Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଶ୍ବବିଦ୍ୟାଳୟରେ ଖାଲିପଡିଛି ୧୩୫୩ଟି ଶିକ୍ଷକ ପଦବୀ
ଭୁବନେଶ୍ବର: ରାଜ୍ୟରେ ସରକାରୀ ପରିଚାଳିତ ବିଶ୍ବବିଦ୍ୟାଳୟରେ ହଜାରେରୁ ଅଧିକ ଶିକ୍ଷକ ପଦବୀ ଖାଲିପଡିଛି । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସରକାରୀ ପରିଚାଳିତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୧୩୫୩ଟି ଶିକ୍ଷକ ଏବଂ ୨୦୮୧ଟି ଅଣଶିକ୍ଷକ ପଦବୀ!-->…
ଅଦିନିଆ ରଥଯାତ୍ରା ବିବାଦ : ତିଥିରେ ରଥ ଓ ସ୍ନାନ ଯାତ୍ରା ପାଇଁ ଇସ୍କନକୁ ପରାମର୍ଶ
ପୁରୀ : ତିଥି ଅନୁସାରେ ରଥଯାତ୍ରା ପାଳିବାକୁ ଇସ୍କନକୁ ପରାମର୍ଶ । ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ବସିଥିବା ବୈଠକରେ ପରାମର୍ଶ ଦିଆଯାଇଛି । ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି । ଅଦିନିଆ!-->…
ବାର୍ ଡ୍ୟାନ୍ସ କଟକଣା ମାମଲା: ଅଦାଲତରେ ଜବାବ ରଖିଲେନି ସରକାର
କଟକ: ଓଡ଼ିଶା ଅବକାରୀ ଆଇନ-୨୦୨୪ ଆଧାରରେ ଭୁବନେଶ୍ୱରର ବିଭିନ୍ନ ଠିପିଖୋଲା ବାର୍ ଡ୍ୟାନ୍ସରେ ଲଗାଯାଇଥିବା କଟକଣାକୁ ବିରୋଧ କରି ରୁଜୁ ମାମଲାରେ ରାଜ୍ୟ ସରକାର ଜବାବ ଦାଖଲ କଲେ ନାହିଁ। ଗୁରୁବାର ସଂଧ୍ୟା ସୁଦ୍ଧା ଜବାବ ଦାଖଲ ହୋଇଯିବ ବୋଲି ଅଦାଲତଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ଏହି ଜବାବ!-->…
ଏଟିଏମ କାର୍ଡରୁ ୯୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ସାଲେପୁର : ଅଭିନବ ଉପାୟରେ ଏଟିଏମ କାର୍ଡରୁ ୯୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଏନେଇ କଟକ ଜଗତପୁର ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁଯାୟୀ, ସାଲେପୁର ବ୍ଲକ ପାଟପୁର ଗାଁର ପାରେଶ୍ଵର ରାଉତରାୟ ଗ୍ରୋସରୀ ଦୋକାନ କରି ପରିବାର ପୋଷଣ କରନ୍ତି। ସାଙ୍ଗମାନଙ୍କ ସହ!-->…
ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ମାରାଥନ ରେଡ୍
ଅନୁଗୁଳ: ଅନୁଗୁଳରେ ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଚାଲିଛି ଆୟକର ବିଭାଗର ମାରାଥନ ରେଡ୍ । ଦ୍ୱିତୀୟ ଦିନରେ ୧୫ଟି ସ୍ଥାନରେ ଚାଲିଛି ଆୟକର ଚଢ଼ାଉ । ଗୋଟିଏ ସ୍ଥାନରୁ ୭ କୋଟିର ନଗଦ ଟଙ୍କା ଜବତ ହୋଇଥିବା ବେଳେ ପୁରୀରୁ ଦୁଇ ଓ ଅନଗୁଳରୁ ଗୋଟିଏ ହୋଟେଲ୍ ଠାବ କରିଛି ଆୟକର ବିଭାଗ ।
!-->!-->!-->…
ଅନୁଗୁଳରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ
ଅନୁଗୁଳ : ଅନୁଗୁଳରେ ଲଜ୍ଜା । ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ପୀଡ଼ିତାଙ୍କୁ ଉଦ୍ଧାର କରାଯାଇଛି । ମୁଖ୍ୟ ଅଭିଯୁକ୍ତ ସମେତ ତିନି ଜଣଙ୍କୁ ଅଟକ ରଖିଛି ପଚରାଉଚରା କରୁଛି ପୋଲିସ । ଅନୁଗୁଳ ଟାଉନ ଥାନା ଅଞ୍ଚଳରେ ଘର ଭଡ଼ା ନେଇ ଜଣେ ରହୁଥିବା ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା!-->…
୨୭ରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି
ଯାଜପୁର: ନାରୀ ନିର୍ଯାତନାକୁ ରୋକିବା ପାଇଁ କଂଗ୍ରେସ ପକ୍ଷରୁ ବିଧାନସଭାକୁ ଘେରାଉ କରାଯିବ। ନାରୀ ନିର୍ଯାତନା ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଠୋସ ପଦକ୍ଷେପ ଗ୍ରହଣ କରା ନଯିବା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରହିବ। ଏଭଳି କିଛି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ!-->…
ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ହରିଶ ଟଣ୍ଡନ, ରାଷ୍ଟ୍ରପତି ଦେଲେ ନିଯୁକ୍ତି
କଟକ : ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ହରିଶ ଟଣ୍ଡନ। ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ କ୍ରମେ ତାଙ୍କୁ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଷ୍ଟିସ ଟଣ୍ଡନଙ୍କୁ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ ଗତ!-->…
କଳା ପୋଷାକ ପିନ୍ଧି, ଘଣ୍ଟ, ମହୁରୀ ବଜେଇ ପ୍ରତିବାଦ କଲା କଂଗ୍ରେସ
ଭୁବନେଶ୍ବର: ଚଲାଇ ଦେଉନାହାନ୍ତି ଗୃହ । ଆଜି ବି ବିରୋଧୀଙ୍କ ହାଇଡ୍ରାମା ଗୃହରେ ଦେଖିବାକୁ ମିଳିଛି । କଳା ଡ୍ରେସ୍ ପିନ୍ଧି ଘଣ୍ଟ ବାଡ଼େଇ ଗୃହ ଭିତରେ ହୋହାଲ୍ଲା କରି କଂଗ୍ରେସ ପ୍ରତିବାଦ କରିଛି । ବାଧ୍ୟ ହୋଇ ବାଚସ୍ପତି ୧୧.୩୦ ଯାଏଁ ଗୃହକୁ ମୁଲତବି କରିଛନ୍ତି । ନାରୀ ସୁରକ୍ଷାକୁ ନେଇ!-->…
କୁହୁଳୁଛି ବିଜେପି ରେ ଥିବା ଗୋଷ୍ଠୀ କନ୍ଦଳ :ସାଂସଦ ଙ୍କ ଗୋଟି ଚାଳନା ରେ ମନ୍ତ୍ରୀ ଙ୍କ ମୁଣ୍ଡରେ ଝୁଲୁଛି…
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ରାଜନୈତିକ ପାଣି ପାଗରେ ପରିବର୍ତ୍ତନ ହେବାର ଆଭାସ ବର୍ତ୍ତମାନ ରାଜଧାନୀ ରେ ଚର୍ଚ୍ଚା ହେଲାଣି। ସାଧାରଣ ନିର୍ବାଚନ ପରେ ଗଞ୍ଜାମ ଜିଲ୍ଲାର ଅଧିକାଂଶ ବିଧାୟକ ଓ ସାଂସଦ ମାନଙ୍କ ମନ ମିଶୁ ନଥିବା ଆଲୋଚନା ହେଉଛି। ଗୋଷ୍ଠି କନ୍ଦଳ ବାହାରେ ଚର୍ଚ୍ଚା ନ ହେଲେ ବେ!-->…