Browsing Category

ଓଡିଶା

ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର: ଆଉ ନାହାନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି । ଆଜି ସକାଳୁ ସକାଳୁ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା । ତେବେ ବିଜୟ ମହାନ୍ତି ଆଜି ସକାଳୁ ହଠାତ୍ ଅସୁସ୍ଥ ହୋଇଯିବାରୁ ତାଙ୍କ ସଂପର୍କୀୟ

ମହଙ୍ଗା ପଡ଼ିଲା ରସିକିଆ ପ୍ରାଧ୍ୟାପକଙ୍କ ପ୍ରେମ ନିବେଦନ, ଚାକିରିରୁ ନିଲମ୍ବିତ

ପଦ୍ମପୁର : ମହଙ୍ଗା ପଡ଼ିଲା ରସିକିଆ ପ୍ରାଧ୍ୟାପକଙ୍କ ପ୍ରେମ ନିବେଦନ । ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଚାକିରିରୁ ନିଲମ୍ବିତ ହେଲେ ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁ । ଛାତ୍ରୀଙ୍କୁ ଗାର୍ଲଫ୍ରେଣ୍ଡ ଭାବେ ସମ୍ବୋଧନର ହ୍ବାଟସଅପ ଚାର୍ଟିଂ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି

ଜାନୁଆରୀ ୧୮ରୁ ଆରମ୍ଭ ହେବ ବିଦେଶୀ ପକ୍ଷୀ ଗଣନା

ଭୁବନେଶ୍ଵର: ଜାନୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଦେଶୀ ପକ୍ଷୀ ଗଣନା । ପ୍ରଥମେ ହୀରାକୁଦ ଡ୍ୟାମରୁ ଆରମ୍ଭ ହେବ ପକ୍ଷୀ ଗଣନା । ଚଳିତ ବର୍ଷ ଅକ୍ଟୋବର ମାସରୁ ବିଦେଶୀ ପକ୍ଷୀ ହୀରାକୁଦ ଡ୍ୟାମକୁ ଆସୁଛନ୍ତି । ଯେଉଁମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ । ଏନେଇ ସୂଚନା

ଜାହାଜରୁ ୨୨୦ କୋଟି କୋକେନ ଜବତ ଘଟଣା, ପ୍ରାୟ ବର୍ଷେ ପରେ ସ୍ବଦେଶ ଫେରିବେ ଏମ୍ ଭି ଦେବୀ ସଦସ୍ୟ

ପାରାଦୀପ: ପ୍ରାୟ ବର୍ଷେ ପରେ ସ୍ବଦେଶ ଫେରିବେ ଏମ୍ ଭି ଦେବୀ ସଦସ୍ୟ । ପାରାଦୀପ ବନ୍ଦରର ପିଆଇସିଟି ବର୍ଥରୁ ୨୨୦ କୋଟି ଟଙ୍କାର କୋକେନ ଜବତ ଘଟଣାରେ ଭିଏତନାମା ଫେରିବେ ଗିରଫ ଜାହାଜ ଏମ୍ ଭି ଦେବୀର କ୍ରିଉ ମେମ୍ବର । ଜାହାଜରେ ଅଛନ୍ତି ୨୧ଜଣ ଭିଏତନାମା ନାଗରିକ । ପ୍ରଥମେ ୧୧ଜଣ ସଦ୍ୟ

ପହିଲାରୁ ଶ୍ରୀମନ୍ଦିରରେ ଧାଡିରେ ଜଗା ଦର୍ଶନ କରିବେ ଭକ୍ତ

ପୁରୀ: ସରିଲାଣି ପ୍ରାୟ ସମସ୍ତ ପ୍ରସ୍ତୁତି । ନୂଆବର୍ଷ ପହିଲାରୁ ଧାଡିରେ ଶୃଙ୍ଖଳିତ ଭାବେ ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ । ଆସନ୍ତା ୨୮ ତାରିଖ ଭିତରେ ସମସ୍ତ ପରିବର୍ତ୍ତନ ବ୍ୟବସ୍ଥା ସରିବା ବେଳେ ଏହାପରେ ଟ୍ରାଏଲ ଧାଡି ଦର୍ଶନ ହେବ । ପରେ ଜାନୁଆରୀ ୧ରୁ ଆରମ୍ଭ ହେବ ଧାଡି ଦର୍ଶନ । ଏନେଇ

ଥରିବ ଓଡିଶା, ୬ ଜିଲ୍ଲାକୁ ଘନ କୁହୁଡି ଚେତାବନୀ

ଭୁବନେଶ୍ବର: ବେଶ୍ ଦୁଇ ଦିନର ଲଗାଣ ବର୍ଷା ପରେ ଆଜି କିଛି କିଛି ସ୍ଥାନରେ ପାଗ ସ୍ବାଭାବିକ ଦେଖିବାକୁ ମିଳିଛି । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆଜିଠୁ ବର୍ଷା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିସହିତ ରାଜ୍ୟରେ ଶୀତର ପ୍ରକୋପ ବଢିବ ।

ଦଳିଦେଲା ଦନ୍ତା, ରେଞ୍ଜରଙ୍କୁ ଛେଚିଲେ ଉତ୍ତ୍ୟକ୍ତ ଲୋକ

ବଣାଇ: ଦଳିଦେଲା ଦନ୍ତା । ରେଞ୍ଜରଙ୍କୁ ଛେଚିଲେ ଉତ୍ତ୍ୟକ୍ତ ଲୋକ । ବଣାଇ ସରକାରୀ ବାସଭବନକୁ ଘେରିଲେ ଲୋକେ । ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜର ଜକେଇକେଲା ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ । ଶୌଚ ପାଇଁ ଯାଉଥିବା ବେଳେ ଦନ୍ତା ହାବୁଡ଼ାରେ ପଡିଯାଇଥିଲେ । ଦନ୍ତା ଘର ଦୁଆର ମୁହଁରେ

ମାରାଥନ ଚାଲିଥିବାବେଳେ ଯୁବକଙ୍କୁ ଗୁଳିମାଡ଼

ରାଉରକେଲା: ମାରାଥନ୍ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗୁଳିମାଡ଼। ସେକ୍ଟର ୩ ଥାନା ସେକ୍ଟର ୨ ଛକରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଯୁବକଙ୍କ ପିଠିରେ ବାଜିଛି ଗୁଳି। କିଏ ଓ କାହିଁକି ଗୁଳି କଲେ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଯୁବକଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି।

ଡକାୟତି ଘଟଣାରେ ୭ ଗ୍ୟାଙ୍ଗ ଗିରଫ: ଲୁଟ୍ ରେ ବ୍ୟବହୃତ ହୋଇଥିବା ବନ୍ଧୁକ, କଟୁରି, ବାଇକ ଜବତ

ଆଳି: ଡକାୟତି ଘଟଣାରେ ୭ ଗ୍ୟାଙ୍ଗ ଗିରଫ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଅଙ୍ଗରଖ ଗାଁର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ୭ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ସୁନା ଗହଣା, ନଗଦଟଙ୍କା,ଜବତ କରିଛି ଆଳି ପୋଲିସ । ଲୁଟ୍ ରେ ବ୍ୟବହୃତ ହୋଇଥିବା ବନ୍ଧୁକ,

ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ୨ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍

ପୁରୀ: ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ଦୁଇ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ । ମୁଖ ପଖାଳ ସେବକ ମଦନ ମୋହନ ଖୁଣ୍ଟିଆ ଏବଂ ବିଶ୍ବନାଥ ଖୁଣ୍ଟିଆଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଶ୍ରୀମନ୍ଦିର ଆଇନ୍ ୨୧-କ ଧାରା ଅନୁସାରେ ଉଭୟଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ