ଜଳିଗଲା ଅଠରବାଙ୍କି ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ

add-all

ପାରାଦୀପ : ପାରାଦୀପ ଅଠରବାଙ୍କିରେ ଥିବା ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ରେ ଅଗ୍ନିକାଣ୍ଡ। ମଟରସାଇକେଲ ପାର୍ଟସ ଗୋଦାମ ଘରେ ଲାଗିଥିଲା ନିଆଁ। ଦୁଇ ମହଲାରେ ଥିଲା ମୋଟର ସାଇକେଲ ଗୋଦାମ ଘର। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଗୋଦାମ ଘରେ ଥିବା ଲକ୍ଷାଧିକ ଟଙ୍କାର ମୋଟର ସାଇକଲ ପାର୍ଟସ୍ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ପ୍ରଥମେ ଗୋଦାମ ଘରୁ ନିଆଁ ବାହାରୁ ଥିବାର ସ୍ଥାନୀୟ ଦୋକାନୀ ଦେଖିବା ପରେ ପାରାଦୀପ ଅଗ୍ନିଶମ ବିଭାଗକୁ ଖparadeepବର ଦେଇଥିଲେ । ତେବେ ତୁରନ୍ତ ଘଟଣା ସ୍ଥଳରେ ପାରାଦୀପ ର ସିଆଇଏସଏଫ ଅଗ୍ନିଶମ ବିଭାଗର ଗାଡ଼ି ପହଞ୍ଚି ନିଆଁ କୁ ଆୟତ କରିବାରେ ସଫଳ ହୋଇଥିଲେ।

ad-week
Leave A Reply

Your email address will not be published.