Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟ ମାଟ୍ରିକ ସେଣ୍ଟରକୁ ନେଇ ଅବିଭାବକଙ୍କ ମହଲରେ ସନ୍ଦେହ…
ମାଲକାନଗିରି :ସାରା ରାଜ୍ୟରେ କାଲିଠାରୁ ମାଟ୍ରିକ ପରୀକ୍ଷା ହେବାକୁ ଯାଉଛି। ଜିଲ୍ଲା ର ୮ ହଜାରରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।ଏହି ତାରତମ୍ୟରେ ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଅବିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ବାଲିମେଳା!-->…
କନ୍ଧମାଳର ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକଙ୍କ ପରଲୋକ : ସମଗ୍ର ଅଞ୍ଚଳରେ ଶୋକର ଛାୟା
କନ୍ଧମାଳ, ତା, ୧୯/୦୨: କନ୍ଧମାଳ ଜିଲ୍ଲା ଫୁଲବାଣୀ ର ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଗତ କିଛି ଦିନ ଧରି ଅସୁସ୍ଥ ହୋଇ ବ୍ରହ୍ମପୁର ଠାରେ ଚିକିତ୍ସିତ ହେଉଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ଦୁଇ!-->…
ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ : ହଜାର ହଜାର ଭକ୍ତଙ୍କ ସମାଗମ
ବାଲିଗୁଡା, ତା, ୧୯/୦୨:: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମା' ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡାଙ୍କ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଶ୍ରୀ ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମିତିର!-->…
ଶିକ୍ଷା ନିକେତନର ୨୧ତମ ବାର୍ଷିକ ଉତ୍ସବ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷାନିକେତନର ୨୧ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ!-->…
ବିବାହ ଶୋଭାଯାତ୍ରାରେ ଆକ୍ରମଣ ଘଟଣା, ବାଇକ, କାତି ସହ ୪ଗିରଫ
ହିଞ୍ଜିଳିକାଟୁ ୧୯/୨ : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଶ୍ରଦ୍ଧାପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ବିବାହ ଶୋଭାଯାତ୍ରାରେ ଆକ୍ରମଣ ଘଟଣା ରେ ହିଞ୍ଜିଳିକାଟୁ ପୁଲିସ ଗୁରୁବାର ବାଇକ ଓ କାତି ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ସୂଚନା ପ୍ରକାରେ, ସୋମବାର ରାତିରେ!-->…
ଦୁଇ ବାଇକ ମୁହାଁମୁହିଁ, ଚାରି ଗୁରୁତର
ଚିତ୍ରକୋଣ୍ଡା : ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରି ଜଣ ଗୁରୁତର ଅବସ୍ଥାରେ ଚିତ୍ରକୋଣ୍ଡା ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଲାମ୍ବାସିଂ ଠାରେ ଉଭୟ ପଟୁ ଆସୁଥିବା ଦୁଇଟି ବାଇକ ମୁହାଁମୁହିଁ ଗୁରୁତର ଧକ୍କା!-->…
ମହିଳାଙ୍କ ବେକରୁ ସୁନାହାର ଓ ଚେନ୍ ଲୁଟ୍ ଘଟଣା, ୩ ଗିରଫ, ସୁନା ଚେନ ଜବତ
ହିଞ୍ଜିଳିକାଟୁ : ୧୪ ତାରିଖ ଅପରାହ୍ନରେ ଗୋଳନ୍ଥରା ଥାନା କନିଷିହାଟ ଗ୍ରାମର ରବି ଚୌଧୁରୀ ଓ ତାଙ୍କ ସ୍ତ୍ରୀ ରଞ୍ଜିତା ଚୌଧୁରୀ ମୋଟର ସାଇକେଲ ଯୋଗେ ହିଞ୍ଜିଳିକାଟୁ ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବାକୁ ଯାଉଥିଲେ। ହିଞ୍ଜିଳି ଥାନା ପୋଚିଲିମା- ସୋମପୁର ମଧ୍ୟବର୍ତ୍ତୀ!-->…
ସୀମା ଟପୁଛି ଅନ୍ଧବିଶ୍ୱାସ, କୁସଂସ୍କାର ବଞ୍ଚି ଥାଉଥାଉ ମା’ର ଶୁଦ୍ଧିକ୍ରିୟା
ଭାପୁର: ସୀମା ଟପିଛି କୁସଂସ୍କାର ଓ ଅନ୍ଧବିଶ୍ୱାସ। ଗାଁ ମୁଖିଆଙ୍କ ଚାପରେ ୮୧ ବର୍ଷର ବୃଦ୍ଧା ମା’ ବଞ୍ଚି ଥାଉଥାଉ ପୁଅ-ବୋହୂ ଶୁଦ୍ଧି ହୋଇଛନ୍ତି। ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଗାଁରେ ଭୋଜିଭାତ ମଧ୍ୟ ଦେଇଛନ୍ତି। ମାତ୍ର ମା’ଙ୍କର ରୋଗ ଭଲ ହେଉନଥିବା ଖବର ପାଇବା ପରେ!-->…
ଅଚ୍ୟୁତଙ୍କୁ ସୁରକ୍ଷା ଦେବାକୁ ଗୃହ ବନ୍ଦ କରୁଛନ୍ତି ବିରୋଧୀ
ଭୁବନେଶ୍ୱର,୧୯।୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଅଚ୍ୟୁତ ସାମନ୍ତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ବୁଧବାର ବିଧାନସଭାରେ ଏହା କହିଛନ୍ତି ଜୟନାରାୟଣ ମିଶ୍ର। KIIT ପ୍ରସଙ୍ଗକୁ ନେଇ ଓଡିଶା ସାରା ବିଶ୍ୱରେ ନିନ୍ଦିତ ହୋଇଥିବା ବେଳେ ଏହାକୁ ନେଇ ବିଧାନସଭାରେ!-->…
ଜେଲ ପରିସରରେ କଏଦୀମାନଙ୍କ ସଙ୍ଗମ ବୁଡ଼ !
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନ କରାଯାଇଛି। ଏହା ଜାନୁଆରି ୧୩ରୁ ଫେବୃଆରି ୨୬ ପର୍ଯ୍ୟନ୍ତ ଚାଲିବ। ଏହି ସଂଗମରେ ଏପର୍ଯ୍ୟନ୍ତ କୋଟି କୋଟି ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇ ସାରିଛନ୍ତି।ବିଶ୍ୱାସ ଏକ ବ୍ୟକ୍ତିଗତ ବିଷୟ । ତେଣୁ ପ୍ରତ୍ୟେକଙ୍କର ଏହାକୁ ପାଳନ କରିବାର!-->…