Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୁଅର ଶାବଳ ମାଡ଼ରେ ବାପାର ମୃତ୍ୟୁ
ବାସୁଦେବପୁର: ବୁଢ଼ା ବୟସରେ ମୋତେ ଏ କି ଯନ୍ତ୍ରଣା ଦେଲ ଭଗବାନ ? ମୁଁ ତ କିଛି ଭୁଲ କରି ନଥିଲି । ପୁଅ ଜନ୍ମ କରିଥିଲି । ପୁଅ ଜନ୍ମ କରିବା କଣ ପାପ ଥିଲା କି ମୋର ? ମୋତେ କାହିଁକି ଏ ମରଣ ଦେଲ । ଭାବିଥିଲି ବୁଢ଼ା ବୟସରେ ମୋ ପୁଅ ମୋର ଯତ୍ନ ନେବ କିନ୍ତୁ ମୋ ପୁଅ ହିଁ ମୋ ଜୀବନ!-->…
୨ ଦଶନ୍ଧିରେ ଓଡ଼ିଶାରେ ଜଙ୍ଗଲ ଜମି ୪ ହଜାର ବର୍ଗ କିମିରୁ ଅଧିକ ବୃଦ୍ଧି ପାଇଛି
ଭୁବନେଶ୍ୱର: ଗତ ୨୦ ବର୍ଷରେ ଓଡ଼ିଶାର ଜଙ୍ଗଲ ଜମିର ପରିମାଣ ଏବଂ ସେହି ସମୟ ମଧ୍ୟରେ ବିକାଶ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର ସମ୍ପର୍କରେ ଆଜି ବିଧାନସଭାରେ ବିଜେପି ବିଧାୟକ ଅମରେନ୍ଦ୍ର ଦାସ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତର ରଖି ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ!-->…
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା: ନେପାଳରେ ବିକ୍ଷୋଭ
ଭୁବନେଶ୍ଵର: କିଟ୍ ବିଶ୍ଵବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ମାମଲାକୁ ନେଇ ନେପାଳରେ ପ୍ରତିବାଦ କରାଯାଇଛି। କାଠମାଣ୍ଡୁରେ ନେପାଳି କଂଗ୍ରେସ ଛାତ୍ର ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ଆତ୍ମହତ୍ୟା କରିଥିବା ନେପାଳି ଛାତ୍ରୀଙ୍କୁ ନ୍ୟାୟ ଦାବି କରି ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛି।!-->…
୫ ବର୍ଷରେ ପଞ୍ଚାୟତିରାଜ ବିଭାଗରେ ବଡ଼ଧରଣର ଦୁର୍ନୀତି ହୋଇଛି: ପଞ୍ଚାୟତିରାଜ ମନ୍ତ୍ରୀ
ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷର ବିଧାନସଭାରେ ଚାଲିଛି ବଜେଟ ଅଧିବେଶନ। ଏହିସମୟରେ ମଙ୍ଗଳବାର ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ୫ ବର୍ଷରେ ପଞ୍ଚାୟତିରାଜ ବିଭାଗରେ ବଡ଼ଧରଣର ଦୁର୍ନୀତି ହୋଇଛି।
ସେ କହିଛନ୍ତି,!-->!-->!-->…
ମୋ ବିରୋଧରେ ଅଭିଯୋଗ ନାହିଁ, କାହିଁକି ଚଢାଉ ହେଲା: ଆଇଏଏସ୍ ବିଷ୍ଣୁପଦ ସେଠୀ
ଭୁବନେଶ୍ୱର: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ଚର୍ଚ୍ଚା ହେଉଛି। ସିବିଆଇ ରେଡ୍ ପ୍ରତିବାଦରେ ଇସ୍ତଫା ଦେଲେ IAS ବିଷ୍ଣୁପଦ ସେଠୀ। ମୁଖ୍ୟ ଶାସନ ସଚିବଙ୍କୁ ପଠାଇଲେ ଇସ୍ତଫା ପତ୍ର। ସେ ତାଙ୍କର ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଆଜି ସକାଳେ ମୋ ସ୍ତ୍ରୀ ଏବଂ ଝିଅ ଥିବା ବେଳେ ସିବିଆଇ!-->…
ଆସନ୍ତାକାଲି ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ
ପୁରୀ : ଆସନ୍ତାକାଲି ଫାଲଗୁନ କୃଷ୍ଣ ଷଷ୍ଠୀ ତିଥି । ଏହି ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ବିପହର ଧୂପ ସରିବା!-->…
ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍
ଭୁବନେଶ୍ଵର: ବଡ ଖବର । ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍ । ବିଷ୍ଣୁପଦଙ୍କ ଭୁବନେଶ୍ବରରେ ଥିବା ସରକାରୀ କ୍ବାର୍ଟର୍ସରେ ଚାଲିଛି ରେଡ୍ । ସକାଳ ୮ଟାରୁ ସିବିଆଇର ୮ ଜଣିଆ ଟିମ୍ ବିଷ୍ଣୁପଦ ସେଠୀଙ୍କ ବାସଭବନରେ ରେଡ୍ ଜାରି ରଖିଛନ୍ତି । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀରେ ହୋଇଥିବା!-->…
କିଟ୍ ଛାତ୍ରୀ ମୃତ୍ୟୁ ମାମଲା; ନେପାଳରୁ ଡାକିଆଣି ଦୁର୍ବ୍ୟବହାର କରୁଛି କଲେଜ୍ : ଛାତ୍ରୀଙ୍କ ବାପା
ଭୁବନେଶ୍ଵର: ସାରା ରାଜ୍ୟରେ ଏବେ ଚହଳ ପକାଇଛି କିଟ୍ରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା । ପରିବାର ଲୋକଙ୍କ ଉପସ୍ଥିତିରେ ଭୁବନେଶ୍ଵର ଏମ୍ସରେ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ହେଉଥିବା ବେଳେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମୃତ ଛାତ୍ରୀଙ୍କ ବାପା । ନେପାଳରୁ ଡାକିଆଣି ଛାତ୍ରଛାତ୍ରୀମାନଙ୍କୁ!-->…
ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ସମସ୍ତଙ୍କୁ ପ୍ରଭାବିତ କରୁଛି: ନବୀନ
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ବାରା ଆଜି ବିଧାନସଭାରେ ଉପସ୍ଥାପିତ ବଜେଟ୍କୁ ନେଇ ବିରୋଧୀ ଦଳ ପ୍ରତିକ୍ରିୟା ଦେଇଛି। ବିଜେଡି ସୁପ୍ରିମୋ ଏନେଇ କହିଛନ୍ତି ଡବଲ ଇଞ୍ଜିନ ସରକାର ବିପରୀତ ଦିଗରେ ଗତି କରୁଛି। ସେ କହିଛନ୍ତି, ରାଜ୍ୟର ବିଜେପି ସରକାର ଗତ ବଜେଟ୍ରେ ଆସିଥିବା ଅନୁଦାନରୁ ଅନେକ ଏ!-->…
ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ, ୧୬ ଟି ନୂଆ ଯୋଜନାର ବ୍ୟବସ୍ଥା
ଭୁବନେଶ୍ୱର : ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଥିବା ମୋହନ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଆଜି ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ବ୍ୟୟବରାଦ ଯେଭଳି ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏବଂ ସବୁ ବର୍ଗର ଲୋକଙ୍କ ପାଇଁ ଖର୍ଚ୍ଚ ହେବି ସେପରି ବ୍ୟବସ୍ଥା!-->…