Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୮ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି
ଭୁବନେଶ୍ବର : ରାଜ୍ୟର ୮ ଆଇପିଏସ୍ ଅଫିସରଙ୍କୁ ମିଳିଛି ପଦୋନ୍ନତି। ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ବରିଷ୍ଠ ଆଇପିଏସ୍ ଅଫିସର ଯତୀନ୍ଦ୍ର କୋୟଲ ଓ ପ୍ରତୀକ ମହାନ୍ତି। ୨୦୦୦ ବ୍ୟାଚ୍ ଆଇପିଏସ୍ ଅଫିସର ଯତୀନ୍ଦ୍ର କୋୟଲଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିପରି କେନ୍ଦ୍ରୀୟ!-->…
ମହିଳା କମିଶନ ପରି ପୁରୁଷ କମିଶନ ଜରୁରୀ – ବାବା ବଳିଆ
ଭୁବନେଶ୍ବର : ପୁଣି ଥରେ ଚର୍ଚ୍ଚାକୁ ଆସିଛି ପୁରୁଷ କମିଶନ ଦାବି। ଆଉ ଏହି ଦାବି ଦୋହରାଇଛନ୍ତି ଆଧ୍ୟାତ୍ମିକ ଗୁରୁ ତଥା ଜଣାଶୁଣା ପ୍ରବଚକ ବାବା ବଳିଆ। ସେ କହିଛନ୍ତି, ମହିଳା କମିଶନ ପରି ପୁରୁଷ କମିଶନ ଓ ପିତା-ମାତା କମିଶନ ଗଠନ ଆବଶ୍ୟକ। ବାବା ବଳିଆ କହିଛନ୍ତି, ମାଆ ହେଉଛନ୍ତି ଘରର!-->…
ବିଦାୟୀ ବର୍ଷରେ ଭିଜିଲାନ୍ସ ଜାଲରେ ୧୮୧ ବାବୁ, ୨୫ ଚାକିରିରୁ ବହିଷ୍କୃତ
ଭୁବନେଶ୍ବର : ବିଦାୟୀ ବର୍ଷରେ ୧୮୧ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କୁ ବାନ୍ଧିଛି ଭିଜିଲାନ୍ସ । କେବଳ ସରକାରୀ ବାବୁ ନୁହନ୍ତି ସେମାନଙ୍କ ସହଯୋଗୀଙ୍କୁ ବାନ୍ଧିବା ସହ ସେମାନଙ୍କ ନାଁରେ ରୁଜୁ ହୋଇଛି ୨ଶହରୁ ଅଧିକ ମାମଲା । ୧୮୧ ଜଣ ସରକାରୀ ଅଫିସରଙ୍କ ମଧ୍ୟରେ ୫୦ ଜଣ କ୍ଲାସ୍ ୱାନ୍!-->…
ଗଞ୍ଜାମ ଗସ୍ତରେ ନବୀନ ପଟ୍ଟନାୟକ, ନିଜ ନିର୍ବାଚନ ମଣ୍ଡଳୀରେ ସ୍ଥିତି ସମୀକ୍ଷା କଲେ
ହିଞ୍ଜିଳିକାଟୁ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଞ୍ଜାମ ଜିଲା ଗସ୍ତରେ ଆସି ନିଜ ନିର୍ବାଚନ ମଣ୍ଡଳୀ ଶେରଗଡ଼ ଓ ହିଞ୍ଜିଳିକାଟୁ ବ୍ଲକରେ ଅଦିନିଆ ବର୍ଷାରେ ଧାନଚାଷ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। ବିଶେଷକରି ଅମଳକ୍ଷମ ପାଚିଲା ଧାନ ଅଦିନିଆ!-->…
ନନ୍ଦନକାନନରେ ସିମ୍ପାଞ୍ଜି ‘ଜୁଲୁ’ର ମୃତ୍ୟୁ, ୧୯୯୪ରେ ସିଙ୍ଗାପୁରରୁ ଅଣାଯାଇଥିଲା
ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩୫ ବର୍ଷୀୟ ସିମ୍ପାଞ୍ଜି 'ଜୁଲୁ'ର ମୃତ୍ୟୁ। ସୋମବାର ସକାଳେ ଜୁଲୁରୁ ମୃତ୍ୟୁ ହୋଇଥିବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି। ଏହି ସିମ୍ପାଞ୍ଜିକୁ ୧୯୯୪ ମସିହା ମେ ୧୬ ତାରିଖରେ ସିଙ୍ଗାପୁର ଚିଡିଆଖାନାରୁ!-->…
ଜାନୁଆରୀ ୭ରୁ ଆରମ୍ଭ ହେବ ଶୁଲିଆ ଯାତ୍ରା, ବଳି ରୋକିବାକୁ ସଚେତନ କରିବ ପ୍ରଶାସନ
ବଲାଙ୍ଗୀର: ଜାନୁଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ବଲାଙ୍ଗୀର ପ୍ରସିଦ୍ଧ ଶୁଲିଆ ଯାତ୍ରା। ୩ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ପାଇଁ ସରିଛି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ। ଦେଓଗାଁ ବ୍ଲକ ଖଇରଗୁଡ଼ା ବଡ଼ଖଳା ଓ ସାନଖଳାରେ ହେବାକୁ ଯାଉଥିବା ଯାତ୍ରା କିପରି ସୁରୁଖୁରୁରେ ସରିବ ସେନେଇ!-->…
ପି.କେ ମିଶ୍ରଙ୍କ ଝିଅ-ଜ୍ୱାଇଁ କହି ଠକୁଥିଲେ ହଂସିକା ଓ ଅନୀଲ୍
ଭୁବନେଶ୍ବର : ଠକେଇର ସବୁ ସୀମା ପାର୍ କରିଦେଲେ। ଠକେଇ କଲେ କଲେ ଶେଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କୁ ଛାଡ଼ିଲେନି। ତାଙ୍କ ଝିଅ-ଜ୍ୱାଇଁର କହି ଠକୁଥିଲେ ଦୁଇ ଠକ। ତାହା ପୁଣି ରାଜ୍ୟ ରାଜଧାନୀ ଭୁବନେଶ୍ୱର ଛାତି ଉପରେ। ଏନେଇ ଏକାଧିକ ଅଭିଯୋଗ ହେବା ପରେ ଦୁଇ ଅଭିଯୁକ୍ତ!-->…
ଜିନ୍ନତ ଏବେ ପୂରା ଫିଟ୍, ଖୁବ ଶୀଘ୍ର ଫେରିବ ଓଡ଼ିଶା
ଭୁବନେଶ୍ବର : ବହୁ ଦିନର ଲୁଚକାଳି ଖେଳ ପରେ ଗତକାଲି ଟ୍ରାଙ୍କୁଲାଇଜ୍ ହୋଇଛି ବାଘୁଣୀ ‘ଜିନ୍ନତ’ । ଏବେ ପଶ୍ଚିମବଙ୍ଗ ଆଲିପୁର ଚିଡ଼ିଆଖାନାରେ ଥିବା ଜିନ୍ନତ ପୂରାପୂରି ସୁସ୍ଥ ଅଛି ଓ ଖୁବ ଶୀଘ୍ର ଓଡ଼ିଶା ଫେରିବ । ଆଜି ଏ ନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର!-->…
ଫେବୃଆରୀରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ
ଭୁବନେଶ୍ବର : ଫେବୃଆରୀରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମଧ୍ୟ ହେବ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ। ଡବଲ ଇଞ୍ଜିନ ସରକାରର ଲାଭ ପାଇବେ ରାଜ୍ୟବାସୀ। ଏନେଇ ବିଭାଗୀୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। କେନ୍ଦ୍ରୀୟ ଟିମ୍ ମଧ୍ୟ ଏନେଇ ଓଡ଼ିଶା ଆସି ଅନୁଧ୍ୟାନ କରି ସାରିଛି।!-->…
ଜାନୁୟାରୀ ୩ରୁ ଭୁବନେଶ୍ୱରରୁ ଆଉ ୫ ସହରକୁ ସିଧାସଳଖ ବିମାନ ସେବା
ଭୁବନେଶ୍ବର : ନୂଆବର୍ଷରୁ ଓଡ଼ିଶାର ଦୁଇ ପ୍ରମୁଖ ବିମାନ ବନ୍ଦର ଭୁବନେଶ୍ୱର ଓ ଝାରସୁଗୁଡ଼ାରୁ ମିଳିବ ଅଧିକ ସହରକୁ ସିଧାସଳଖ ବିମାନସେବା । ଜାନୁୟାରୀ ୧ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଅଧିକ ୪ଟି ସହରକୁ ଆଉ ଜାନୁୟାରୀ ୩ରୁ ଭୁବନେଶ୍ୱର ବିମାନ ବନ୍ଦରରୁ ଆଉ ୫ଟି ସହରକୁ ସିଧାସଳଖ ବିମାନ ସେବା!-->…