Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଜେଡି ଅନାସ୍ଥା ପ୍ରସ୍ତାବ ଆଣୁ, ଆମେ ତାକୁ ସମର୍ଥନ କରିବୁ: ପିସିସି ସଭାପତି
ଭୁବନେଶ୍ଵର: ରାଜ୍ୟରେ ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାର ଭାଙ୍ଗିବା ପାଇଁ ପୁଣି ରଣହୁଙ୍କାର ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭକ୍ତ କହିଛନ୍ତି, ସରକାର ଭାଙ୍ଗିବା ପାଇଁ ମୁଖ୍ୟ ବିରୋଧୀ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣୁ, ଆମେ!-->…
ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତିକୁ ରଦ୍ଦ କଲେ ରାଜ୍ୟପାଳ
କଟକ ୨୩।୭: ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତିକୁ ରାଜ୍ୟପାଳ ରଦ୍ଦ କରିଛନ୍ତି । ଆଜି ଏ ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡ଼ଭୋକେଟ ଜେନେରାଲ । ତେଣୁ ଏ ସଂକ୍ରାନ୍ତୀୟ ମାମଲାର ଏକ ପ୍ରକାର ଅନ୍ତ ହୋଇଛି ବୋଲି କୁହାଯାଇପାରେ । ଉତ୍କଳ ବିଶ୍ୱବିଦ୍ୟାଳୟ!-->…
ନକଲି ଚାଷୀଙ୍କୁ ଧରିବା ପାଇଁ ସରକାରଙ୍କ ବଡ଼ ଯୋଜନା, ଇ-କେୱାଇସି ବାଧ୍ୟତାମୂଳକ
ଭୁବନେଶ୍ବର ୨୩।୭: ନକଲି ଚାଷୀଙ୍କୁ ଧରିବା ପାଇଁ ସରକାରଙ୍କ ବଡ ଯୋଜନା । ଚଳିତ ବର୍ଷ ହେବ ଫର୍ମର e-KYC । କୃଷକ ମାନେ ପଞ୍ଜିକରଣ ଆଧାର କାର୍ଡ ସହିତ ସମସ୍ତ ତଥ୍ୟ ପ୍ରଦାନ କରିବେ । ଏହିସବୁ ଡକ୍ୟୁମେଣ୍ଟ ଅଫିସିଆଲ!-->…
ଉତ୍ତର-ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା !
ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ଖୁବ ଶୀଘ୍ର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୪ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ। ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ୨୮ ତାରିଖ ଯାଏ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ!-->…
ଓଟିଇଟି ପ୍ରଶ୍ନ ଲିକ୍ ଘଟଣାର ଫିଟୁନି ରହସ୍ୟ : ସନ୍ଦେହ ଘେରରେ ପ୍ରଶ୍ନ ଛାପିଥିବା ଫାର୍ମ
କଟକ ୨୩।୭: ସ୍ପେସାଲ ଓଟିଇଟି ପ୍ରଶ୍ନ ଲିକ୍ ଘଟଣାର ରହସ୍ୟ ଫିଟୁନି । ତଦନ୍ତକୁ ୩ ଦିନ ବିତି ଯାଇଥିଲେ ମଧ୍ୟ କ୍ରାଇମ୍ବ୍ରାଞ୍ଚ ପ୍ରଘଟକାରୀଙ୍କ ଟେର୍ ପାଇପାରିନାହିଁ । ତଦନ୍ତକାରୀ ସଂସ୍ଥାର ବରିଷ୍ଠ ଅଫିସରମାନେ ବୋର୍ଡ କାର୍ଯ୍ୟାଳୟ କର୍ମଚାରୀଙ୍କୁ ତନ୍ନ ତନ୍ନ କରି ପଚରାଉଚରା!-->…
ରାଜ୍ୟର ପ୍ରମୁଖ ତୀର୍ଥକ୍ଷେତ୍ରର ହେବ କାୟାକଳ୍ପ: ଏକାମ୍ର, ବିରଜା ଓ ତାରିଣୀ ପୀଠର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ…
ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଧାର୍ମିକ ପୀଠଗୁଡ଼ିକର ସାମଗ୍ରିକ ବିକାଶ ଏବଂ ସୌନ୍ଦର୍ଯ୍ୟକରଣ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଘଟଗାଁ ସ୍ଥିତ ମା' ତାରିଣୀ ପୀଠ,!-->…
କର୍ମକ୍ଷେତ୍ରରେ ମହିଳା-ପୁରୁଷଙ୍କ ମଧ୍ୟରେ ତାରତମ୍ୟ ରଖନ୍ତୁ ନାହିଁ
ଭୁବନେଶ୍ବର: କର୍ମକ୍ଷେତ୍ରରେ ମହିଳା-ପୁରୁଷଙ୍କ ମଧ୍ୟରେ ତାରତମ୍ୟ ରଖନ୍ତୁ ନାହିଁ। ଆଜି ଲୋକସେବା ଭବନ କର୍ମଚାରୀମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନା (ନିବାରଣ, ନିଷେଧ ଓ!-->…
ଛାତ୍ରୀ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା: ସିବିଏସ୍ଇ ମଡେଲ୍ ଆପଣାଇବେ ରାଜ୍ୟ ସରକାର, ସ୍କୁଲରେ ଲାଗିବ ସିସିଟିଭି
ଭୁବନେଶ୍ବର: ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଛାତ୍ରୀମାନଙ୍କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ଅନୁସରଣ କରାଯାଉଥିବା ସୁରକ୍ଷା ମାନଦଣ୍ଡ ଭଳି ଓଡ଼ିଶାର!-->…
ବାଲେଶ୍ୱର ଘଟଣା: ରାଜ୍ୟ ସରକାରଙ୍କୁ କଂଗ୍ରେସର ତୀବ୍ର ସମାଲୋଚନା, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି
ଭୁବନେଶ୍ୱର: ବାଲେଶ୍ୱରର ଚର୍ଚ୍ଚିତ ଘଟଣାକୁ ନେଇ ଶାସକ ବିଜେପି ଉପରେ ବର୍ଷିଛି କଂଗ୍ରେସ। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା!-->…
ବିଜେଡି ମା’ ଓ ଭଉଣୀଙ୍କ ସୁରକ୍ଷା ପାଇଁ ସ୍ବର ଉଠାଇବା ଜାରି ରଖିବ: ନବୀନ
ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ନେଇ ବିଜେପିକୁ ଘେରିଛନ୍ତି ବିରୋଧୀ। ନାରୀ ସୁରକ୍ଷାକୁ ପ୍ରସଙ୍ଗ କରି ଗର୍ଜୁଛନ୍ତି ବିରୋଧୀ। ରାଜ୍ୟର ବିଭିନ୍ନ ସ୍ଥାନରୁ ମହିଳାଙ୍କୁ ନେଇ ଆସିଥିବା ଅଭାବନୀୟ ଘଟଣା ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୋଭ!-->…