Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସବୁ ଗ୍ରାମ ପଞ୍ଚାୟତରେ ହେବ ଆୟୁଷମାନ ଆରୋଗ୍ୟ ମନ୍ଦିର
ଭୁବନେଶ୍ବର: ତଳ ସ୍ତରରେ କିଭଳି ସ୍ବାସ୍ଥ୍ୟ ସେବା ପହଞ୍ଚିବ । ସେଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । କଟକ ଏସସିବି ଓ ଭୁବନେଶ୍ବର କ୍ୟାପିଟାଲ ହସ୍ପପିଟାଲ ଭଳି ବଡ଼ ଡାକ୍ତରଖାନାଗୁଡ଼ିକରୁ ଚାପ କମାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ବଡ ପଦକ୍ଷେପ ନେଇଛି । ଏନେଇ ଆଗକୁ ସବୁ!-->…
ଖୁବଶୀଘ୍ର ନିଲାମ ହେବ ରାଜ୍ୟର ୨୨ଟି ଖଣି, ବଢିବ ରାଜସ୍ୱ : ମନ୍ତ୍ରୀ ବିଭୂତି ଭୂଷଣ ଜେନା
ଭୁବନେଶ୍ୱର : ଖୁବ୍ଶୀଘ୍ର ନିଲାମ ହେବ ରାଜ୍ୟର ୨୨ଟି ଖଣି । ଖଣି ନିଲାମ ଦ୍ୱାରା ରାଜସ୍ୱ ବଢିବ ବୋଲି ଇସ୍ପାତ ଏବଂ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରତିକ୍ରିୟା ରଖିଛନ୍ତି ।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ପୂର୍ବ ସରକାର ଦୀର୍ଘ ଦିନ ଧରି ଖଣି ନିଲାମ କରୁ ନଥିଲେ । ନୂଆ ସରକାର!-->!-->!-->…
କୋଟିଆକୁ ଖୁବ ଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା
କୋରାପୁଟ: କୋଟିଆକୁ ଖୁବ ଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା। ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। କୋଟିଆ ଉପରେ ଆନ୍ଧ୍ର ଆଖି ପକାଇଛି, ପ୍ରତିହତ ପାଇଁ ସରକାର କାମ କରୁଛନ୍ତି। ଏଠାରେ ଖଣି ଖାଦାନ ଭରି ରହିଛି। ସେଠାରେ ଗୋଟିଏ ପାହାଡ଼କୁ ସୁନା ପାହାଡ଼ କୁହାଯାଏ।!-->…
ଯୁବତୀଙ୍କ ସହ ଦୁର୍ବ୍ୟବହାର ଅଭିଯୋଗରେ ଧରାପଡ଼ିଲେ ୨ ଯୁବକ
ପୁରୀ : ସମଙ୍ଗ ପାର୍କିଂରେ ଉତ୍ପାତ । ଧରାପଡ଼ିଲେ ୨ ଯୁବକ , ଖସିଗଲେ ଅନ୍ୟ ୪ ଜଣ ଯୁବକ । ସୋମବାର ରାତିରେ ୩ ଜଣ ଯୁବତୀ ଶ୍ରୀମନ୍ଦିରରୁ ଦର୍ଶନ ସାରି ସମଙ୍ଗ ପାର୍କିଂ ରାସ୍ତାରୁ କଣ୍ଠପୁର ଗାଁକୁ ଯିବା ସମୟରେ ଏକ ପୋଲ ନିକଟରେ ୬ ଜଣ ଯୁବକ ବସିଥିଲେ । ସେମାନେ ଯୁବତୀମାନଙ୍କୁ ଟଣାଓଟରା!-->…
ଜଗତସିଂହପୁର ଗଣଦୁଷ୍କର୍ମ: କଟକରୁ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ
ଜଗତସିଂହପୁର: ଜଗତସିଂହପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । କଟକରୁ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ୍ । ଏବେ ବି ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛନ୍ତି । ଦ୍ବିତୀୟ ଅଭିଯୁକ୍ତକୁ ଗିରଫ ପାଇଁ ପୋଲିସ୍ ଚଢ଼ାଉ!-->…
ବନ୍ଧା ହେଲେ ଜମିଦାର DFO ବାବୁ, ୩ ଦିନ ଧରି ଭିଜିଲାନ୍ସ ପକ୍ଷରୁ ହୋଇଥିଲା ଚଢାଉ
କେନ୍ଦୁଝର: ବନ୍ଧା ହେଲେ ଜମିଦାର DFO ବାବୁ!। କେନ୍ଦୁଝର କେନ୍ଦୁଲିଫ୍ ଡିଭିଜିନ ଡିଏଫଓ ନିତ୍ୟାନନ୍ଦ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି । ଗତ ୩ ଦିନ ଧରି ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରଖିଥିଲା । ନିତ୍ୟାନନ୍ଦ ନାୟକଙ୍କର!-->…
ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଗଲେ ପୋଲିସ ଟିମ୍
ନିମାପଡା: ନିମାପଡା ଜିଲ୍ଲା ବଳଙ୍ଗାରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ନିଆଁ ଲଗଇ ପୋଡିଦେବା ମାମଲାରେ ସ୍ପେସିଆଲ ସ୍କ୍ବାଡ୍ର ୩ଟି ଟିମ ଓ ଗୁଇନ୍ଦା ବିଭାଗର ସ୍ୱତ୍ରନ୍ତ୍ର ଟିମ ତଦନ୍ତ କରୁଥିବାବେଳେ, ଏବେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ପହଞ୍ଚିଛନ୍ତି ।
୨୦ରୁ ଅଧିକ ସନ୍ଦେହ ଥିବା ବ୍ୟକ୍ତି!-->!-->!-->…
ପୁଣି ବ୍ରାହ୍ମଣୀ ନଦୀରେ ବୁଲିଲା କୁମ୍ଭୀର, ଖେଳ ପଡିଆରେ ବୁଲିଲା କୁମ୍ଭୀର
ପଟ୍ଟାମୁଣ୍ଡାଇ : ପୁଣି ବ୍ରାହ୍ମଣୀ ନଦୀରେ ବୁଲିଲା କୁମ୍ଭୀର। କେନ୍ଦ୍ରାପଡାର ବନ୍ୟା ଅଞ୍ଚଳରେ କୁମ୍ଭୀର ଆତଙ୍କ l ଆଜି ପୁଣି ଥରେ କୁମ୍ଭୀର ନଦୀକୂଳରେ ବୁଲୁଥିବା ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଞ୍ଚାୟତର ଜେନାପାଟଣା ଗାଁରେ ଏକ କୁମ୍ଭୀର ଦେଖିବାକୁ ମିଳିଛି ।!-->…
ଠକ ଏଜେଣ୍ଟ କଥାରେ ଫସିଗଲେ ନିଆଳିର ୪ ଯୁବକ;ମ୍ୟାମାରରୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି
ଭୁବନେଶ୍ବର:ଠକ ଏଜେଣ୍ଟ କଥାରେ ଫସିଗଲେ ଓଡିଆ ଯୁବକ । ନିଆଳିର ୪ଜଣ ଯୁବକଙ୍କୁ ହଙ୍ଗକଙ୍ଗ୍ର ଏକ ଫୁଡ୍ ପ୍ୟାକେଜିଂ କମ୍ପାନିରେ କାମ କରିବାକୁ କହି ଜଣେ ଏଜେଣ୍ଟ ନେଇଯାଇଥିଲେ।ଉକ୍ତ ଏଜେଣ୍ଟ ଅଧିକ ରୋଜଗାରର ଲୋଭ ଦେଖାଇ ସେମାନଙ୍କୁ ମ୍ୟାମାର୍ ଦେଶକୁ ନେଇ ସେମାନଙ୍କୁ ସାଇବର ଠକେଇ କାର୍ଯ୍ୟରେ!-->…
ଦ୍ଵିତୀୟ ଦିନରେ ଡିଏଫଓ ନିତ୍ୟାନନ୍ଦଙ୍କ ଘରେ ଚଢ଼ାଉ ଜାରି
କେଉଁଝର : ଦ୍ଵିତୀୟ ଦିନରେ ମଧ୍ୟ କେନ୍ଦୁଲିଫ ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଶାଗୁଆନ କାଠର ଘର କରଣା ସାମଗ୍ରୀର ଆକଳନ କରୁଛି ଭିଜିଲାନ୍ସ ଫରେଷ୍ଟ ୱିଙ୍ଗ। ଅନୁଗୁଳ ଚଢ଼ାଉ ପରେ ନିତ୍ୟାନନ୍ଦ ନାୟକଙ୍କୁ କେଉଁଝର ନେଇଛି ଭିଜିଲାନ୍ସ। ସେଠାରେ!-->…