Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମହିଳାଙ୍କୁ ଟାଣି ନେଲା କୁମ୍ଭୀର, ମିଳୁନି ପତ୍ତା
କେନ୍ଦ୍ରାପଡା : ମହିଳାଙ୍କୁ ଟାଣିନେଲା କୁମ୍ଭୀର । ନିଖୋଜ ମହିଳା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ଦାମୋଦର ପାଟଣାର ଶୁଚିସ୍ମିତା ଦାସ । ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି । ଦୀର୍ଘ ସମୟ ଧରି ମହିଳା ନିଖୋଜ ରହିଥିବାରୁ!-->…
PMAY ତାଲିକାକୁ ନେଇ ତେଜିଲା ବିବାଦ, ଅଧିକାରୀଙ୍କୁ ତାଗିଦ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଭୁବନେଶ୍ୱର : ସରକାରୀ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ତାଗିଦ ବିବାଦ। କୃଷ୍ଣଚନ୍ଦ୍ର ପାତ୍ରଙ୍କ ବିରୋଧରେ ଅଭିଯୋଗ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଆଚରଣକୁ କେନ୍ଦ୍ର କରି ରାଜ୍ୟରେ ବିବାଦ!-->…
ବନ୍ୟା ସ୍ଥିତି ପରଖିଲେ ଜିଲ୍ଲାପାଳ, ୯ ପଞ୍ଚାୟତରେ ସ୍କୁଲ ଛୁଟି
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ୯ ପଂଚାୟତରେ ସ୍କୁଲ ଛୁଟି । ବନ୍ୟାକୁ ଦୃଷ୍ଟିରେ ରଖି ଆରଡ଼ି, ନାନ୍ଦପୁର, ସୁନ୍ଦରପୁର, ଓଳଗ, ମାଧପୁର, ଭୂଇଁବୃତୀ, ଖେରଙ୍ଗ, ନାଲଗୁଣ୍ଡା, ତେନ୍ତୁଳିଡ଼ିହି,ପଂଚାୟତରେ ସ୍କୁଲ ଛୁଟି କରାଯାଇଛି। ଗତକାଲି ଚାନ୍ଦବାଲି ବ୍ଳକର ବିଭିନ୍ନ!-->…
ଶ୍ରାବଣ ସୋମବାରରେ ମହାନଦୀରୁ ପାଣି ଉଠାଇବା ବେଳେ ବୁଡିଗଲା ପୁଅ, ଉଦ୍ଧାର କରିବାକୁ ଯାଇ ବାପା ମୃତ
ପାରାଦ୍ବୀପ: ଶ୍ରାବଣ ସୋମବାର ପାଇଁ ପାଣି ଭାର ନେଇ ଯିବା ନିମନ୍ତେ ମହାନଦୀକୁ ଯାଇଥିଲେ। ସେଠାରେ ହଠାତ୍ ନଦୀରେ ଗୋଡ଼ ଖସି ଭରାନଈକୁ ଭାସିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ବାପା ନଦୀଗର୍ଭରେ ହଜି ଯାଇଛନ୍ତି। ମୃତକ ଜଣକ ହେଲେ ପାରାଦ୍ୱୀପ ଲକ୍ ଥାନା ନିମିଢିହି ଗ୍ରାମର ଇଶ୍ଵର ବାରିକ।!-->…
ଲାଞ୍ଚ ନେବା ବେଳେ ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ କାବୁ କଲା ଭିଜିଲାନ୍ସ
ରାଉରକେଲା::ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସ୍ପେକ୍ଟର । ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ । ମୁକେଶ କୁମାର ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ।ସୁନ୍ଦରଗଡ-ରାଉରକେଲା ରାସ୍ତାର ବଡଗାଁ!-->…
ରାଜ୍ୟର ସମସ୍ତ ବିଦ୍ୟାଳୟରେ ବାଧ୍ୟତାମୂଳକ ସୁରକ୍ଷା ଅଡିଟ୍
ଭୁବନେଶ୍ୱର: ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ପ୍ରାଥମିକତା ଦେଇଛି ଶିକ୍ଷା ବିଭାଗ। ଶିକ୍ଷାନୁଷ୍ଠାନରେ ସୁରକ୍ଷା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଯେପରିକି ବାଧ୍ୟତାମୂଳକ ସୁରକ୍ଷା ଅଡିଟ୍, ‘ଶକ୍ତିଶ୍ରୀ’ ବ୍ୟବସ୍ଥା, ଏବଂ ଆଭ୍ୟନ୍ତରୀଣ ଅଭିଯୋଗ!-->…
ବେଆଇନ ନିଶା କାରବାର: ୪୫୩ ଇଞ୍ଜେକ୍ସନ୍ ଜବତ, ୪ ଗିରଫ
କୋରାପୁଟ : କୋରାପୁଟରେ ନିଶା ରାକେଟ୍ ର ନୂଆ ଠିକଣା। ୪୫୩ ନିଶା ଇଞ୍ଜେକ୍ସନ୍ ଜବତ, ୪ ଜଣ ଗିରଫ। ସେମିଳିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା। ଗେରୁଗୁଡ଼ା ସ୍ଥିତ ଭୈରବୀ ମନ୍ଦିର ନିକଟରେ ବେଆଇନ ଭାବେ ନିଶା ଇଞ୍ଜେକ୍ସନ୍ କାରବାର ଚାଲିଥିବା ସୂଚନା ପାଇ ଚଢ଼ାଉ କରିଥିଲା ପୋଲିସ।!-->…
ଆସୁଛନ୍ତି ରାଷ୍ଟ୍ରପତି, ଆକ୍ସନ୍ ମୋଡ୍ ରେ କମିଶନରେଟ୍ ପୋଲିସ
ଭୁବନେଶ୍ୱର :ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ଆକ୍ସନ୍ ମୋଡ୍ ରେ କମିଶନରେଟ୍ ପୋଲିସ। ଏୟାରପୋର୍ଟଠାରୁ ଆରମ୍ଭ ହୋଇଛି କାରକେଡ୍ ରିହର୍ସାଲ୍। ଅଗଷ୍ଟ ୩ରୁ ୫ ତାରିଖ ଯାଏଁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ଭୁବନେଶ୍ୱର ଓ କଟକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏୟାରପୋର୍ଟରୁ ରେଳ!-->…
୭,୪୩୬.୨୨ କୋଟିର ପ୍ୟାକେଜ୍ କୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ
ଭୁବନେଶ୍ୱର : ୭ ହଜାର ୪୩୬ କୋଟି ୨୨ ଲକ୍ଷର ଯୋଜନାକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ । ଜନଜାତି, ଚାଷୀ, ସିଚାଇ, ଆବାସ ଓ ସହର ବିକାଶକୁ ପ୍ରାଥମିକତା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଜନଜାତି କଲ୍ୟାଣ, ସିଚାଇ!-->…
ବ୍ରାହ୍ମଣୀରେ ଭାସିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର, ଜଣେ ନିଖୋଜ
ତାଳଚେର : ଭାସିଗଲେ ଦୁଇ ସାଙ୍ଗ । ଜଣେ ଉଦ୍ଧାର, ଜଣେ ନିଖୋଜ । ତାଳଚେର ବ୍ରାହ୍ମଣୀ ନଦୀରେ ଗାଧୋଉ ଥିବା ବେଳେ ଭାସିଗଲେ ଦୁଇ ସାଙ୍ଗ । ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଅନ୍ୟଜଣେ ଏବେବି ନିଖୋଜ ଅଛନ୍ତି । ତାଳଚେର କାକୁଡି ଗାଧୁଆ ତୁଠ କୁ ତାଳଚେର ଟାଉନର କିଛି ଯୁବକ!-->…