Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣା
କଟକ: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ବାରଙ୍ଗ ଥାନା ଷଣ୍ଢପୁର ଛକ ନିକଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତାରେ ଏକ ଟ୍ରକ୍ ସହ ମନ୍ତ୍ରୀଙ୍କ କାର୍ ଟି ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କାହାରି କୌଣସି କ୍ଷତି ହୋଇନଥିବା!-->…
ଭୁବନେଶ୍ବର ଲୋୟର ପିଏମଜିରେ ଶିକ୍ଷକଙ୍କ ରଣହୁଙ୍କାର, ଚାକିରି ସ୍ଥାୟୀ ଦାବି କରି ଆନ୍ଦୋଳନ
ଭୁବନେଶ୍ୱର : ରାଜରାସ୍ତାରେ ଶିକ୍ଷକଙ୍କ ଗର୍ଜନ । ୨ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ କନିଷ୍ଠ ଶିକ୍ଷକ । ହାତରେ ଚକ୍ ବଦଳରେ ପ୍ଲାକାର୍ଡ, ଶିକ୍ଷାଦାନ ପରିବର୍ତ୍ତେ ହକ୍ ଆଉ ଅଧିକାର ପାଇଁ ଚାଲିଛି ଲଢେଇ । ଏନେଇ ଭୁବନେଶ୍ବର ଲୋୟର ପିଏମଜିରେ ରଣହୁଙ୍କାର ଦେଉଛନ୍ତି କନିଷ୍ଠ!-->…
ପୂର୍ବତନ ବିଧାୟକ ମହମ୍ମଦ ରଫିକ୍ଙ୍କ ପରଲୋକ
ବରଗଡ଼: ପରଲୋକରେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ମହମ୍ମଦ ରଫିକ୍ । ଶୁକ୍ରବାର ସକାଳ ପ୍ରାୟ ୬ଟା ୩୦ମି ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ କିଛିଦିନ ହେଲା ରକ୍ତ ଶର୍କରା ଜନିତ!-->…
ସୀମାନ୍ତରେ ଯବାନଙ୍କ ଗୁଳିରେ କୁଖ୍ୟାତ ମାଓ ନେତା ସୁଧାକର ନିହତ…
ମାଲକାନଗିରି,୫|୬ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଯବାନ ଓ ମାଓବାଦୀଙ୍କ ଗୁଳି ବିନିମୟରେ କୁଖ୍ୟାତ ମାଓ ନେତା ତଥା ମାଓ ସଙ୍ଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ସୁଧାକର ଓରଫ ବାଲକ୍ରୀଷ୍ଣା ନିହତ। ସୁଧାକର ଉପରେ ଛତିଶଗଡରେ ୪୦ ଲକ୍ଷର ଇନାମ ରହିଥିବା ବେଳେ ବିଭିନ୍ନ!-->…
ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ…
ରାଜ୍ୟ ସରକାର ଚଳିତ ବର୍ଷ ୭.୫ କୋଟି ବୃକ୍ଷ ରୋପଣ କରିବେ
ଓଡିଶାରେ ୫୬୦ ବର୍ଗ କିଲୋମିଟର ଜଙ୍ଗଲ ଅଂଚଳ ବୃଦ୍ଧି ହୋଇଛି, ଯାହା ସମସ୍ତ ରାଜ୍ୟ ମଧ୍ୟରେ ଚତୁର୍ଥ ସର୍ବାଧିକ
ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ ନିଷେଧ ସହ ଏହାର ଦୀର୍ଘସ୍ଥାୟୀ ବିକଳ୍ପକୁ ପ୍ରୋତ୍ସାହନ ପାଇଁ ସକ୍ରିୟ ପଦକ୍ଷେପ!-->!-->!-->!-->!-->…
ଟାଟା ଷ୍ଟିଲ ଏସ୍ଇଜେଡର ଗୋପାଳପୁର ଶିଳ୍ପ ପାର୍କରେ ୫ଟି ନୂଆ ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ…
ନୂଆ ଶିଳ୍ପ ପ୍ରକଳ୍ପରେ ₹୨୦,୫୦୦ କୋଟିରୁ ଅଧିକ ନିବେଶ
ଗ୍ରୀନ୍ ହାଇଡ୍ରୋଜେନ୍/ଆମୋନିଆ, ସୋଲାର୍ ସେଲ୍ ଓ ମଡ୍ୟୁଲ୍ ଏବଂ ସ୍ପେସିଆଲିଟି କେମିକାଲ୍ ଭଳି ପ୍ରମୁଖ କ୍ଷେତ୍ରର ପ୍ରକଳ୍ପ
ଟାଟା ଷ୍ଟିଲ ସ୍ପେସିଆଲ ଇକୋନୋମିକ ଜୋନର ଗୋପାଳପୁର ଶିଳ୍ପ ପ୍ରକଳ୍ପ (ଜିଆଇପି)ରେ ମୋଟ ₹୪୦,୦୦୦!-->!-->!-->!-->!-->!-->…
ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ମହୁଆ ମୋଇତ୍ରା ବିବାହ କରିଥିବା ଚର୍ଚ୍ଚା
ବିବାହ ବନ୍ଧନରେ ଆବଦ୍ଧ ହେଲେ ପିନାକୀ ମିଶ୍ର ଏବଂ ମହୁଆ ମୋଇତ୍ରା ! ଜର୍ମାନୀରେ ନିରାଡ଼ମ୍ବର ଭାବେ ବିବାହ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି । ବିବାହ ସମାରୋହ ୩ ମଇରେ ହୋଇଥିବା ସୂଚନା ମିଳିଛି ।
ବର୍ଲିନର ଗ୍ରାଣ୍ଡନବର୍ଗ ଗେଟ ଆଗରେ ସୁନା ଅଳଙ୍କାର ପିନ୍ଧି ହସହସ ମୁହଁରେ ମହୁଆଙ୍କ!-->!-->!-->…
ଶିଖର ଘାଟ ପୋଲ ଉପରେ ଅଘଟଣ, ପୋଲ ଉପରୁ ନଦୀକୁ ଡେଇଁଲେ ଯୁବକ
ଜଗତସିଂହପୁର : ଦେବୀ ନଦୀକୁ ଡେଇଁପଡିଲେ ଯୁବକ । ଜଗତସିଂହପୁର ଜିଲ୍ଲା ବଛାଳ ଗାଁର ଟୁକୁନା ଲେଙ୍କାର ୨୫ ବର୍ଷର ପୁଅ ସୂର୍ଯ୍ୟକାନ୍ତ ଲେଙ୍କା ନଦୀକୁ ଡେଇଁପଡିଛନ୍ତି । ଶିଖରଘାଟ ନିକଟରେ ଥିବା ପୋଲ ଉପରୁ ଡେଇଁ ପଡିଛନ୍ତି । ପ୍ରେମ ଜନିତ କାରଣରୁ ନଦୀକୁ ଡେଇଁଥିବା ସନ୍ଦେହ କରାଯାଉଛି । !-->…
ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର୍, ୬ ହଜାର ଟଙ୍କା ନେଉଥିଲେ ଲାଞ୍ଚ
ପୁରୀ: ପୁରୀର ଏସଡିଭିଓ ସେକ୍ସନ ଅଫିସର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଆଜି ସେକ୍ସନ ଅଫିସର (ସ୍ବଡିଭିଜିଓଆଲ ଭେଟେନାରୀ ଅଫିସର) ମନୋଜ ମହାନ୍ତି ୬୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ।
ଅଭିଯୋଗକାରୀ ଏବଂ ଅନ୍ୟ ତିନି ଜଣଙ୍କ ସମ୍ପର୍କରେ EV!-->!-->!-->…
ଓଡିଶା ଆସିବେ ମୋଦି, ମୋହନ ସରକାରଙ୍କ ପ୍ରଥମ ବାର୍ଷିକୀ ଉତ୍ସବରେ ଯୋଗଦେବେ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାରଙ୍କ ପ୍ରଥମ ବାର୍ଷିକୀ ପାଳନ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ୱରର ଜନତା ମଇଦାନରେ ହେବାକୁ ଥିବା!-->!-->!-->…