Browsing Category

ଓଡିଶା

ବିମାନ ବନ୍ଦରରୁ ଜନତା ମୈଦାନ ଯାଏଁ ରୋଡ୍ ସୋରେ ଯିବେ ପିଏମ୍ ମୋଦୀ

ଭୁବନେଶ୍ଵର:   ଜୁନ୍ ୨୦ରେ ଦିନ ୩ଟା ୪୦ରେ ଭୁବନେଶ୍ଵରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵରରେ ପହଞ୍ଚିବା ନେଇ ସୂଚନା ରହିଛି। ଦିନ ୩ଟା ୪୫ରୁ ୪ଟା ୧୫ ଯାଏଁ ରୋଡ୍ ସୋ କାର୍ଯ୍ୟକ୍ରମ ଥିବାବେଳେ ବିମାନ ବନ୍ଦରରୁ ଜନତା ମୈଦାନ ଯାଏଁ

ଧାମନଗରକୁ ଡେଇଁଲା ଝାଡ଼ାବାନ୍ତି, ଦୁଇ ଦିନରେ ୧୦ ଜଣ ଆକ୍ରାନ୍ତ

ଭଦ୍ରକ: ଭଣ୍ଡାରିପୋଖରୀ ପରେ ଧାମନଗରକୁ ଡେଇଁଲା ଝାଡ଼ାବାନ୍ତି। ଦୁଇ ଦିନରେ ୧୦ ଜଣ ଆକ୍ରାନ୍ତ ହସ୍ପିଟାଲ୍‌ରେ ଚିକିତ୍ସିତ। ଧାମନଗର, ଭଗବାନପୁର, ଖଡ଼ିପଦା ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ସୂଚନା ଥାଉକି ଯାଜପୁର ଓ କେନ୍ଦୁଝର

ଦୋକାନ ଘରଭିତରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର, ସୁଇସାଇଡ୍‌ ନୋଟ୍ ଜବତ କଲା ପୁଲିସ

ବାଲିଗୁଡ଼ା : ଦୋକାନ ଘର ଭିତରୁ ମିଳିଲା ବ୍ୟବସାୟୀଙ୍କ ମୃତଦେହ । ଘରେ କେହି ନଥିବା ବେଳେ ମାନସିକ ଭାରସାମ୍ୟ ହରାଇ ବ୍ୟବସାୟୀ ଜଣକ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକ ହେଉଛନ୍ତି ପାବୁରିଆ ଗାଁର ବ୍ୟବସାୟୀ ଶିବାନନ୍ଦ ଦାସ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ

‘ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ନେଇ ସବୁ ବିଭାଗ ସହ ଆଲୋଚନା ସରିଛି’

ଭୁବନେଶ୍ବର/ପୁରୀ: ମହାପ୍ରଭୁଙ୍କର ପବିତ୍ର ରଥଯାତ୍ରା ଯେତିକି ପାଖେଇ ଆସୁଛି, ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ସେତିକି ବଢ଼ିବାରେ ଲାଗିଛି। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ସରକାର ଲାଗିପଡ଼ିଛନ୍ତି। ଏଥି ପାଇଁ ଯାହା ସବୁ ଦରକାର ସେଥି

ଗଛମୂଳରେ ଆଶ୍ରୟ ନେଇଥିଲେ: ବଜ୍ରପାତରେ ଯୁବକ ମୃତ, ୩ ଜଣ ଗୁରୁତର

ବାଙ୍ଗିରିପୋଷି : ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ରବିବାର ବଜ୍ରପାତ ଘଟିଛି। ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଅନ୍ୟ ତିନି ଜଣ ଗୁରୁତର ଅଛନ୍ତି। ମୃତକ ହେଲେ ଭୀମ ଚରଣ ମାରାଣ୍ଡି (୨୫)।ନିଶ୍ଚିନ୍ତା ପଞ୍ଚାୟତ ଗୋହିରାପାଳ ଗ୍ରାମର ଭୀମ ଚରଣ ମାରାଣ୍ଡି ଓ ଭୋଳାଗଡ଼ିଆ

ଏସବୁ ଜିଲାକୁ ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୫ା୬: ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାଶର୍‌ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଫଳରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

‘ହଇଜା ରୋକିବା ପାଇଁ ତୁରନ୍ତ ଦୃଢ଼ ପଦକ୍ଷେପ ନିଅନ୍ତୁ ସରକାର’

ଭୁବନେଶ୍ବର: ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟରେ ପରିଚାଳିତ ବିଜେପି ସରକାର ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ କେନ୍ଦୁଝର, ଯାଜପୁର, ଭଦ୍ରକ, ପୁରୀ ଓ କଟକରେ ଡାଇରିଆ ଓ ହଇଜା ସଂକ୍ରମଣ ବ୍ୟାପିଚାଲିଛି। ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ

‘ଦ୍ବିତୀୟ ରଜ’ରେ ନନ୍ଦନକାନନ ବୁଲିଲେ ୩୭,୧୦୮ ଜଣ ପର୍ଯ୍ୟଟକ

ବାରଙ୍ଗ: ଭୁବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଉଦ୍ଦିଷ୍ଟ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ରେକର୍ଡ ପର୍ଯ୍ୟଟକ ବୁଲିଛନ୍ତି। ଗଣପର୍ବ ‘ରଜ’ ଅବସରରେ ପର୍ଯ୍ୟଟକମାନେ ଆଜି ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବୁଲିଛନ୍ତି। ସବୁଠାରୁ ବଡ଼ କଥା ହେଲା ପର୍ଯ୍ୟଟକମାନେ ଭଲ ବୁଲିବାର

ବିସ୍ଫୋରକ ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୁଲିସ୍

LEADING ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅଞ୍ଚଳରୁ ବିସ୍ଫୋରକ ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ଜର୍ଜ ମୁଣ୍ଡାକୁ ପୁଲିସ ଗିରଫ କରିଛି। ଏନେଇ ଆଜି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମାଓବାଦୀଙ୍କ ଇନଫର୍ମର ସାଜି ଜର୍ଜ

ଯାଜପୁରରେ କେନ୍ଦ୍ରୀୟ ଟିମ୍ : ହଇଜା ସ୍ଥିତି ନେଇ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା

ଯାଜପୁର : ହଇଜା ସ୍ଥିତି ସମୀକ୍ଷା ପାଇଁ ଯାଜପୁରରେ କେନ୍ଦ୍ରୀୟ ଟିମ୍। ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛି ୧୪ ଜଣିଆ କେନ୍ଦ୍ରୀୟ ଟିମ୍। ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଙ୍କ ସହ ଆଲୋଚନା କରୁଛି। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଯାଜପୁର ସାଂସଦ,