଟ କମିଶନର!-->…
ସଡ଼କ ସୁରକ୍ଷା ପକ୍ଷ ଆରମ୍ଭ : ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜିଠୁ ୩୦ ପର୍ଯ୍ୟନ୍ତ ରାଜ୍ୟରେ ଶୂନ୍ୟ ମୃତ୍ୟୁ ପକ୍ଷ ପାଳନ କରାଯାଉଛି । ଏହି ଅଭିଯାନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହାର କମାଇବାକୁ ଲକ୍ଷ୍ୟ ରଖି ଆୟୋଜନ କରାଯାଇଛି । ୧୫ ଦିନ ଧରି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ, ଚଢ଼ଉ, ସଡ଼କ ସୁରକ୍ଷା ଆଦି!-->…
ଜୟଙ୍କ ବିଜୟ ଉତ୍ସବ ଓ ସମ୍ବର୍ଦ୍ଧନା ସଭା: ଯୋଗ ଦେଲେନି ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ
ଭୁବନେଶ୍ବର: ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେପିକୁ ସଫଳତା ମିଳିବା ପରେ ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବିଜୟ ଉତ୍ସବ ଓ ସମ୍ବର୍ଦ୍ଧନା ସଭାରେ ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ବଢ଼ିଛି। ଉଭୟ କାର୍ଯ୍ୟକ୍ରମରେ!-->…
ଦନ୍ତା ଲଢେଇ ଫଟୋ ନେଲା ବେଳେ ଦଳିଦେଲା, ଜଣେ ମୃତ
ରାଉରକେଲା : ଦନ୍ତା ଲଢେଇ ଫଟୋ ନେଲାବେଳେ ଦଳିଦେଲା ଦନ୍ତା । ରାଉରକେଲା ଲାଠିକଟା ବ୍ଲକର ଏରଗଡାର ପାହାଡ଼ ତଳି ଗାଁରେ ଘଟିଛି ଅଘଟଣ । ଦୁଇ ଦନ୍ତା ହାତୀ ଲଢେଇର ଫଟୋ ଉଠାଉଥିବା ବେଳେ ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ମାଙ୍ଗରା!-->…
ଚାନ୍ଦା ପାଇଁ ଦିବ୍ୟାଙ୍ଗଙ୍କୁ ମାଡ଼ ମାରି ଦୋକାନ ଭାଙ୍ଗିଲେ ଟଙ୍କା ଲୁଟିନେଲେ
ବାରଙ୍ଗ: ଚାନ୍ଦା ପାଇଁ ଦିବ୍ୟାଙ୍ଗଙ୍କୁ ମାଡ଼ । ଦୋକାନ ଭଙ୍ଗାରୁଜା ସହ ଟଙ୍କା ଲୁଟିନେଇଥିବା ଅଭିଯୋଗ । ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଷଣ୍ଢପୁର ଢାବା ଛକ ନିକଟରେ ଲୁଟ୍ ହୋଇଛି । ରତାଗଡା ଗାଁର ନିରଞ୍ଜନ ନାୟକ ଷଣ୍ଢପୁର ଛକରେ ଦୋକାନ କରିଛନ୍ତି । ଗତକାଲି ରାତିରେ କାର୍ତ୍ତିକେଶ୍ବର!-->…
ବାପକୁ କାନ୍ଧ ଦେଲାନି ପୁଅ, ୨୨ ଘଣ୍ଟା ପଡ଼ି ରହିଲା ମରଶରୀର
ଜଳେଶ୍ବର: ଭାଗ୍ୟର ଏ କି ବିଡ଼ମ୍ବନା । ନା ପୁଅ ବାପାର ଦାହ ସଂସ୍କାର କଲା ନା ସାହି ଭାଇ ସାହାଯ୍ୟ କଲେ । ୨୨ ଘଣ୍ଟା ଧରି ଘରେ ପଡ଼ି ରହିଲା ମରଶରୀର । ଏକୁଟିଆ ସ୍ତ୍ରୀ ଲୋକ ହୋଇ କେମିତି ବା ସ୍ବାମୀକୁ ନେଇ ଦାହ ସଂସ୍କାର କରିଥାନ୍ତେ । ସେମିତି ସ୍ବାମୀର ମରଶରୀର ପାଖେ ଜଗି ରହିଥାନ୍ତି ।
!-->!-->!-->…
ପାରାଦୀପରେ ବିମାନ ଦୁର୍ଘଟଣା ଉଦ୍ଧାର କୌଶଳ ପ୍ରଦର୍ଶନ
ଭୁବନେଶ୍ବର: ପାରାଦୀପରେ କୋଷ୍ଟଗାର୍ଡ ପକ୍ଷରୁ ସମୁଦ୍ରରେ ବିମାନ ଦୁର୍ଘଟଣା ଉଦ୍ଧାର ଅଭ୍ୟାସ । ଅଭ୍ୟାସ ସମୟରେ ବିମାନ ଦୁର୍ଘଟଣାର ଉଦ୍ଧାର କୌଶଳ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ କୋଷ୍ଟଗାର୍ଡ ଆଇଜି ଇକବାଲ ସିଂହ ଚୌହ୍ବାନ କହିଛନ୍ତି, ପ୍ରତିବର୍ଷ ଏକ ଆଞ୍ଚଳିକ ଅନୁସନ୍ଧାନ ଓ ଉଦ୍ଧାର!-->…
ପୋଲିସ ଗୁଳିରେ ଟଳିଲେ ୩ ମାଓବାଦୀ
ମାଲକାନଗିରି : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ । ମାଲକାନଗିରି ସୀମାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ । ଘଟଣାସ୍ଥଳରୁ ତିନିଟି ବନ୍ଧୁକ ସହ ବହୁ ବିସ୍ଫୋରକ ସାମଗ୍ରୀ ଜବତ । ଛତିଶଗଡ଼ ସୁକମା ଚିନ୍ତାଗୁଫା ଜଙ୍ଗଲରେ ଏକତ୍ରିତ ହୋଇ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ!-->…