Browsing Category

ଓଡିଶା

ଯେଉଁ ଗାଁକୁ ଗଲେ ବି ପ୍ରଧାନମନ୍ତ୍ରୀ ଆବାସ ଘର ଦେଖିବାକୁ ପାଇଲିନି: ମନ୍ତ୍ରୀ

ଭୁବନେଶ୍ଵର: ମୟୂରଭଞ୍ଜରେ କ୍ଷୟକ୍ଷତି ଆକଳନକୁ ନେଇ ରୋଚକ ତଥ୍ୟ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଷ ପୂଜାରୀ । ଯେଉଁ ଗାଁକୁ ଗଲେ ବି ଦେଖିବାକୁ ପାଇଲେନି ଗୋଟେ ହେଲେ ବି ପ୍ରଧାନମନ୍ତ୍ରୀ ଆବାସ ଘର । ଯଦି ସରକାରୀ ଆବାସ ଘର ନିର୍ମାଣ ହୋଇଥାନ୍ତା ତାହେଲେ ଏତେ ପରିମାଣର କ୍ଷତି ହୋଇ ନ ଥାନ୍ତା ।

ଚାଲିପାରୁନି ବିଧାନସଭା, ବିରୋଧୀଙ୍କୁ ଆଲୋଚନା ପାଇଁ ଆହ୍ବାନ କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର : ଚାଲିପାରୁନି ବିଧାନସଭା । ବିରୋଧୀଙ୍କ ପ୍ରବଳ ହଟ୍ଟଗାଳ । ବାରମ୍ବାର ଗୃହ ମୁଲତବୀ । ବିଧାନସଭା ଅଚଳାବସ୍ଥା ନେଇ ବିରୋଧୀଙ୍କୁ ଦାୟୀ କଲା ବିଜେପି । ବିରୋଧୀଙ୍କ ହୋହଲ୍ଲା ଯୋଗୁ ବିଧାନସଭା ଚାଲିପାରୁନି ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।

ଶୁଣୁନାହାନ୍ତି ସରକାର, ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ

ଭୁବନେଶ୍ବର: ଶୁଣୁନାହାନ୍ତି ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଖି, କାନ, ପାଟି ସବୁ ଖୋଲନ୍ତୁ । ନାରୀ ସୁରକ୍ଷା ନେଇ ପ୍ରତିଶ୍ରୁତି ଦିଅନ୍ତୁ । ଗୃହ କମିଟି କରାଯାଉ ବୋଲି ଦାବି କରି କିଛି ଏପରି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀ ପତି । ଏମିତିକି ଆସନ୍ତା ୨୭ରେ କଂଗ୍ରେସ

ଜଙ୍ଗଲରୁ ମିଳିଲା ନାବାଳିକାର କଙ୍କାଳ, ହତ୍ୟା ଅଭିଯୋଗ…

ବ୍ରହ୍ମପୁର : ମିଳିଲା ଜବତ କଙ୍କାଳର ପରିଚୟ । କଙ୍କାଳଟି ଜଣେ ନାବାଳିକାର ହୋଇଥିବା ବେଳେ ଗତ କିଛି ଦିନ ଧରି ନାବାଳିକା ଜଣଙ୍କ ନିଖୋଜ ଥିଲେ । ତେବେ କେହି ଜଣେ ନାବାଳିକାଙ୍କୁ ହତ୍ୟା କରି ଜଙ୍ଗଲରେ ଫୋପାଡି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଗତକାଲି ଗଞ୍ଜାମ ସୋରଡ଼ା ଥାନା

କାଳବୈଶାଖୀ ପାଇଁ ୨୦ କୋଟି, ମୟୂରଭଞ୍ଜ ଜିଲ୍ଲାରେ କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା

ମୟୂରଭଞ୍ଜ : କାଳବୈଶାଖୀ ପାଇଁ ୨୦ କୋଟି । ମୟୂରଭଞ୍ଜ ଜିଲ୍ଲାରେ କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କାଳବୈଶାଖୀରେ ମୟୂରଭଞ୍ଜର ବାଙ୍ଗିରିପୋଷି ଏବଂ ବିଷୋୟୀ ଅଧିକ ପ୍ରଭାବିତ ହୋଇଛି। ଏନେଇ ପ୍ରାଥମିକ ଆକଳନ ରିପୋର୍ଟ ଆସି

ଜମାକାରୀ ଫେରିପାଇବେ ଚିଟଫଣ୍ଡ ଟଙ୍କା

ଭୁବନେଶ୍ବର: ଚିଟଫଣ୍ଡ କ୍ଷତିଗ୍ରସ୍ତ ଫେରିପାଇବେ ଟଙ୍କା । ଯେଉଁ ଯେଉଁମାନେ ଚିଟଫଣ୍ଡ ସଂସ୍ଥାର ଶିକାର ହୋଇ ନିଜର ଟଙ୍କା ହରାଇଛନ୍ତି, ସେମାନେ ଖୁବଶୀଘ୍ର ସେମାନଙ୍କ ଟଙ୍କା ଫେରିପାଇବେ । ଏନେଇ ଆଜି ବିଧାନସଭାରେ ଦମ୍ଭୋକ୍ତି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଟଙ୍କା ଫେରସ୍ତ

ରାଜଧାନୀରୁ ଧରାପଡିଲେ ନକଲି ପୋଲିସ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବି ଚାଲିଥିଲା ନକଲି ପୋଲିସଙ୍କ କାର୍ଣ୍ଣାମା । ଏସଆଇ ଏବଂ କନେଷ୍ଟବଳ ସାଜି ଲୋକଙ୍କ ଆଖିରେ ଦେଇଚାଲିଥିଲେ ଧୂଳି । ଶେଷରେ ନକଲି ପୋଲିସକୁ ଧରିଛି ଅସଲି ପୋଲିସ । ଏଥିସହିତ ସେମାନଙ୍କ ଠାରୁ ପ୍ରାୟ ଲକ୍ଷେ ଉପରେ ନକଲି ନୋଟ୍ ଜବତ କରିଛି । ଚେକିଂ ପ୍ଲକିଂ

ନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁ

ନୟାଗଡ: ନୟାଗଡରେ ମହାମହିମ । କଣ୍ଟିଲୋ ଯାଇ ନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁ । ନୀଳମାଧବଙ୍କୁ ଦର୍ଶନ ପରେ ବିଶ୍ବାବସୁଙ୍କ ଗାଁ କାଳିଆପଲ୍ଲୀ ଯାଇଛନ୍ତି। କାଳିଆପଲ୍ଲୀରେ ଶବର ସମାଜର ଯଜ୍ଞରେ ଆହୂତି ଦେଇ ଶବର ରାଜା ବିଶ୍ୱାବସୁଙ୍କ ପ୍ରତିମୂର୍ତ୍ତି

୫ ବର୍ଷ ଭିତରେ ବିଦା ହେଲେଣି ୧୫୯ ସରକାରୀ ବାବୁ

ଭୁବନେଶ୍ବର: ଗତ ୫ ବର୍ଷ ଭିତରେ ୧୫୯ ଦୁର୍ନୀତିଖୋର ସରକାରୀ ବାବୁ ବିଦା ହେଲେଣି । ବିଭିନ୍ନ ଦୁର୍ନୀତି ଏବଂ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ ବର୍ଷରେ ୧୫୯ ବାବୁ ବିଦା ହୋଇଥିବା ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମନ୍ତ୍ରୀଙ୍କ ଲିଖିତ ତଥ୍ୟ

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ତାଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଜ୍ୟପାଳ ଡକ୍ଟର ହରିବାବୁ କାମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି। ଏହା ପରେ ରାଷ୍ଟ୍ରପତି