Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଲୌହ ଖଣିରେ ଲୁହାପଥର ପଡ଼ି ଶ୍ରମିକ ମୃତ
ଭୁବନେଶ୍ୱର : ଲୌହ ଖଣିରେ ଅଘଟଣ। ଶ୍ରମିକଙ୍କ ଉପରେ ମାଡ଼ି ବସିଲା ଲୁହାପଥର। ଘଟଣାସ୍ଥଳରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ। ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ଏକ ଲୌହଖଣିରେ ଏ ଅଘଟଣ ଘଟିଛି। ମୃତ ଶ୍ରମିକ ଜଣକ ତରୁଣ ଭୁମିଜ ବୋଲି ଜଣାପଡ଼ିଛି । ଖଣିରୁ ନମୁନା ସଂଗ୍ରହ!-->…
୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ
ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଲାଞ୍ଚ କାରବାର। ୩୦ ହଜାର ଟଙ୍କା ନେବାବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଲାଞ୍ଚ କାରବାର ଅଭିଯୋଗ। ଏକ ଏନଜିଓ କର୍ମକର୍ତ୍ତାଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କ୍ୟାପିଟାଲ ହସ୍ପିଟାଲର!-->…
EVରେ ସର୍ଟସର୍କିଟରୁ ଗ୍ୟାରେଜରେ ଲାଗିଲା ନିଆଁ, ଜଳିଗଲା ୮ ଗାଡ଼ି
ଭୁବନେଶ୍ବର: ବରମୁଣ୍ଡାରେ ଏକ ଗ୍ୟାରେଜରେ ଭୟାବହ ଅଗ୍ନିକାଣ୍ଡ । EVରେ ସର୍ଟସର୍କିଟରୁ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ଜଳିଗଲା CNG କାର, ୫ EV ଓ ୨ ପେଟ୍ରୋଲ୍ ଗାଡ଼ି ଜଳିଗଲା । ଭୁବନେଶ୍ୱର ବରମୁଣ୍ଡା କଲୋନୀ ନାକାଗେଟ୍ ଆନନ୍ଦ ବିହାରରେ ଥିବା ଏକ ଗ୍ୟାରେଜରେ ଘଟିଛି ଅଗ୍ନିକାଣ୍ଡ ।!-->…
ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା ; ବାଦ୍ ପଡ଼ିଥିବା ହିତାଧିକାରୀ ଏକା ସଙ୍ଗେ ପାଇବେ ୫ଟି କିସ୍ତି
ଭୁୁବନେଶ୍ୱର : ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା। ୨୮ ତାରିଖ ସୁଦ୍ଧା ଯେଉଁ ମାନେ ଆବେଦନ କରିଥିବେ ସମସ୍ତଙ୍କୁ ମିଳିବ ସୁଭଦ୍ରା ଟଙ୍କା ଏନେଇ ସୋମବାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି। କୋଟିଏରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା ଟଙ୍କା।!-->…
ଅନଲାଇନ୍ ଆପ୍ ଡ୍ରାଇଭରଙ୍କ ‘ଜିରୋ ସପ୍ଲାଇ’ ଆନ୍ଦୋଳନ: ବନ୍ଦ ହେଲା ଓଲା, ଉବେର୍ ଓ ରାପିଡୋ
ଭୁବନେଶ୍ବର: କଟକ-ଭୁବନେଶ୍ୱରରେ ବନ୍ଦ ହେଲା ଓଲା, ଉବେର ଆଉ rapido । ୭ ଦଫା ଦାବି ନେଇ ଅନଲାଇନ୍ ଆପ୍ ଡ୍ରାଇଭରଙ୍କ ‘ଜିରୋ ସପ୍ଲାଇ’ ଆନ୍ଦୋଳନ । ଅନଲାଇନ୍ ଡ୍ରାଇଭର୍ ମଞ୍ଚ, ଓଡ଼ିଶା ଏବଂ ସମସ୍ତ ଅନଲାଇନ୍ ଓ ଅଫଲାଇନ୍ ଡ୍ରାଇଭର ସଂଗଠନର ମିଳିତ ସଂଗ୍ରାମ ସମିତି ପକ୍ଷରୁ ଓଲା, ଉବେର୍,!-->…
ଲଗାଣ ବର୍ଷାରେ ରାସ୍ତା ଉପରେ ଲହଡ଼ି ମାରୁଛି ପାଣି
ଭୁବନେଶ୍ବର: ଲଗାଣ ବର୍ଷା ପରେ ଭୟଙ୍କର ହେଉଛ ନଈ । ପୁଣି ଡରାଇଲାଣି ବୈତରଣୀ, ବୁଢ଼ାବଳଙ୍ଗ, ବ୍ରାହ୍ଣଣୀ ଓ ଜଳକା। ଜଳକା ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ବୁଢ଼ାବଳଙ୍ଗ ସତର୍କ ସଙ୍କେତ ଆଡ଼କୁ ଅଗ୍ରସର ହେଉଛି । ଲଗାଣ ବର୍ଷା ଯୋଗୁଁ ବେହାଲ ବାଲେଶ୍ଵର ସହର। ସାରା ରାତି!-->…
ଲୋକଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଅନ୍ତରୀଣ ଡିଜିପି
ଭୁବନେଶ୍ୱର: ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର ସୋମବାର ଲୋକଭବନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ରାଜ୍ୟପାଳ ତାଙ୍କୁ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇବା ସହ ସଫଳ!-->…
୪ ଦିନ ତଳେ ବନ୍ୟା ପାଣିରେ ଭାସିଯାଇଥିବା ନିଖୋଜ ଗଣେଶଙ୍କ ମୃତଦେହ ଉଦ୍ଧାର
ଭଦ୍ରକ: ଗେଙ୍ଗୁଟି ନଦୀର ବନ୍ୟାଜଳ ସ୍ରୋତରେ ଭାସିଯାଇ ଗତ ଶୁକ୍ରବାରଠାରୁ ନିଖୋଜ ଥିବା ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହାଡ଼ପୁର ଯେନାସାହି ଗ୍ରାମର ଗଣେଶ ଯେନା (୫୦)ଙ୍କ ମୃତଦେହ ସୋମବାର ଉଦ୍ଧାର ହୋଇଛି।
ଗଣେଶ ନିଖୋଜ ହେବା ପରେ ଗତ ୪ ଦିନ ଧରି ଓଡ୍ରାଫ ଦଳ ଓ ସ୍ଥାନୀୟ!-->!-->!-->…
ଲଘୁଚାପ ପ୍ରଭାବରେ ବଢ଼ିବ ବର୍ଷାର ପ୍ରକୋପ: ୧୮ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ
ଭୁବନେଶ୍ୱର: ଆଜି ଅବପାତ ରୂପ ନେବ ଲଘୁଚାପ। ୨୦ ଯାଏ ଭୀଷଣ ବର୍ଷିବ। ଆଉ ୨୬ ବେଳକୁ ଚତୁର୍ଥ ଲଘୁଚାପ ସମ୍ଭାବନା ରହିଛି। ଏପରି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଉପରେ ଥିବା ଲଘୁଚାପ କ୍ଷେତ୍ର ରବିବାର ଅପରାହ୍ନ!-->…
ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଚାଲିଗଲା ଆଈ-ନାତିଙ୍କ ଜୀବନ
ବାଲେଶ୍ବର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ଲଗାଣ ବର୍ଷାରେ ବେହାଲ ସାରା ଓଡିଶା। ବିଶେଷ କରି ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଜଳବନ୍ଦୀ ଜୀବନ କାଟୁଛନ୍ତି। ଏହି ସମୟରେ ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ନେତୁଆ ପଞ୍ଚାୟତ!-->…