Browsing Category

ଓଡିଶା

SIR ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ଗଠନମୂଳକ ପଦକ୍ଷେପ ଭାବେ ଅଭିହିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: SIRକୁ ନେଇ ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ। ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଭାରତ ନିର୍ବାଚନ କମିଶନ (ECI) ଙ୍କ ଦ୍ୱାରା କରାଯାଉଥିବା ଭୋଟର ତାଲିକା ସଂଶୋଧନ ବା ସ୍ପେସିଆଲ ଇଣ୍ଟେନ୍ସିଭ ରିଭିଜନ (SIR)…

ଏମ୍ ପିସି ଜୁନିୟର କଲେଜ ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ଅସନ୍ତୋଷ

ବାରିପଦା: ବାରିପଦା ଐତିହ୍ୟ କୋଠାରୁ ଏମ୍ ପିସି ଜୁନିୟର କଲେଜ ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ତେଜିଲା ଅସନ୍ତୋଷ । ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି କଲେଜର ଛାତ୍ରଛାତ୍ରୀ । ବାରିପଦା ବଡ଼ବଜାର ମୁଖ୍ୟ ରାସ୍ତା ଅବରୋଧ କରି ଧାରଣା ଦେବା ସହ ସ୍ଥାନାନ୍ତର ନିଷ୍ପତ୍ତିକୁ ତୀବ୍ର…

ନକଲି ସୁନା ବିସ୍କୁଟ ସହ ୩ ଜଣଙ୍କୁ ମାଡ଼ି ବସିଲା ପୋଲିସ

ବରଗଡ଼: ନକଲି ସୁନା ବିସ୍କୁଟ ଚାଲାଣ ବେଳେ ୩ ଗିରଫ । ଗତ ୧୦ ତାରିଖ ରାତିରେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନାରେ ରମେଶ ସାହୁ ଏକ ଲିଖିତ ଅଭିଯୋଗ କରିଥିଲେ । ଏକ ଅଜଣା ମୋବାଇଲ ନମ୍ବରରୁ ଫୋନ୍ କଲ୍ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତିଜଣକ ତାଙ୍କ ପାଖରେ ବିକ୍ରି ପାଇଁ ସୁନା…

୩ ହଜାର କେଜିର ନକଲି ମସଲା ସହ ମେସିନ୍ ଜବତ

ବ୍ରହ୍ମପୁର: ଆକ୍ସନ ମୋଡରେ ବ୍ରହ୍ମପୁର ପୋଲିସ୍ । ବଡ଼ ନକଲି ମସଲା କରାଖାନା ଉପରେ ବଡ଼ବଜାର ଥାନା ପୋଲିସର ଚଢ଼ାଉ । ୩ ହଜାର କେଜି ନକଲି ମସଲା ସହ ୪ ମେସିନ୍ ଜବତ । ବିଳମ୍ବିତ ରାତିରେ ଲକ୍ଷ୍ମୀ ନୃସିଂହ ନଗର ଓ ପ୍ରହଲ୍ଲାଦ ନଗରରେ ସ୍ଥିତ ନକଲି ମସଲା କାରଖାନା ଉପରେ ଚଢ଼ାଉ କରିଛି…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ABEOଙ୍କ ଘରେ ଭିଜିଲାନ୍ସ ରେଡ୍

ଯାଜପୁର : ଭିଜିଲାନ୍ସ ଜାଲରେ ABEO । ଆୟ ବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜୟଦେବ ଜେନାଙ୍କ ଘରେ ରେଡ୍ । ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ । ଭୁବନେଶ୍ୱରର ପାତ୍ରପଡ଼ାରେ ଥିବା ତିନି ମହଲା କୋଠା, ଗଞ୍ଜାମ…

ଗଣେଶ ଭସାଣିରେ ଡିଜେ ବାଜିବା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୫ ଆହତ

ଭୁବନେଶ୍ୱର: ଗଣେଶ ଭସାଣିରୁ ଗୋଷ୍ଠୀ ସଂଘର୍ଷ । ଡିଜେ ବାଜିବାରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ । ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ଥାନା ଅଞ୍ଚଳର କାଣ୍ଡି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଫଳରେ ପ୍ରାୟ ପାଞ୍ଚ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ଗଣେଶ ମୂର୍ତ୍ତି ବିସର୍ଜନ…

ଆରମ୍ଭ ହେଲା ମା’ ବିରଜାଙ୍କ ରଥଯାତ୍ରା

ଯାଜପୁର: ଆରମ୍ଭ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା । ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ହୋଇପଡିଛି ସମଗ୍ର ଅଂଚଳ । ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ତତ୍ତ୍ବାବଧାନରେ ପୁରୋଧା ଜ୍ଞାନରଞ୍ଜନ ପତି, ସରୋଜ ପତି ପ୍ରମୁଖ ପାରମ୍ପରିକ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବାୟାବାବା କଲେଜ ପରିସରରେ ଉତ୍ତେଜନା; ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ମହାକାଳପଡ଼ା: ମହାକାଳପଡ଼ାସ୍ଥିତ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ମଧ୍ୟାହ୍ନରେ କଲେଜ ପରିସରରେ ଶକ୍ତି ପ୍ରଦର୍ଶନ ଓ ପ୍ରଚାରକୁ ନେଇ ଉଭୟ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ…

ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡ୍ କରି ଇତିହାସ ରଚିଲା ପାରଦୀପ ବନ୍ଦର

ପାରଦୀପ: ଇତିହାସ ରଚିଲା ପାରଦୀପ ବନ୍ଦର। ସୃଷ୍ଟି କଲା ଆଉ ଏକ ନୂଆ କୀର୍ତ୍ତିମାନ। ଭାଙ୍ଗିଲା ପୁରୁଣା ସମସ୍ତ ରେକର୍ଡ। ଦିନକରେ ୧.୪୦ ଲକ୍ଷ ମେଟ୍ରିକ ଟନରୁ ଅଧିକ କୋଇଲା ଲୋଡିଂ କରି ପୁଣି ସଫଳତା ହାସଲ କରିଛି। ଓଡ଼ିଶାର ପାରାଦୀପ ବନ୍ଦର ପ୍ରାଧିକରଣ (PPA) ପୁଣି ଏକ ବଡ଼ ସଫଳତା ହାସଲ କରି…

୨୦୨୭ ସୁଦ୍ଧା ଗଞ୍ଜେଇ ମୁକ୍ତ ହେବ କନ୍ଧମାଳ, ଚାଷୀଙ୍କ ବିରୋଧରେ ଚାଲିଛି କାର୍ଯ୍ୟାନୁଷ୍ଠାନ

ଫୁଲବାଣୀ: ୨୦୨୭ ସୁଦ୍ଧା କନ୍ଧମାଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ଗଞ୍ଜେଇମୁକ୍ତ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ପ୍ରଥମ ପର୍ଯ୍ୟାୟରେ କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇମୁକ୍ତ କରିବା ଉପରେ ସବୁଠାରୁ ଅଧିକ…