Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍
ଭୁବନେଶ୍ୱର : ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ବର ନୟାପଲ୍ଲୀସ୍ଥିତ ବାସଭବନରେ ରେଡ୍ ଚାଲିଛି। ଅନ୍ୟ ୩ଟି ସ୍ଥାନରେ ମଧ୍ୟ ଚାଲିଛି ଇଡି ରେଡ୍। କେଉଁ ପ୍ରସଙ୍ଗରେ ରେଡ୍ ହେଉଛି ଜଣାପଡ଼ିନାହିଁ। ରେଡ୍ ନେଇ ନିରଞ୍ଜନ!-->…
ଆସିକା ନରସିଂହ ବାଲି ଘାଟକୁ ଯିବାକୁ ବାବୁମନଙ୍କ ଏତେ ଭୟ କାହିଁକି…?
*ସରକାରୀ ନିୟମ କୁ ଗୁତାଧାରୀ ଙ୍କ ଫୁ..!! ବାବୁ ମାନେ ଜଣେ ଜଣେ କୁବେର...
କାହା ନିର୍ଦେଶ ଓ ଆଶୀର୍ବାଦ ରେ ଏହି ବାଲି ଘାଟ..??
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗମନା ଗମନ ର ମୁଖ୍ୟ ଛକ ଆସିକା, ଯାହାକି ବିଜୁପଟ୍ଟନାୟକ ଛକ ଏହି ଛକରେ ଧର୍ମକୁ ଆଖି ଠାର ଭଳି ପ୍ରଶାସନ ପକ୍ଷରୁ!-->!-->!-->!-->!-->!-->!-->…
ରାହୁଲ ଗାନ୍ଧିଙ୍କ ଆକ୍ରମଣକୁ ବିରୋଧ କରି ବିଜେପି ଓ ଅମିତ ଶାହଙ୍କ ବୟାନକୁ ନିନ୍ଦା କରି କଂଗ୍ରେସ ରାଜରାସ୍ତାରେ
ସଂସଦରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଦେଶର ରାଜଧାନୀ ନୂଆଦିଲ୍ଲୀରେ ହୋଇଛି ହଙ୍ଗାମା। ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି ସାଂସଦ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ନାଁରେ ଥାନାରେ ହୋଇଛି ଏତଲା। ଦେଶର ରାଜଧାନୀରେ ହୋଇଥିବା ହଙ୍ଗାମାକୁ!-->…
ଟ୍ୟାଙ୍କ ଫିଲ୍ଡ ଫାଇରିଙ୍ଗ ଅଭ୍ୟାସ ବେଳେ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ୍
କୋରାପୁଟ: ଟ୍ୟାଙ୍କ ଫିଲ୍ଡ ଫାଇରିଙ୍ଗ ଅଭ୍ୟାସ ବେଳେ ବିସ୍ଫୋରଣରେ ଜଣେ ଓଡ଼ିଆ ଯବାନ ସହିଦ୍ ହୋଇଛନ୍ତି। ଯବାନ ଜଣକ ହେଲେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ବଡାଗୁଡା ଗ୍ରାମର ଈଶ୍ଵର ତଲିଆ। ସେ ୨୦୧୧ ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ସମ୍ପ୍ରତି ଯବାନ ଈଶ୍ୱର ଜମ୍ମୁରେ!-->…
ବଙ୍ଗୋପସାଗରରେ ଲଘୁଚାପ, ଆଜିଠୁ ୨୨ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
୨୨ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଆଜି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,!-->…
ରାହୁଲଙ୍କ ଦାୟିତ୍ବହୀନ ଆଚରଣ ନିନ୍ଦନୀୟ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମଡିଆ ଏକ୍ସରେ କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଦାୟିତ୍ବହୀନ ତଥା ଆପତ୍ତିଜନକ ଆଚରଣକୁ ମୁଁ ଦୃଢ଼ ନିନ୍ଦା କରୁଛି।
ରାହୁଲଙ୍କର ଏଭଳି ଆଚରଣ ଯୋଗୁ ଆମ ଦଳର!-->!-->!-->…
ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ବ୍ୟବସ୍ଥା, ଆନନ୍ଦବଜାରରେ ନୂଆ ଡ୍ରେସକୋର୍ଡ
ପୁରୀ: ନୂଆବର୍ଷ ଠାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ହେବ ନୂଆ ବ୍ୟବସ୍ଥା । ନୂଆବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି, ସ୍ବତନ୍ତ୍ର ବାରିକେଡ୍ ଯୋଗେ ନୂଆବର୍ଷରୁ ଶ୍ରୀଜିଉଙ୍କ!-->…
ଜାନୁଆରୀ ୧୮ରେ ପକ୍ଷୀ ଗଣନା, ଏଥର ଫ୍ଲେମିଙ୍ଗୋର ଗୋଡରେ ଲଗାଯିବ ସାଟେଲାଇଟ ଟ୍ରାକିଙ୍ଗ ରିଙ୍ଗ
ଜାନୁଆରୀ ୧୮ରେ ପକ୍ଷୀ ଗଣନା । ୧୬ରୁ ଆରମ୍ଭ ହେବ ପକ୍ଷୀ ଗଣନା ପ୍ରକ୍ରିୟା । ଚଳିତ ବର୍ଷ ସାରା ରାଜ୍ୟରେ ଗୋଟିଏ ଦିନରେ ହିଁ ପକ୍ଷୀ ଗଣନା କରାଯିବ । ଏଥର ଗଣନାରେ ଫ୍ଲେମିଙ୍ଗୋର ଟ୍ରାକିଂ କରାଯିବ । ସେଥିପାଇଁ ୧୦ଟି ଫ୍ଲେମିଙ୍ଗୋର ଗୋଡରେ ଲଗାଯିବ ସାଟେଲାଇଟ!-->…
ରାହୁଲଙ୍କ ଆଚରଣ ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ: ବୈଜୟନ୍ତ ପଣ୍ଡା
ଭୁବନେଶ୍ବର: ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ଘଟଣାକୁ ନେଇ ବିଜେପିର କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ସୋସିଆଲ ମଡିଆ ଏକ୍ସରେ କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଦାୟିତ୍ବହୀନ ତଥା ଅହଂକାରୀ ଆଚରଣକୁ ମୁଁ ଦୃଢ଼ ନିନ୍ଦା କରୁଛି।
ବିରୋଧୀଦଳର ନେତାଙ୍କ!-->!-->!-->…
ଶିମିଳିପାଳ ସୁରକ୍ଷା ଦାୟିତ୍ବରେ ୧୩୧ ଜଣିଆ ଆର୍ମଡ ପୋଲିସ ରିଜର୍ଭ ଫୋର୍ସ
ଶିମିଳିପାଳ : ସରକାରଙ୍କୁ ଶିମିଳିପାଳ ଚିନ୍ତା । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ନେଇ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖିଲେ ଗୃହ ସଚିବ ସତ୍ୟବ୍ରତ ସାହୁ । ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଗଠନ ହେବ ନୂଆ ଫୋର୍ସ। ଗୋଟିଏ କମ୍ପାନୀ ଆର୍ମଡ ପୋଲିସ!-->…