Browsing Category

ଓଡିଶା

ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା: ସ୍ୱାମୀ ସହ ୪ ଅଟକ

ସୁନ୍ଦରଗଡ଼: ବଣାଇରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ଆସିଲା ବଡ଼ ଅପଡେଟ୍। ଗର୍ଭବତୀଙ୍କ ସ୍ବାମୀଙ୍କୁ ଅଟକ ରଖିଲା ପୋଲିସ୍। ହତ୍ୟା ମାମଲାରେ ସଂପୃକ୍ତି ସନ୍ଦେହରେ ସ୍ବାମୀଙ୍କ ସହ ଜଣେ ପୋଲିସ କର୍ମଚାରୀ ଏବଂ ଗାଁର ୨ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ। ଯୋଜନା କରି ଗର୍ଭବତୀଙ୍କୁ

ଫେରିଲା ମିଳିମିଳା: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପାତିଗୁଡା ଗାଁ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ମିଳିମିଳା ବ୍ୟାପିଥିବା ଖବର ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଏହାର ଅନୁଧ୍ୟାନ କରିଛନ୍ତି । ୩୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସମସ୍ତଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ରହିଛି। ହେଲେ ୫ ଜଣ ଏବେ ବି ମିଳିମିଳାରେ

ଜିନ୍ନତ୍ ପାଇଁ ଝାରଖଣ୍ଡରେ ହାଇଆଲର୍ଟ: ୧୬୩ ଧାରା ଜାରି

ଭୁବନେଶ୍ବର: ଓଡିଶା ଛାଡି ଏବେ ଝାଡଖଣ୍ଡ ଜଙ୍ଗଲରେ ବୁଲୁଛି ବାଘୁଣୀ ଜିନ୍ନତ୍ । ଶିମିଳିପାଳ ଅଭୟାରଣ୍ୟ ଛାଡି ପଳାଇଥିବା ବାଘୁଣୀ ଜିନ୍ନତ୍ ଏବେ ଝାଡଖଣ୍ଡବାସୀଙ୍କ ଚିନ୍ତା ବଢାଇଛି । ସେ ଝାଡ଼ଖଣ୍ଡର ଚାକୁଳିଆ ରେଞ୍ଜର ଭାଟକୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚିଆବାନ୍ଧିର ସିଧୋ-କନହୋ ଛକ ନିକଟରେ ଏକ

କଟକରେ ମହିଳାଙ୍କୁ ବୀଭତ୍ସ ହତ୍ୟା ପରେ ଫିଙ୍ଗିଦେଲେ

କଟକ :  କଟକରେ ବଡ଼ ଚାଞ୍ଚଲ୍ୟ । ମହିଳାଙ୍କୁ ମାରି ଫିଙ୍ଗିଦେଲେ । ପରମହଂସ କୋଚିଲାଇ ନିକଟ କାଠଯୋଡି ନଦୀ ପଠାରେ ମହିଳାଙ୍କୁ ବୀଭତ୍ସ ହତ୍ୟା କରାଯଇଛି । ମୃତ ମହିଳାଙ୍କ ମୁଁହ ଓ ବେକରେ ଗଭୀର କ୍ଷତ ଲାଗିଛି। ଘଟଣାସ୍ଥଳରେ ଛୋଟ ପିଲାର ଏକ ପୋଷାକ , ମାସ୍କ , ଗ୍ଲୋବସ ଓ ନଦୀ ଭିତରେ ଜଣେ

ଦୂତି ଚାନ୍ଦଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍

କଟକ: ଅଳ୍ପରେ ବର୍ତ୍ତିଗଲା ଦୌଡରାଣୀ ଦୂତୀ ଚାନ୍ଦଙ୍କ ଜୀବନ। ଦୂତୀ ଚାନ୍ଦଙ୍କ କାରକୁ ଧକ୍କା ଦେଲା ଟ୍ରକ। କଟକ ମଧୁପାଟଣା ଥାନା ନିକଟ ବ୍ରିଜ ତଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଓଭରଟେକ୍ ବେଳେ ଦୂତୀ ଚାନ୍ଦଙ୍କ କାରକୁ ଧକ୍କାଦେଲା ଟ୍ରକ୍। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା

ବ୍ରହ୍ମପୁର ସାଂସଦଙ୍କୁ ଭେଟିଲେ ୧୫ ସରପଞ୍ଚ: ବଦଳିପାରେ ରାଜନୈତିକ ସମୀକରଣ, ବିଜେଡି ଶିବିରରେ ହଟ୍ଟଚମଟ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ୧୫ଟି ପଞ୍ଚାୟତର ସରପଞ୍ଚ, ଜଣେ ସମିତି ସଭ୍ୟଙ୍କ ସମେତ ବିଜେଡିର ଆଗଧାଡିର କିଛି ନେତା ଭୁବନେଶ୍ବରରେ ବ୍ରହ୍ମପୁର ସାଂସଦ ଡ଼ ପ୍ରଦିପ କୁମାର ପାଣିଗ୍ରାହୀଙ୍କୁ ସାକ୍ଷାତ କରି ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିବା ଜଣାପଡିଛି। ହଠାତ

ବାସହୀନଙ୍କୁ ଜମି: ଏଣିକି ବିକ୍ରି-ଖର୍ଦ୍ଦି ମନା, ବିଜ୍ଞପ୍ତି ଜାରି, ଆପତ୍ତି-ଅଭିଯୋଗ ଲୋଡ଼ିଲେ ସରକାର

ଭୁବନେଶ୍ବର : ଏଣକି ରାଜ୍ୟରେ ବାସହୀନଙ୍କୁ ସରକାର ଦେଉଥିବା ଜମି ବିକ୍ରି-ଖର୍ଦ୍ଦି ହୋଇପାରିବ ନାହିଁ । କେବଳ ଉତ୍ତରାଧିକାରୀ ସୂତ୍ରରେ ଉପଯୋଗ କରିହେବ । ପୂର୍ବରୁ ବାସହୀନଙ୍କୁ ସର୍ବାଧିକ ୧୦ଡିସିମିଲ୍ ଜମି ଦେବାର ବ୍ୟବସ୍ଥା ଥିବାବେଳେ ଏଣିକି ସର୍ବାଧିକ ୪ ଡିସିମିଲ ଜମି ମିଳିବ । ଯଦି

ଜେଏନୟୁରେ ‘ଦି ସାବରମତି ରିପୋର୍ଟ’ ସ୍କ୍ରିନିଂ ବେଳେ ହଙ୍ଗାମା

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର 'ଦି ସାବରବତୀ ରିପୋର୍ଟ' ସ୍କ୍ରିନିଂକୁ ନେଇ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଅଶାନ୍ତି ଦେଖାଦେଇଛି। ଫିଲ୍ମର ସ୍କ୍ରିନିଂକୁ ବିରୋଧ କରି ଗୋଟିଏ ଗୋଷ୍ଠୀ ପୋଷ୍ଟର ଚିରିବା ସହ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ସେପଟେ ସବୁବେଳେ ଏବିଭିପି

ବିଜେଡି ସରକାର ୪ ବର୍ଷରେ ବିମାନ ଭଡ଼ା ବାବଦକୁ ଅଯଥା ଖର୍ଚ୍ଚ କରିଥିଲେ ୫ କୋଟି ୮୬ ଲକ୍ଷ ଟଙ୍କା

ଭୁବନେଶ୍ବର : ରାଜ୍ୟ ସରକାର ଚୁକ୍ତି କରି ବିମାନ ରଖିଲେ, ହେଲେ ବାହାରୁ ବିମାନ ଆଣିଲେ। ସିଏଜିର ଡ୍ରାଫ୍ଟ ରିପୋର୍ଟ ଖୋଲୁଛି ସରକାରୀ ଟଙ୍କାର ବ୍ୟାପକ ଅପବ୍ୟବହାରର କଳା ଫର୍ଦ୍ଦ। ବିଜେଡି ସରକାର ୪ ବର୍ଷରେ ଅଯଥା ଖର୍ଚ୍ଚ କରିଥିଲେ ୫ କୋଟି ୮୬ ଲକ୍ଷ ଟଙ୍କା।୨୦୨୧ରେ ଦିଲ୍ଲୀର ଏକ ସଂସ୍ଥାଠାରୁ

ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ

ଯାଜପୁର : ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ। ଅର୍ଥାତ ମାଆ ବିରଜା ମନ୍ଦିର ପାଖରେ ଚାଲିବ ହାଟ। ଆସନ୍ତା ରବିବାରଠାରୁ ପୁରୁଣା ସ୍ଥାନରେ ହାଟ ଚାଲିବାକୁ ନିଷ୍ପତ୍ତି ହୋଇଛି। ଆଜି ଏନେଇ ଘୋଷଣା କରିଛନ୍ତି ଯାଜପୁର ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ। ଏହି ଘୋଷଣା ପରେ ଚାଷୀଙ୍କ ମଧ୍ୟରେ ଖୁସିର