Browsing Category

ଓଡିଶା

ଦୀର୍ଘ ଦିନର ଚିକିତ୍ସା ପରେ ଏମ୍ସରେ ଶେଷ ନିଃଶ୍ୱାସ ଛାଡିଲେ ଅଭିଜିତ ମଜୁମଦାର

ଭୁବନେଶ୍ୱର: ପ୍ରବୀଣ ଓଡ଼ିଆ ସଂଗୀତ ରଚୟିତା ଅଭିଜିତ ମଜୁମଦାରଙ୍କ ରବିବାର ଦିନ ଏମ୍ସ ଭୁବନେଶ୍ୱରରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ ବର୍ଷ ଶେଷ ଆଡ଼କୁ ସ୍ୱାସ୍ଥ୍ୟଗତ ସମସ୍ୟା ପରେ ସେ ପ୍ରମୁଖ ମେଡିକାଲ ଇନଷ୍ଟିଚ୍ୟୁଟ ଏମ୍ସରେ ଦୀର୍ଘ ସମୟ ଧରି ଚିକିତ୍ସାଧୀନ ଥିଲେ। ଆଜି ପ୍ରାୟ ସକାଳ ୯…

ଗୋରୁ ମାଫିଆଙ୍କ ଘରେ ରେଡ୍, ସାଢେ ୪ କୋଟି ଟଙ୍କା ଠାବ

କେନ୍ଦୁଝର: ଚାଲିଛି ଅପରେସନ୍ ଗୋରକ୍ଷା । ଏହି ସମୟରେ ଅଭିଯୁକ୍ତଙ୍କ ଘରୁ ଓ ଆକାଉଣ୍ଟରୁ ପୁଳା ପୁଳା ଟଙ୍କା ମିଳୁଛି । ଶନିବାର କେନ୍ଦୁଝର ସଦର ଥାନା ଅଧିକାରୀ ଅମିତ ଭୂୟାଁଙ୍କ ନେତୃତ୍ବରେ ଏକ ଟିମ୍‌ ସହରର ଦୁଢ଼ିଆଛକ ଓ ରାଙ୍କି ଗାଁରେ ଗୋରୁ ମାଫିଆଙ୍କ ଘରେ ଚଢାଉ କରିଥିଲେ । ଏହି ସମୟରେ ତପନ…

ଶ୍ରୀମନ୍ଦିରରେ ମାରପିଟ୍, ଭାଙ୍ଗିଲା ମହିଳାଙ୍କ ହାତ

ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ଅଘଟଣ । ଗତକାଲି ପୋଲିସ ମାଡରେ ଜଣେ ନାବାଳକ ଗୁରୁତର ହୋଇଥିବାବେଳେ, ଆଜି ଜଣେ ମହିଳା ଭକ୍ତଙ୍କୁ ଅନ୍ୟ ୨ ଜଣ ପୁରୁଷ ଭକ୍ତ ମାଡ଼ ମାରିବା ଯୋଗୁଁ ତାଙ୍କ ଡ଼ାହାଣ ହାତ ଭାଙ୍ଗିଯାଇଛି । ତାଙ୍କୁ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ…

ଐତିହାସିକ ଖଣ୍ଡଗିରି ମାଘମେଳା ଆରମ୍ଭ

ଭୁବନେଶ୍ବର: ଆରମ୍ଭ ହେଲା ବିଶ୍ଵପ୍ରସିଦ୍ଧ ଖଣ୍ଡଗିରି ମାଘସପ୍ତମୀ ମେଳା । ସାଧୁସନ୍ତଙ୍କ ମନ୍ତ୍ରୋଚାରଣ ସାଙ୍ଗକୁ ପୂଜାପାଠରେ ମୁଖରିତ ହେବ ଖଣ୍ଡଗିରି ପାଦଦେଶ । ସାଧୁସନ୍ଥଙ୍କ ଆଗମନ ସହ ତପୋଭୂମି ଖଣ୍ଡଗିରିରେ ଜନସମାଗମ ଦେଖିବାକୁ ମିଳିଛି । ବିଶ୍ବାସ ଅନୁସାରେ ଖଣ୍ଡଗିରିରେ ଏହି ମହାଯଜ୍ଞର…

ମାଘ ସପ୍ତମୀ: ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ । ଏହି ଅବସରରେ ବଡି ଭୋରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଛନ୍ତି । ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ପକାଇବା ପାଇଁ ଗତକାଲି ଅପରାହ୍ନରୁ ମେଳା ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲେ ।…

ଶ୍ରମ ଅଧିକାରୀ ପରିଚୟ ଦେଇ ମହିଳାଙ୍କଠାରୁ ୩୦ ଲକ୍ଷରୁ ଅଧିକ ଟଙ୍କା ଲୁଟ୍; ଲେଟି ଲୁଟେରାକୁ ବାନ୍ଧିଲା ପୋଲିସ

ଉଦଳା : ନିଜକୁ ଶ୍ରମ ବିଭାଗର ବଡ଼ ଅଧିକାରୀ କହି ମହିଳାମାନଙ୍କୁ ଟାର୍ଗେଟ କରି ଲୁଟୁଥିଲା ମହିଳା । ହେଲେ ଅଭିଯୋଗ ପରେ ଖୋଲିଯାଇଛି ଫୋର ଟୋଣ୍ଟି ମହିଳାଙ୍କ ଅସଲ ମୁଖା । ଆଉ ଏବେ ପୋଲିସ କବଜାରେ ଠକ ମହିଳା । ଉକ୍ତ ମହିଳାଙ୍କୁ ଭୁବନେଶ୍ୱରରୁ ଉଠାଇ ଆଣିଛି କପ୍ତିପଦା ପୋଲିସ । …

ବଡ଼ବିଲ ବ୍ୟାଙ୍କ ଡକାୟତି: ଧାନବାଦରୁ ୨ ମୁଖ୍ୟ ଅଭିଯୁକ୍ତ ଗିରଫ

ଯୋଡ଼ା : ବଡ଼ବିଲରୁ ବ୍ୟାଙ୍କ ଡକାୟତି, ଧାନବାଦରୁ ୨ ମୁଖ୍ୟ ଅଭିଯୁକ୍ତ ଗିରଫ । ୨୮୮ ଗ୍ରାମ ସୁନା, ଦୁଇଟି ସ୍କର୍ପିଓ ଓ ୪ ଟି ମୋବାଇଲ ଜବତ । କେନ୍ଦୁଝର ବଡ଼ବିଲ ସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ରରୁ ଡକାୟତି ଘଟଣାରେ ଝାଡ଼ଖଣ୍ଡକ ଧାନବାଦରୁ ୨ ଜଣଙ୍କୁ ଗିରଫ…

ଶ୍ରୀମନ୍ଦିରରେ ନାବାଳକକୁ ମାଡ଼, ସଂଜ୍ଞାହୀନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ପୁରୀ: ଶ୍ରୀମନ୍ଦିରରେ ନାବାଳକକୁ ମାଡ଼ । ପରିବାର ସହ ଜଗନ୍ନାଥ ଦର୍ଶନ କରିବାକୁ ଆସିଥିବାବେଳେ ଶ୍ରୀମନ୍ଦିର ବାହାର କାଠ ନିକଟରେ ନାବାଳକକୁ ପୋଲିସର ମାଡ଼ ଅଭିଯୋଗ । ତାଙ୍କ କାନରେ ଗଭୀର ଆଘାତ ଲାଗିଛି । ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । …

ଗୋ ମାଫିଆଙ୍କ ଘରେ ଚଢ଼ାଉ, ବ୍ୟାଙ୍କ ବାଲାନ୍ସ ଦେଖି ପୋଲିସ ତାଜୁବ

କେନ୍ଦୁଝର: ଗୋ ମାଫିଆଙ୍କ ଘରେ ରେଡ୍ । ବ୍ୟାଙ୍କ ବାଲାନ୍ସ ଦେଖି ପୋଲିସ ତାଜୁବ । କେନ୍ଦୁଝର ପୋଲିସ ପକ୍ଷରୁ ଗୋ ମାପିଆଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଲକରର ଯାଞ୍ଚ ଚାଲିଛି । ସମୁଦାୟ ୫ଟି ଜିଲ୍ଲାରେ ଗୋ ମାଫିଆଙ୍କର ୨୦୦ ଟି ଆକାଉଣ୍ଟ ପୋଲିସକୁ ମିଳିଥିଛି । ସେଥି…

କଲେଜ ଛକ ନିକଟରେ ଯୁବକଙ୍କୁ ମାରି ଫିଙ୍ଗିଦେଲେ

ପୁରୀ: ପୁରୀରେ ଗଡ଼ିଲା ମୁଣ୍ଡ । ଟାଉନ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ହତ୍ୟାକାଣ୍ଡ ଘଟିଛି । ମୃତକଙ୍କ ନାଁ ଗୁନା । ସେ ଜଳେଶ୍ବର ଅଞ୍ଚଳର । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । କେହି ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ…