Browsing Category

ଓଡିଶା

ପୁଣି ତେଜିଲା ଇସ୍କନର ଅଦିନିଆ ରଥଯାତ୍ରା ବିବାଦ, ତୁରନ୍ତ ବନ୍ଦ କରିବାକୁ ଦାବି

ପୁରୀ: ପୁଣି ତେଜିଲା ଇସ୍କନର ଅଦିନିଆ ରଥଯାତ୍ରା ବିବାଦ। ମେ ୧୮ ତାରିଖରେ ହେବାକୁ ଥିବା ରଥଯାତ୍ରାକୁ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜ୍ୟ ଓ କେନ୍ଦ୍ର ସରକାର ହସ୍ତକ୍ଷେପ ଦାବି କଲେ ସେବାୟତ। ତୁରନ୍ତ ଇସ୍କନର ଅଦିନିଆ ରଥଯାତ୍ର ବନ୍ଦ କରିବାକୁ ଦାବି କରାଯାଇଛି।

ସିଙ୍ଗାପୁରରେ ବଢୁଛି କୋଭିଡ ମାମଲା : ଓଡ଼ିଶାରେ ଚିହ୍ନଟ ହୋଇନାହିଁ, ସ୍ପଷ୍ଟ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ଥାଇଲାଣ୍ଡ, ହଙ୍ଗକଙ୍ଗ ଓ ସିଙ୍ଗାପୁରରେ କୋଭିଡ କେସ ବଢଥିବା ଜଣାପଡ଼ିଛି । ତେବେ ଓଡ଼ିଶାରେ କୋଭିଡର କୌଣସି ରିପୋର୍ଟ ଚିହ୍ନଟ ହୋଇନଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । କୋଭିଡ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ WHO ସହ ଆଲୋଚନା

ଜୁଆ ଆଡ୍ଡା ଉପରେ ପୋଲିସର ରେଡ୍‌; ୧୫ ଗିରଫ

ନୂଆପଡ଼ା: ଜୁଆ ଆଡ୍ଡା ଉପରେ ପୋଲିସ ରେଡ୍‌ କରିଛି। ଏହାସହ ୧୫ ଜଣଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ନୂଆପଡ଼ା ଜିଲ୍ଲା କୁରୁମପୁରୀ ଗାଁରେ ଜୁଆ ଆଡ୍ଡା ଚାଲିଥିଲା। ଏନେଇ ଖବର ପାଇବା ପରେ ଲଖନା ପୋଲିସ ଚଢଉ କରିଛି। ଚଢଉ ବେଳେ ପ୍ରାୟ ୨୮ ହଜାର ଟଙ୍କା, ୯ଟି ବାଇକ, ୧୪ଟି ମୋବାଇଲ ଜବତ

ପ୍ରେମ ବ୍ୟାପାର ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଅପହରଣ ପରେ ହତ୍ୟା…

ନିଃସର୍ତ୍ତ ଅଫିସ : ପ୍ରେମ ପାଇଁ ହତ୍ୟାକାଣ୍ଡ । ଅପହରଣ ପରେ ଯୁବକଙ୍କ ଜୀବନ ନେଇଗଲେ । ଗତ ୫ ତାରିଖରେ ତାଳଚେର ଶିବରାମପୁର ଜଙ୍ଗଲରେ ହୋଇଥିବା ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ । ପ୍ରେମ ବ୍ୟାପାର ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଅପହରଣ ପରେ ହତ୍ୟା

ବିବାଦ ଘେରରେ ଓଡିଆ ୟୁଟ୍ୟୁବର ଲବ ହାଁସଦା, ପ୍ରେମିକା ଜୀବନ ହାରିବା ପରେ ମିଳୁନି ପତ୍ତା

ଲଭରଙ୍କୁ ଲବ ହାଁସଦାଙ୍କ ଧୋକା ଅଭିଯୋଗ । ଓଡ଼ିଆ ୟୁଟ୍ୟୁବର ଲବ ହାଁସଦାଙ୍କୁ ଖୋଜୁଛି ବେଙ୍ଗାଳୁରୁ ପୋଲିସ । ପ୍ରେମିକା ଜୀବନ ହାରିବା ମାମଲାରେ ଲବଙ୍କ ନାଁରେ ବେଙ୍ଗାଲୁରୁର ଏଚଏସଆର ଲେଆଉଟ ଥାନାରେ ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହାପରେ ଲବଙ୍କ ପତ୍ତା ମିଳୁନି । ଲବ

୨୮ଜୁନରୁ ଗର୍ଭଗୃହ ଓ ବାହାର ରତ୍ନଭଣ୍ଡାର ମରାମତି

ପୁରୀ: ୨୮ଜୁନରୁ ୬ ଜୁଲାଇ ମଧ୍ୟରେ ଗର୍ଭଗୃହ ଓ ବାହାର ରତ୍ନଭଣ୍ଡାର ମରାମତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଗର୍ଭଗୃହ ଓ ରତ୍ନଭଣ୍ଡାର ମରାମତି ନେଇ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଯେ ୨୮ଜୁନରୁ ୬ ଜୁଲାଇ ମଧ୍ୟରେ ବାହାର ରତ୍ନଭଣ୍ଡାର

ବଡବିଲ ‘ଡୁବୁନା’ ଲୌହ ପଥର ଖଣିର ପୁନଃ ଆରମ୍ଭ, ବାର୍ଷିକ ଉତ୍ପାଦନ ହେବ ୩ ନିୟୁତ ଟନ୍

ଭୁବନେଶ୍ୱର: ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ ଭାବେ ଓଡିଶା ଭାରତ ବର୍ଷରେ ଏକ ଅଗ୍ରଣୀ ରାଜ୍ୟ । ଦେଶର ସର୍ବୋମୋଟ୍ ଖଣିଜ ସମ୍ପଦର ୪୧.୯ ପ୍ରତିଶତରୁ ଅଧିକ ଖଣିଜ ସମ୍ପଦ ଓଡିଶାରେ ମହଜୁଦ୍ ଅଛି । ଓଡ଼ିଶା ଖଣି ନିଗମ (ଓଏମସି) ୬୦ ବର୍ଷରୁ ଅଧିକ ସମୟ ଧରି ପ୍ରକୃତି କୋଳରୁ ଖଣିଜ ସମ୍ପଦ ଅନ୍ୱେଷଣ

ରଥଖଳା ଚଳଚଞ୍ଚଳ, ପ୍ରତି ରଥର ନାହାକା ଅଖ କାମ ଆରମ୍ଭ

ପୁରୀ: ଆସନ୍ତା ୧୯ ତାରିଖରେ ପବିତ୍ର ଭଉଁରୀ ତିଥି । ପରମ୍ପରା ଅନୁସାରେ ରଥ ଖଳାକୁ ଆଜ୍ଞା ମାଳ ବିଜେ କରିବା ସହ ଚକ ଅଖ ଯୋଖା ନୀତି ଅନୁଷ୍ଠିତ ହେବ । ବିଶ୍ଵକର୍ମା ମହାରଣା ମାନେ ଚକ ନିର୍ମାଣରେ ଲାଗିପଡ଼ିଥିବାବେଳେ ଏହି ପରମ୍ପରାକୁ ନେଇ ରଥ ଖଳାରେ ଗୁରୁବାର ଅଖ ନିର୍ମାଣର ଅନୁକୂଳ

ସମ୍ବଲପୁରରୁ ଖୁବ୍ ଶୀଘ୍ର କୃଷି ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁରରେ ଆୟୋଜିତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଓ ପୂର୍ବତନ ବିଧାୟକ ନାଉରୀ ନାୟକ ପ୍ରମୁଖ ତ୍ରିରଙ୍ଗା

ନିଯୁକ୍ତି ପାଇବେ ୧୫ଟି ବିଶ୍ବବିଦ୍ୟାଳୟର ଭିସି, ପୂରଣ ହେବ ହଜାରରୁ ଅଧିକ ଅଧ୍ୟାପକ ପୋଷ୍ଟ

ଭୁବନେଶ୍ବର: ରାଜ୍ୟ ସରକାର ଖୁବଶୀଘ୍ର ୧୫ଟି ରାଜ୍ୟ ବିଶ୍ୱବିଦ୍ୟାଳୟରେ ଭାଇସ୍‌ଚାନ୍ସଲର(ଭିସି)ଙ୍କ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଯାଉଛନ୍ତି। ଏଥିସହିତ କଲେଜଗୁଡ଼ିକରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ମଧ୍ୟ ପୂରଣ ହେବ । ନିଯୁକ୍ତି ଉପରେ ଲାଗିଥିବା ପୂର୍ବ