Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
‘ଜନଜାତୀୟ ଗୌରବ ଦିବସ’ : ୬୦୯ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଉରକେଲା ଠାରେ ଆୟୋଜିତ ଶହୀଦ ବିର୍ସା ମୁଣ୍ଡାଙ୍କ ରାଜ୍ୟ ସ୍ତରୀୟ ୧୫୧ତମ ଜୟନ୍ତୀ ‘ଜନଜାତୀୟ ଗୌରବ ଦିବସ’ ଅବସରରେ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜ୍ୟ ସ୍ତରୀୟ ଜନଜାତୀୟ ଗୌରବ ଦିବସ ଅବସରରେ!-->…
କୋଟିଆରେ ବାଣ୍ଟୁଥିଲା ଔଷଧ, ତଡ଼ା ଖାଇଲା ଆନ୍ଧ୍ର ସ୍ୱାସ୍ଥ୍ୟ ସେବା ଟିମ୍
କୋରାପୁଟ: ବାରମ୍ବାର ବାରଣ କରାଯାଉଛି ତଥାପି ଗଳାବାଟ ଦେଇ ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ର ଅଧିକାରୀ । ରାଜ୍ୟ ସରକାର ବିଭିନ୍ନ ଯୋଜନା ସାଙ୍ଗକୁ କୋଟିଆବାସୀ ଯେପରି ସରକାରଙ୍କ ସମସ୍ତ ସୁବିଧା ଓ ଯୋଜନାରୁ ବଞ୍ଚିତ ହେବେ ନାହିଁ ସେନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ!-->…
ପାଟଖଣ୍ଡା ପ୍ରତିଷ୍ଠାନର ପରିଚାଳକ ତଥା ବିଶିଷ୍ଟ ବ୍ୟବସାୟୀ ଙ୍କ ପରଲୋକ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ତଥା ପାଟଖଣ୍ଡା ପ୍ରତିଷ୍ଠାନ ର ପରିଚାଳକ ହିମାଂଶୁ ଶେଖର ଦାସ (ଟୁଟୁ ଦାସ) (୫୭) ଅସୁସ୍ଥତା କାରଣରୁ କଟକ ସ୍ଥିତ ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ, ଗୁରୁବାର ଚିକିତ୍ସିତ ଅବସ୍ଥାରେ ହିଁ ଦେହାନ୍ତ ହୋଇଥିଲା l ଏହି!-->…
ଜଳିଗଲା ଅଠରବାଙ୍କି ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ
ପାରାଦୀପ : ପାରାଦୀପ ଅଠରବାଙ୍କିରେ ଥିବା ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ରେ ଅଗ୍ନିକାଣ୍ଡ। ମଟରସାଇକେଲ ପାର୍ଟସ ଗୋଦାମ ଘରେ ଲାଗିଥିଲା ନିଆଁ। ଦୁଇ ମହଲାରେ ଥିଲା ମୋଟର ସାଇକେଲ ଗୋଦାମ ଘର। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା!-->…
ଗୋପାଳଜୀୟୁ ମନ୍ଦିରରୁ ଚୋରି, ଲୁଟି ନେଲେ ୧୨ଟି ରୂପା ମୁକୁଟ
ପାରାଦ୍ଵୀପ : ଗତକାଲି ବିଳମ୍ବିତ ରାତିରେ ପାରାଦ୍ଵୀପ ବୃନ୍ଦାବନ କଲୋନୀ ଗୋପାଳଜୀୟୁ ଶିବ ମନ୍ଦିରରୁ ଚୋରି ହୋଇଥିବା ଦେଖିବାକୁ ମିଳିଛି । ଦୁବୃର୍ତ୍ତମାନେ ମନ୍ଦିରର ତିନୋଟି ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍ କରିବା ସହିତ ୮ ଟି ବଡ଼ ରୂପା ମୁକୁଟ, ରୂପାର ୪ ଟି ଛୋଟ ମୁକୁଟ, ହାର ଓ!-->…
ଫିକା ପଡ଼ିଲା ନବୀନ କ୍ରେଜ, ନୂଆପଡ଼ାରେ ବିଜେଡିକୁ ଶକ୍ତ ଝଟକା
ନୂଆପଡ଼ା: ନୂଆପଡ଼ାରେ ବିଜେଡିକୁ ବଡ଼ ଝଟକା। ୨୫ ବର୍ଷର ଶାସନ ପରେ କ୍ଷମତାଚ୍ୟୁତ ହୋଇଥିବା ବିଜୁ ଜନତା ଦଳକୁ ନୂଆପଡ଼ାରେ କେବଳ ପରାଜୟର ସାମ୍ନା କରିବାକୁ ପଡ଼ିନାହିଁ, ବରଂ ୩ୟ ସ୍ଥାନରେ ରହି ବଡ଼ ବିଫଳତାର ସ୍ଵାଦ ଚାଖିଛି। ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବାରମ୍ବାର ନୂଆପଡ଼ାରେ!-->…
ହ୍ୟୁମାନ୍ ସାଗର ଅସୁସ୍ଥ, ଏମ୍ସରେ ଭର୍ତ୍ତି
ଭୁବନେଶ୍ବର: ଖ୍ୟାତନାମା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। କିଛି ଦିନ ଧରି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ହ୍ୟୁମାନଙ୍କୁ କିଡନୀ ଓ ଲିଭର୍ ଜନିତ ସମସ୍ୟା ଯୋଗୁଁ ଅଧିକ ଚିକିତ୍ସା ପାଇଁ!-->…
ପଇସା ଦେଇ ଭୋଟ୍ କିଣିଛି ବିଜେପି: ଘାସିରାମ
ନୂଆପଡା: ନୂଆପଡା ଉପନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ସେ କହିଛନ୍ତି ବିଜେପି ପଇସା ଦେଇ ଭୋଟ୍ କିଣିଛି। ପଇସା ପାଇଁ ବିଜେପି ଆଗରେ ରହିଛି। ଭୋଟରମାନେ ଟଙ୍କାରେ କିଣି ହୋଇଗଲେ, ମାଟିର ପୁଅକୁ ଚିହ୍ନିଲେନି। କେନ୍ଦ୍ରୀୟ!-->…
ଡିସେମ୍ବର ୨୨ରୁ ୩୧ ମଧ୍ୟରେ ହେବ +୨ ଇଣ୍ଟରନାଲ ଆସେସ୍ମେଣ୍ଟ
ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତଦୁଇ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ଆସେସ୍ମେଣ୍ଟ/ପ୍ରୋଜେକ୍ଟ ପରୀକ୍ଷା ଆସନ୍ତା ଡିସେମ୍ବର ୨୨ରୁ ୩୧ ମଧ୍ୟରେ ଅନୁଷ୍ଠିତ ହେବ। ସମସ୍ତ ପଞ୍ଜିକୃତ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଏହା!-->…
୦-୬ ବର୍ଷ ବର୍ଗର ଦିବ୍ୟାଙ୍ଗ ଶିଶୁଙ୍କ ହେବ ସର୍ଭେ
ଭୁବନେଶ୍ବର: ରାଜ୍ୟର ସମସ୍ତ ଜିଲାରେ ଥିବା ୦-୬ ବର୍ଷ ବର୍ଗର ଦିବ୍ୟାଙ୍ଗ ଶିଶୁଙ୍କ ସର୍ଭେ କରାଯିବ। ଭିନ୍ନକ୍ଷମ ଅଧିକାର, ଅଧିନିୟମ ୨୦୧୬ ଅନୁସାରେ ଅକ୍ଷମତାର ସମସ୍ତ ୨୧ଟି ବର୍ଗକୁ ସର୍ଭେରେ ଗୁରୁତ୍ବ ଦିଆଯିବ। ଏହି ସର୍ଭେ ୩୦ ଦିନ ବା ଏକମାସ ମଧ୍ୟରେ ସମାପ୍ତ ହେବ। ସାମାଜିକ ସୁରକ୍ଷା ଓ!-->…