Browsing Category

ଓଡିଶା

ଅଙ୍ଗନବାଡ଼ିରେ ଅନୁସୂଚିତ ଜାତିର ଯୁବତୀଙ୍କ ନିଯୁକ୍ତି ପରେ ଶିଶୁଙ୍କୁ ପଢ଼ିବାକୁ ଛାଡୁନାହାନ୍ତି ଅଭିଭାବକ

ରାଜନଗର : ବିଜ୍ଞାନ ଯୁଗରେ ଜାତିପ୍ରଥାର କୁତ୍ସିତ ପରମ୍ପରା । ଅନୁସୂଚିତ ଜାତିର ଯୁବତୀଙ୍କ ନିଯୁକ୍ତି ପରେ ଅଙ୍ଗନବାଡ଼ିକୁ ଶିଶୁଙ୍କୁ ପଢିବାକୁ ଛାଡୁ ନାହାନ୍ତି ଗ୍ରାମବାସୀ । ଏପରିକି ସହାୟିକାଙ୍କ ହାତରୁ ପ୍ରସୂତି ଏବଂ ଶିଶୁଙ୍କ ପାଇଁ ଆସୁଥିବା ଖାଦ୍ୟ ମଧ୍ୟ ଗ୍ରହଣ କରୁନାହାନ୍ତି ।…

ରାଜଧାନୀରେ ଚାଞ୍ଚଲ୍ୟ, ତ୍ରିକୋଣୀୟ ପ୍ରେମରୁ ହତ୍ୟା

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ପ୍ରେମ ସପ୍ତାହରେ ତ୍ରିକୋଣୀୟ ପ୍ରେମରୁ ହତ୍ୟା । ଚକୋଲେଟ୍ ଡେ’ରେ ନୀଳାଦ୍ରିବିହାରରେ ଭଡ଼ା ଘରେ ରହୁଥିବା ପାର୍ଲର ପ୍ରେମିକାଙ୍କୁ ଚକୋଲେଟ୍ ଦେବାକୁ ଆସିଥିଲେ ପ୍ରେମିକ ସତ୍ୟବ୍ରତ ପ୍ରଧାନ । ତାଙ୍କ ଘର ବ୍ରହ୍ମଗିରି ହସିନପୁର ଅଞ୍ଚଳରେ ।…

୨ ଲକ୍ଷ ଟଙ୍କା ପାଇଁ ବଧୁହତ୍ୟା ଅଭିଯୋଗ

ବାଲୁଙ୍ଗା: ପୁଣି ଯୌତୁକ ପାଇଁ ବଧୁହତ୍ୟା ଅଭିଯୋଗ । ଖୋର୍ଦ୍ଧା ନାଚୁଣୀ ଥାନା ବଉଳବନ୍ଧ ଗାଁର ଏ ଅଭାବନୀୟ ଘଟଣା । ମୃତକ ହେଲେ ଟାଙ୍ଗୀ ପାରିଓରଡ଼ର ଜ୍ୟୋତ୍ସା ସାହୁ । ୫ ବର୍ଷ ତଳେ ସେ ବଉଳବନ୍ଧର ହରି ସାହୁଙ୍କୁ ବିବାହ କରିଥିଲେ । ମୃତକଙ୍କ ଏକ ୪ ବର୍ଷର ଝିଅ ଓ ବର୍ଷକର ପୁଅ ଅଛି । ୨…

କୋଚିଂ ସେଣ୍ଟରରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ସାଲେପୁର: ଘରୋଇ ଆବାସିକ କୋଚିଂ ସେଣ୍ଟର ଭିତରୁ ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର କଲେଜ ନିକଟସ୍ଥ ଘରୋଇ କୋଚିଙ୍ଗ ସେଣ୍ଟରରେ । ମୃତ ନାବାଳକ ହେଲେ କେନ୍ଦ୍ରାପଡା ଜିଲ୍ଲା ମୁଣ୍ଡିଲୋ ଗାଁର ଓଁ ପ୍ରକାଶ ସେଠୀ…

କାନ୍ଥ ତାଡି ଲୁଟିନେଲେ କୋଟିଏ ଟଙ୍କାର ଅଳଙ୍କାର

ବାଲେଶ୍ବର: ବାଲେଶ୍ୱର ଜିଲ୍ଲାରେ ମାତିଛନ୍ତି ଲୁଟେରା । ଲୁଟି ନେଉଛନ୍ତି ବହୁମୂଲ୍ୟ ସାମଗ୍ରୀ । ଆଜି ଜିଲ୍ଲାର ସୋର ଥାନା ଫଟା ଅର୍ଜୁନ ଛକରେ ଥିବା ନୀଳମଣି ଜୁଏଲାରୀ ଦୋକାନରେ ବଡ ଧରଣର ଲୁଟ୍ ହୋଇଛି । ସୁନା ଦୋକାନ କାନ୍ଥ ଭାଙ୍ଗି ଲକର ଚାବି ଖୋଲି ୧ କୋଟି ଟଙ୍କାର ସୁନା, ରୂପା ଗହଣା ଲୁଟି…

କଟକରେ ନିର୍ମାଣ ହେବ ଆଉଟର ରିଙ୍ଗ୍‌ରୋଡ୍‌, ରହିବନି ଟ୍ରାଫିକ୍‌ ସମସ୍ୟା

କଟକ: ଏଣିକି କଟକରେ ଆଉ ରହିବନି ଟ୍ରାଫିକ୍‌ ସମସ୍ୟା। ଏହାର ସମଧାନ ପାଇଁ ନିର୍ମାଣ ହେବ ଆଉଟର ରିଙ୍ଗ୍‌ରୋଡ୍‌। ଏନନେଇ ଚାଲିଛି ବଡ଼ ଯୋଜନା। ଭୁବନେଶ୍ୱର ସହର ପରିବର୍ଦ୍ଧିତ ଯୋଜନା ପରି କଟକରେ ରିଙ୍ଗ୍‌ରୋଡ୍‌ ନିର୍ମାଣ ନେଇ ସରକାର ଯୋଜନା କରିଛନ୍ତି। ଏଥିସହ କଟକ-ସମ୍ବଲପୁର ଜାତୀୟ ରାଜପଥ-୫୫…

ଟିପିଏସ୍ଓଡିଏଲ୍ ତରଫରୁ ରକ୍ତଦାନ ଶିବିର : ମୋଟ ୧୦୬ ୟୁନିଟ୍ ରକ୍ତ ସଂଗୃହୀତ

ବ୍ରହ୍ମପୁର, ଫେବୃଆରୀ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ଜୟପୁର ଏବଂ ମାଲକାନଗିରିଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏଭଳି ପଦକ୍ଷେପ ମାଧ୍ୟମରେ ସମୁଦାୟର ସ୍ୱାସ୍ଥ୍ୟ ଏବଂ ସାମାଜିକ ଦାୟିତ୍ୱବୋଧ ପ୍ରତି ଥିବା ପ୍ରତିବଦ୍ଧତାକୁ ସୁନିଶ୍ଚିତ…

ହାଇକୋର୍ଟରେ ବିଧାୟକ ବାବୁ ସିଂଙ୍କ ଆବେଦନ ଖାରଜ

ଭୁବନେଶ୍ୱର: ବିଧାୟକ ବାବୁ ସିଂଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ । ଭୁବନେଶ୍ୱର ଏକାମ୍ର ନିର୍ବାଚନୀ ମାମଲାରେ ଆବେଦନ ଖାରଜ ହୋଇଛି । ବିନା ଶୁଣାଣିରେ ମାମଲା ଖାରଜ କରିବାକୁ କରିଥିଲେ ଆବେଦନ । ନିର୍ବାଚନୀ ମାମଲାର ଶୁଣାଣି ହେବ କହିଲେ ହାଇକୋର୍ଟ । ସପଟେ, ହାଇକୋର୍ଟରେ ଆଗକୁ ବଢ଼ିଛି…

ମଣ୍ତି ଅବ୍ୟବସ୍ଥା ନେଇ ୫ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ

ଆଠଗଡ: ଚଳିତବର୍ଷ ଆଠଗଡ ଉପଖଣ୍ଡରେ ଧାନ ମଣ୍ତିରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଦେଖାଦେଇଛି। ଗତ ମାସ ୩୦ ତାରିଖରେ କଟକର ଅତିରିକ୍ତ ଜିଲ୍ଲାପାଳ ଇପସିତା ପ୍ରିୟଦର୍ଶିନୀ ମିଶ୍ର ଆଠଗଡର କେତେକ ମଣ୍ତି ପରିଦର୍ଶନ କରିଥିଲେ। ଏଡିଏମଙ୍କ ପରିଦର୍ଶନ ବେଳେ କେତେକ ମଣ୍ଡିରେ ଦାୟିତ୍ବରେ ଥିବା…

ଫେବୃୟାରୀରେ କୃମିନାଶ ଅଭିଯାନ ଆରମ୍ଭ

ଭୁବନେଶ୍ୱର : ଶିଶୁ ପୁଷ୍ଟିସାରକୁ ସୁଦୃଢ଼, ରକ୍ତହୀନତା ନିରାକରଣ ଏବଂ କୃମି ସଂକ୍ରମଣକୁ ଅଟକାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ୟୁନିସେଫ୍ ସହାୟତାରେ ଫେବୃଆରୀ ୧୦ରେ ଜାତୀୟ କୃମିନାଶକ ଦିବସ (NDD) ପାଳନ କରିବାକୁ ଯାଉଛି ।ଏହା ସହିତ ମାସସାରା ରାଜ୍ୟରେ ଭିଟାମିନ୍-ଏ…