Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମାଆ ଲକ୍ଷ୍ମୀଙ୍କ କ୍ଷୁଣ୍ଣ ମୂର୍ତ୍ତି ବଦଳରେ ସ୍ବର୍ଣ୍ଣ ମୂର୍ତ୍ତି ପୂଜା ସ୍ଥଳରେ ରଖିବାକୁ ଦାବି କଲେ ସେବାୟତ
କୋଟି କୋଟି ଓଡ଼ିଆ ଲୋକଙ୍କ ମଉଡ଼ମଣି ଶ୍ରୀ ଜଗନ୍ନାଥଙ୍କ ଘରଣୀ ମା’ ମହାଲକ୍ଷ୍ମୀ ଏବେ ଶ୍ରୀମନ୍ଦିର ଭିତରେ କ୍ଷୁଣ୍ଣ ଅବସ୍ଥାରେ ପୂଜା ପାଉଛନ୍ତି । ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାର ସତ୍ୟତାକୁ ଆହୁରି ଦୃଢ କରିଛି ଖୋଦ ସେବାୟତଙ୍କ ପ୍ରତିକ୍ରିୟା । ସେପଟେ ଭିତର ରତ୍ନଭଣ୍ଡାରରେ ମା!-->…
ଖଣ୍ଡପଡାରେ ହେବ ପଠାଣି ସାମନ୍ତ ପ୍ଲାନେଟାରିୟମ୍
ଭୁବନେଶ୍ବର: ଭୁବନେଶ୍ବର ଭଳି ନୟାଗଡ଼ ଖଣ୍ଡପଡ଼ାରେ ହେବ ପ୍ଲାନେଟାରିୟମ । ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ାରେ ପ୍ଲାନେଟାରିୟମ ନିର୍ମାଣ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀ ଏହି!-->…
ସରକାରୀ ଚାକିରି ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଛୀ କହିଛନ୍ତି, ଆଜି ଆମ ସମସ୍ତଙ୍କ ପାଇଁ ଖୁସିର ଦିନ। ନିଯୁକ୍ତି ସମାହାର ଆୟୋଜନ କରାଯାଇଛି। ଏହି ଅବସରରେ ମଞ୍ଚରେ ଉପସ୍ଥିତ ଥିବା ସରକାରଙ୍କ ମନ୍ତ୍ରୀ ଓ ସଚିବଙ୍କ ସମେତ ନବ ନିଯୁକ୍ତ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଉଛି।
!-->!-->!-->…
୩୭୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୭୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଲୋକସେବା ଭବନରେ ବିଭିନ୍ନ ବିଭାଗରେ ନୂଆ କରି ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।
ସେମାନଙ୍କ ମଧ୍ୟରେ ୮୫ ଜଣ ହୋମିଓପାଥିକ ମେଡିକାଲ ଅଫିସର ଥିବା!-->!-->!-->…
ଶୀତରେ ଥରୁଛି ସମଗ୍ର ଓଡିଶା; ୫ ଡିଗ୍ରୀ ସହ ରେକର୍ଡ ଭାଙ୍ଗିଲା ଶିମିଳିପାଳ
ମୟୂରଭଞ୍ଜ: ରାଜ୍ୟରେ ଏବେ ଶୀତର ଲହରୀ ଜାରି ରହିଛି । ପ୍ରବଳ ଜାଡରେ ଥରୁଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ । ଅଭୟାରଣ୍ୟର ଚହଲା ଏବଂ ଉପର ବାରାକାମୁଡାରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଫଳରେ ଏହାର ଆଖପାଖ ଅଞ୍ଚଳ ଠାକୁରମୁଣ୍ଡା, କରଞ୍ଜିଆ,!-->…
ବିଜେଡି ସାଂସଦ ମୁନ୍ନା ଖାଁଙ୍କ ନାଁରେ ଏଫ୍ଆଇଆର୍
ଲୋକପ୍ରିୟ ପ୍ରାର୍ଥନା ‘ଆହେ ଦୟା ମୟ ବିଶ୍ୱବିହାରୀ’ର କଦର୍ଥ ବାଖ୍ୟା କରିବା ତଥା ଏହାର ରଚୟିତା ରାମକୃଷ୍ଣ ନନ୍ଦଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ ନାଁରେ ଥାନାରେ ଏତଲା ହୋଇଛି। କଟକ ଜିଲ୍ଲା ଓଲଟପୁର ଥାନାରେ ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ!-->…
୧୭ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ: ରାତି ୨ଟାରୁ ଦ୍ୱାର ଫିଟା, ଦିନ ୧୨ଟା ୩୦ ପରେ କାମ ଆରମ୍ଭ
ପୁରୀ : ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ପ୍ରଥମେ ଆରମ୍ଭ ହେବ ଭିତର ରତ୍ନଭଣ୍ଡାର କାମ । ପରେ ମରାମତି ହେବ ବାହାର ରତ୍ନଭଣ୍ଡାର । SOP ଅନୁସାରେ ମରାମତି କାର୍ଯ୍ୟ ଚାଲିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ନୀତିନିର୍ଘଣ୍ଟ ଅନୁସାରେ ରାତି ୨ଟାରୁ!-->…
ପ୍ରଥମ ଥର ପାଇଁ ସାନ୍ତାଳୀ ଭାଷାରେ ସମାଚାର ପଢିଲା ଦୂରଦର୍ଶନ
ଭୁବନେଶ୍ବର: ରାଷ୍ଟ୍ରପତିଙ୍କ ଅନୁରୋଧ ରକ୍ଷା କଲା ଦୂରଦର୍ଶନ । ପ୍ରଥମ ଥର ପାଇଁ ସାନ୍ତାଳୀ ଭାଷାରେ ପ୍ରସାରଣ କଲା ସମାଚାର । ଦୂରଦର୍ଶନ ତଥା ଡିଡି ଓଡିଆ ଟେଲିଭିଜନ ଚ୍ୟାନେଲରେ ପ୍ରଥମ ଥର ପାଇଁ ଗୁରୁବାର ସାନ୍ତାଳୀ ଭାଷାରେ ସମାଚାର ସମ୍ପାଦାନ କରିଛି । ଯାହା ପ୍ରସାରିତ ହେବା ପରେ ଏହାକୁ!-->…
ଆର୍ଜିଏଚ୍କୁ ମିଳୁ ଜିଲ୍ଲା ଡାକ୍ତରଖାନା ମାନ୍ୟତା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ
ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)କୁ ଜିଲ୍ଲା ଡାକ୍ତରଖାନାର ମାନ୍ୟତାଦେବାକୁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନି।
ପଡୋଶୀ ଛତିଶଗଡ, ବିହାର ଓ ଝାଡ଼ଖଣ୍ଡ ଆଦି ରାଜ୍ୟର ଶହ ଶହ ରୋଗୀ ଆର୍ଜିଏଚ୍ ଉପରେ ନିର୍ଭର!-->!-->!-->…
ଆସନ୍ତା ସୋମବାର ଅଭିଯୋଗ ଣୁଣିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଦୀର୍ଘ ଦିନର ବିରତି ପରେ ପୁଣି ଏଇ ସୋମବାର ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପ୍ରକୋଷ୍ଠ ଦ୍ବାର । ଆସନ୍ତା ୧୬ ତାରିଖ ସେମାବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣି କାର୍ଯ୍ୟକ୍ରମ ହେବ । ଏନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗବିଭାଗ ତରଫରୁ ବିଜ୍ଞପ୍ତି ଜାରି!-->…