Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରକ୍ତ ପରୀକ୍ଷା ପାଇଁ କରାଯିବ ଟୋକୋନ୍ ବ୍ୟବସ୍ଥା, ଆଉ ଘଣ୍ଟାଘଣ୍ଟା ଠିଆ ହେବେ ନାହିଁ ରୋଗୀ
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ରକ୍ତ ପରୀକ୍ଷା ପାଇଁ ଆଉ ଧାାଡିରେ ଘଣ୍ଟା ଘଣ୍ଟା ଠିଆ ହେବାକୁ ପଡ଼ିବ ନାହିଁ । ସେଥିପାଇଁ ପାଥୋଲୋଜି ବିଭାଗରେ ନିର୍ମାଣ ଚାଲିଛି ସ୍ୱତନ୍ତ୍ର ରକ୍ତ ପରୀକ୍ଷା ୟୁନିଟ୍ । ସେଠାରେ ପ୍ରାୟ ୨୫୦ରୁ ଅଧିକ ରୋଗୀଙ୍କୁ ବସିବା ପାଇଁ ଚୌକି ବ୍ୟବସ୍ଥା କରାଯିବ ।!-->…
ଖରିଫ ଋତୁ ପାଇଁ ପଞ୍ଜୀକରଣ କଲେଣି ୭ ଲକ୍ଷରୁ ଅଧିକ ଚାଷୀ: ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
ଭୁବନେଶ୍ୱର: ଖରିଫ ଋତୁ ପାଇଁ ୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଲେଣି । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆହୁରି କହିଛନ୍ତି, ଏହି ପ୍ରକ୍ରିୟାକୁ ସରଳ କରାଯାଇଛି । କୌଣସି ପ୍ରକାରର ବାଧା ନାହିଁ । କାଲି ଗୋଟିଏ ଦିନରେ ୧ ଲକ୍ଷ ୨୦ ହଜାର ଚାଷୀ!-->…
ସର୍ପାଘାତରେ ଚାଲିଗଲା କକା-ପୁତୁରାଙ୍କ ଜୀବନ
ନୂଆପଡ଼ା: ରାତିରେ ଖୋଲା କ୍ୟାମ୍ପରେ ଶୋଇଥିବା ବେଳେ ଅଜାଣତରେ ବିଷାକ୍ତ ସାପ କାମୁଡ଼ିଦେଲା। ସାପ କାମୁଡ଼ିଥିବା ଜାଣିପାରିଲେ ନାହିଁ କକା-ପୁତୁରା। ଅନ୍ୟ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେବା ପରେ ସେଠାରେ ଜଣାପଡ଼ିଲା କକା-ପୁତୁରାଙ୍କୁ ମଧ୍ୟ ସାପ କାମୁଡ଼ିଛି। ଚିକିତ୍ସାଧୀନ!-->…
ମାଷ୍ଟରକ୍ୟାଣ୍ଟିନ ହିଂସା: ବନ୍ଧା ହେଲେ ଅନଲାଇନ୍ ଅଟୋ ସଂଘ ସଭାପତି ଦୀନବନ୍ଧୁ ନାୟକ
ଭୁବନେଶ୍ବର: ଗିରଫ ପରେ ଜେଲ ଗଲେ ସ୍ମାର୍ଟ୍ ସିଟି ଅନଲାଇନ ଟ୍ୟାକ୍ସି ଓ ଅଟୋ ଚାଳକ ସଙ୍ଘ ସଭାପତି ଦୀନବନ୍ଧୁ ନାୟକ । ଗତକାଲି ପୁରୀରୁ ତାଙ୍କୁ ଗିରଫ କରାଯାଇଥିଲା। ପରେ ବିଳିମ୍ବିତ ରାତିରେ ଭୁବନେଶ୍ୱର ଆଣି କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମୁଂଜୁର ପରେ ତାଙ୍କୁ ଜେଲ ପଠାଯାଇଛି।!-->…
ଆସନ୍ତାକାଲି ଭଦ୍ରକ ଜିଲ୍ଲାର ୧୩୯ ସ୍କୁଲ ବନ୍ଦ
ଭଦ୍ରକ: ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ୧୩୯ଟି ସ୍କୁଲକୁ ଆସନ୍ତାକାଲି ପାଇଁ ଛୁଟି ଘୋଷଣା କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନା ଅନୁଯାୟୀ, ଭଦ୍ରକ,!-->!-->!-->…
ସ୍ତ୍ରୀକୁ ଘରକୁ ଫେରାଇ ଆଣିବା ଲାଗି ନରବଳି, ଅଭିଯୁକ୍ତ ଗିରଫ
ବଲାଙ୍ଗିର : ସ୍ତ୍ରୀ ଘରକୁ ଫେରିବ ବୋଲି ନରବଳି । ବଲାଙ୍ଗିର ଥାନା ବଗଡା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପାରିବାରିକ ଶାନ୍ତି ଓ ସ୍ଵାମୀ ସ୍ତ୍ରୀ ବିବାଦ ସମାଧାନ ସହିତ ସ୍ତ୍ରୀ ନିଜଘରକୁ ଫେରିବ ବୋଲି ନରବଳି । ବଲାଙ୍ଗିର ଜିଲ୍ଲାରେ ଆଜି ବି ଅନ୍ଧବିଶ୍ଵାସରେ!-->…
ମଞ୍ଚେଶ୍ଵର ଷ୍ଟେସନରେ ଟ୍ରେନ ଧକ୍କାରେ ଯୁବକ ମୃତ
ବାରଙ୍ଗ : ମଞ୍ଚେଶ୍ଵର ରେଳ ଷ୍ଟେସନରେ ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକଙ୍କ ପରିଚୟ ମିଳି ପାରିନଥିବା ବେଳେ ତାଙ୍କ ବୟସ ଅନୁମାନ ୪୦ ହେବ। ସେ ଆଖପାଖ ଅଞ୍ଚଳରେ କାର୍ଯ୍ୟ କରୁଥିବା ଅନୁମାନ କରାଯାଉଛି । ଯୁବକ ଜଣକ ଆକାସିଆ ରଙ୍ଗର ପ୍ୟାଣ୍ଟ ଏବଂ ହଳଦିଆ ରଙ୍ଗର ଟିସାର୍ଟ!-->…
ଅନଲାଇନ ଡ୍ରାଇଭରଙ୍କ ହିଂସାତ୍ମକ ଆଚରଣ, କ୍ଷମା ମାଗିଲା ଅଟୋ ଚାଳକ ସଂଘ
ଭୁବନେଶ୍ୱର : କ୍ଷମା ମାଗିଲା ଅଟୋ ଡ୍ରାଇଭର ସଂଘ । ମାଷ୍ଟରକ୍ୟାଣ୍ଟିନରେ ଅନଲାଇନ ଅଟୋ ଚାଳକଙ୍କ ହିଂସାତ୍ମକ ଆଚରଣ । ମୁହଁ ଖୋଲିଲେ ସ୍ମାର୍ଟ ସିଟି ଅନଲାଇନ ଟ୍ୟାକ୍ସି ଓ ଅଟୋମହାସଂଘର ସଭାପତି ଦୀନବନ୍ଧୁ ନାୟକ । ସେଦିନର ଘଟଣା ପାଇଁ ଜନସାଧାରଣଙ୍କୁ କଲେ କ୍ଷମା!-->…
ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ଇଓଡବ୍ଲ୍ୟୁ ଓ ଏସ୍ଟିଏଫ୍ ଆଇଜି ହେଲେ ହିମାଂଶୁ ଲାଲ
ଭୁବନେଶ୍ୱର: ରାଜ୍ୟ ପୋଲିସ ପ୍ରଶାସନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ସରକାରୀ ସ୍ତରରେ ପ୍ରକାଶିତ ନୂତନ ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର କିଛି ଅଭିଜ୍ଞ ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନୂଆ ଏବଂ!-->…
୨୭ ଯାଏ ପ୍ରବଳ ବର୍ଷିବ : ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ସପ୍ତାହେ ପ୍ରବଳ ବର୍ଷିବ । ୨୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା । ଆଜି ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି କାଲି ଏବଂ ୨୩ ତାରିଖ ଦୁଇ ଦିନ ଅଧା ଓଡ଼ିଶାକୁ ୟେଲୋ!-->…