Browsing Category

ଓଡିଶା

ଘରୋଇ ହସ୍ପିଟାଲରେ ନର୍ସଙ୍କ ମୃତ୍ୟୁ ଘଟଣା: ଡେଡ୍ ବଡି ନିକଟରୁ ମିଳିଲା ସୁଇସାଇଡ୍ ନୋଟ୍ ଓ ଇଞ୍ଜେକ୍ସନ୍

ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ଘରୋଇ ହସ୍ପିଟାଲର ଷ୍ଟାଫ୍ ନର୍ସ ମୃତ୍ୟୁ ମାମଲାରେ ମିଳିଲା ସୁଇସାଇଡ୍ ନୋଟ । ମୃତଦେହ ନିକଟରୁ ମିଳିଛି ସୁଇସାଇଡ୍ ନୋଟ୍ । ସୁଇସାଇଡ ନୋଟରେ ମୃତ୍ୟୁକୁ ନେଇ ଅନେକ କିଛି ସୂଚନା ମିଳିପାରେ ବୋଲି ଆଶା କରାଯାଉଛି । ସୁଇସାଇଡ୍ ନୋଟ ସାଙ୍ଗକୁ ମୃତଦେହ ନିକଟରୁ

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ହାତୀ କରିଛନ୍ତି ରାସ୍ତାରୋକ , ଯାତାୟାତ ଠପ୍

କରଞ୍ଜିଆ ୧୦।୦୮ : ହାତୀ କରିଛନ୍ତି ରାସ୍ତାରୋକ । ୩୦ ଟିକିଆ ଝାଡ଼ଖଣ୍ଡି ହାତୀପଲ ରାସ୍ତାରେ ଉପରେ ରହିଥିବାରୁ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଚଢେଇଭୋଳ ନିକଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଖବର ଅନୁଯାୟୀ, ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରୁ ୩୦

୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ! ଆଜି ୭ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର : ୧୩ରେ ଲଘୁଚାପ । ଆସନ୍ତା ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା । ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ଏବେ ଏକ ଘୂର୍ଣ୍ଣିବଳୟ ରହିଛି । ଦକ୍ଷିଣ ପଶ୍ଚିମ ଆଡ଼କୁ ଢଳି ରହିଛି

ରାଜଧାନୀରେ ଘରୋଇ ହସ୍ପିଟାଲରେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ଏକ ଘରୋଇ ହସ୍ପିଟାଲର ଜଣେ ନର୍ସଙ୍କ ମୃତଦେହ ମିଳିଛି । ତାଙ୍କର . ଡ୍ୟୁଟି ସମୟରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ

ନିର୍ବାଚନ କମିସନ ୩୩୪ଟି ଦଳର ପଂଜୀକରଣ ରଦ୍ଦ କଲେ

ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିସନ ଶନିବାର ଏକ ବଡ଼ ପଦକ୍ଷେପ ନେଇ ୩୩୪ଟି ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଅଥବା ଆରୟୁପିପିର ପଞ୍ଜୀକରଣ ବାତିଲ କରିଛନ୍ତି। ଏହି ଦଳଗୁଡ଼ିକ ୨୦୧୯ ପରଠାରୁ ଗୋଟିଏ ବି ନିର୍ବାଚନ ଲଢ଼ି ନଥିଲେ ଏବଂ ସେମାନଙ୍କ କାର୍ଯ୍ୟାଳୟର କୌଣସି ଠିକଣା ମଧ୍ୟ

ସ୍କିମାଟିକ୍‌ ଶିକ୍ଷକଙ୍କୁ ବଡ଼ ଧକ୍କା: ୧୬,୦୦୦ ଶିକ୍ଷକଙ୍କ ଭବିଷ୍ୟତ ଅନ୍ଧାରରେ

ଭୁବନେଶ୍ୱର: ମାତ୍ର ସପ୍ତାହେ ମଧ୍ୟରେ ସ୍କିମାଟିକ୍‌ ଶିକ୍ଷକଙ୍କୁ ଲାଗିଛି ବଡ଼ ଧକ୍କା। ମଉଳି ଯାଇଛି ସେମାନଙ୍କର ଚାକିରି ନିୟମିତ ହେବାର ଆଶା। ସ୍କିମାଟିକ୍‌ ଶିକ୍ଷକମାନଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସ୍ତାବକୁ ପ୍ରଥମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୱେବସାଇଟ୍‌ରୁ ଉଡ଼ାଇ ଦିଆଯାଇଥିଲା। ଏବେ

ଏଟିଏମ କାର୍ଡ ଲୁଟେରାଙ୍କ ଉପଦ୍ରବ; କାର୍ଡ ବଦଳାଇ ନେଇଗଲେ ୪୦ ହଜାର ଟଙ୍କା

ସୁନ୍ଦରଗଡ ୯।୮: ମହିଳାଙ୍କ ATM କାର୍ଡ ବଦଳାଇ ନେଇ ଗଲେ ୪୦ ହଜାର ଟଙ୍କା । ଏଟିଏମକୁ ଟଙ୍କା ଉଠାଇବାକୁ ଆସିଥିବା ଜଣେ ମହିଳାଙ୍କ କାର୍ଡ ବଦଳାଇ ୪୦ ହଜାର ଟଙ୍କା ନେଇ ଗଲେ ଦୁଇ ଜଣ ଦୁର୍ବୃତ୍ତ । ସୂଚନାଯୋଗ୍ୟ

ହାରିଗଲେ ରାଇଘର ପୀଡ଼ିତା, ଏମ୍‌ସରେ ମୃତ୍ୟୁ

ଭୁବନେଶ୍ଵର : ପ୍ରତାରଣାର ଶିକାର ହୋଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନବରଙ୍ଗପୁର ଜିଲା ରାଇଘର ଅଞ୍ଚଳର ନର୍ସିଂ ଛାତ୍ରୀ ଶେଷରେ ପ୍ରାଣ ହରାଇଛନ୍ତି। ୨୦ରୁ ଅଧିକ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖିବୁଜିଛନ୍ତି। ଭୁବନେଶ୍ଵର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର

ରାଜ୍ୟରେ ଖାଲି ପଡ଼ୁଛି ପ୍ଲସ ଟୁ ସିଟ୍, ବୈଷୟିକ ଶିକ୍ଷା ପ୍ରତି ପିଲାଙ୍କ ଆଗ୍ରହ ବଢୁଛି

ଭୁବନେଶ୍ୱର: ଯୁକ୍ତ ଦୁଇ ବା ପ୍ଲସ୍ ଟୁ ପଢ଼ିବା ଅପେକ୍ଷା ବୈଷୟିକ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ୁଛି। ଚଳିତ ବର୍ଷ ରାଜ୍ୟର ବିଭିନ୍ନ କଲେଜରେ ଦେଢ଼ ଲକ୍ଷରୁ ଅଧିକ ପ୍ଲସ୍ ଟୁ ସିଟ୍ ଖାଲି ରହିଛି। ଶିକ୍ଷାବିତ କହୁଛନ୍ତି, ଯେଉଁ ପାଠ ପଢ଼ିଲେ ଆୟ କରିବାର ବାଟ ଅଧିକ ପ୍ରଶସ୍ତ ହେବ

ଜୟପୁରରୁ ଭୁବନେଶ୍ୱର ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖୁବ ଶୀଘ୍ର ଜୟପୁରରୁ ଭୁବନେଶ୍ୱର, ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ । ଜୟପୁର ସ୍ଥିତ ପେପର ମିଲ ପୁନର୍ବାର ଚାଲୁ ହେବ । ଜୟପୁର ଠାରେ ଏକ ନୂତନ କଲେଜ ସ୍ଥାପନ ହେବ । ଜୟପୁରଠାରେ “ସୁଭଦ୍ରା”ର ତୃତୀୟ କିସ୍ତି ପ୍ରଦାନ ଅବସରରେ ଏହି ଘୋଷଣା କରିଛନ୍ତି