Browsing Category

ଓଡିଶା

ଆଳୁ ପାଇଁ ଖର୍ଚ୍ଚ ହୋଇଛି ୬୪ କୋଟି, ଖୋଲିବ ୫୮ ଟି ଶୀତଳ ଭଣ୍ଡାର

ଭୁବନେଶ୍ବର: ରବି ଋତୁରେ ଆଳୁ ଚାଷ ପାଇଁ ମୋଟ ୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୧୫ ହଜାର ୨୩ ହେକ୍ଟର ଜମି ଆଳୁ ଚାଷ କରିବା ପାଇଁ ଯୋଜନା କରାଯାଇଥିବା ବେଳେ ଆଳୁ ଗଚ୍ଛିତ ରଖିବା ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି ଆଜି ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ

ସ୍ତ୍ରୀର ସବୁ ସମ୍ପତ୍ତି ନେଇ ସ୍ୱାମୀ ଫେରାର, ପିଲାକୁ ଧରି ଥାନା ଦୁଆରେ ମହିଳା

ଭଦ୍ରକ : ଅନେକ ସୁନେଲି ସ୍ଵପ୍ନ ଦେଖାଇଥିଲେ । ଅନେକ ଆଶା ଦେଖାଇ ପ୍ରେମିକାରୁ ସ୍ତ୍ରୀ କରିଥିଲେ । ଘର ସଂସାର କରି ସାରା ଜୀବନ ସ୍ତ୍ରୀ ସହିତ ଖୁସିରେ ବିତାଇବେ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ସ୍ଵପ୍ନ ଅଧାରୁ ଅଟକିଗଲା । ସ୍ତ୍ରୀକୁ ଅଧାବାଟରେ ଧୋକା ଦେଇଛି ସ୍ଵାମୀ । କଥାରେ

ଏସସିବି ଚାକିରି ବିକ୍ରି ମାମଲା: ଆଉ ୨ ଜଣ ଗିରଫ

କଟକ: କଟକ ବଡ ମେଡିକାଲରେ ଚାକିରି ବିକ୍ରି ପ୍ରସଙ୍ଗରେ ଏବେ ଆଉ ଦୁଇ ଜଣ ଅଭିଯୁକ୍ତିଙ୍କୁ ବାନ୍ଧିଛି ପୋଲିସ୍ । ପୂର୍ବରୁ ୨ ଜଣ ଅଭିଯୁକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ପୁଣି ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିଛି ମଙ୍ଗଳାବାଗ ପୋଲିସ୍ । ଏଥିସହିତ ସହିତ ଗିରଫଦାରୀ ୪କୁ ପହଞ୍ଚିଛି ।

ବାରଙ୍ଗରେ ଚାଞ୍ଚଲ୍ୟ: ପୁଅ ଆଗରେ ବାପାଙ୍କୁ ହତ୍ୟା

କଟକ: ପୁଅ ଆଗରେ ବାପାଙ୍କୁ ହତ୍ୟା । ବୀଭତ୍ସ ଭାବେ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ । ମୃତକ କେନ୍ଦ୍ରାପଡା ପାଟଳିପଙ୍କ ଅଞ୍ଚଳର ତୋଫାନ ସାମଲ। ତୋଫାନ କଟକ ତ୍ରିଶୁଳିଆରେ ଏକ ଆପାର୍ଟମେଣ୍ଟରେ ଶ୍ରମିକ ଭାବେ କାମ କରୁଥିଲେ । ଗତକାଲି ରାତିରେ ୨୦ରୁ ଅଧିକ ଲୋକ ଆସି

ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ

ଭୁବନେଶ୍ବର: ଚଳିତ ମାସ ୧୭ ତାରିଖ ଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ। ଏହି ମରାମତି କାମ ସରିବା ପର୍ଯ୍ୟନ୍ତ ଦ୍ବିତୀୟ ଭୋଗ ମଣ୍ଡପ ପରଠାରୁ ଅର୍ଥାତ ଅପରାହ୍‌ଣ ୧ଟା ପରେ ସନ୍ଧ୍ୟା ୫/୬ଟା ଯାଏଁ ଜାରି ରହିବ। ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି ନେଇ ମଙ୍ଗଳବାର

ପ୍ରବାସୀ ଭାରତୀୟ ଦିବସ: ଯୋଗ ଦେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଥମ ଥର ପାଇଁ ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ନୂଆବର୍ଷ ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ, ୩ ଦିନ ଧରି ପ୍ରବାସୀ ଭାରତୀୟ ଅଷ୍ଟମ ସଂସ୍କରଣ ଆୟୋଜିତ ହେବାକୁ ଯାଇଛି । ଏଥିପାଇଁ ଆସନ୍ତା ବର୍ଷ ଜାନୁଆରୀ ୭ରୁ ୧୧ ତାରିଖ ଭିତରେ ଭୁବନେଶ୍ବରରେ ମୋଟ

କଟକ ସହରରେ ମଶାଙ୍କ ଉପଦ୍ରବ କମାଇବା ପାଇଁ ଡ୍ରୋନରେ କରାଯିବ ସ୍ପ୍ରେ

କଟକ : କଟକ ସହରରେ ମଶାଙ୍କ ଉପଦ୍ରବ କମାଇବା ପାଇଁ CMCର ପଦକ୍ଷେପ। CMC ପକ୍ଷରୁ ଡ୍ରୋନରେ କରାଯିବ ସ୍ପ୍ରେ। ମଶାଙ୍କ ବଂଶ ବୃଦ୍ଧି ରୋକିବା ପାଇଁ କରାଯିବ ଡ୍ରୋନ ସ୍ପ୍ରେ । ଯେଉଁଠି CMC କର୍ମଚାରୀ ସ୍ପ୍ରେ କରିପାରିବେନି ସେଠି ଡ୍ରୋନ ସ୍ପ୍ରେ କରାଯିବ । ସିଏମ୍ ସି ଅଧିକାରୀ ସତ୍ୟବ୍ରତ

ଭୁବନେଶ୍ବରରେ ନିର୍ମାଣ ହେବ ନୂଆ ସଡ଼କ, ଫ୍ଲାଇ ଓଭର ଏବଂ ରିଂ ରୋଡ

ଭୁବନେଶ୍ବର : ଭୁବନେଶ୍ବରରେ ନିର୍ମାଣ ହେବ ନୂଆ ସଡ଼କ, ଫ୍ଲାଇ ଓଭର ଏବଂ ରିଂ ରୋଡ । ସହରରେ ଜନସଂଖ୍ୟା ବଢୁଥିବାରୁ ଆବଶ୍ୟକତା ପୂରଣ ପାଇଁ ଗାଡ଼ି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁତ୍ବାରୋପ କରିଛନ୍ତି । ଏଥିପାଇଁ

କାନାଡାରୁ ଆସିଥିଲା ଧମକପୂର୍ଣ୍ଣ ମେଲ୍‌, ସ୍ପଷ୍ଟ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ବର: ସ୍ଥାନୀୟ ଲୋକସେବା ଭବନରେ ଗତମାସ ୨୯ ତାରିଖ ଠାରୁ ଡିସେମ୍ବର ୧ ତାରିଖ ଯାଏଁ ଆୟୋଜିତ ୩ଦିନିଆ ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକମାନଙ୍କର ୫୯ତମ ସର୍ବଭାରତୀୟ ସମ୍ମିଳନୀ ପୂର୍ବରୁ ଓ ସମ୍ମିଳନୀ ସମୟରେ ଧମକପୂର୍ଣ୍ଣ ମେଲ ଆସିଥିଲା। ଏହି ଧମକପୂର୍ଣ୍ଣ ମେଲ୍‌ କାନାଡା

ପଣ୍ୟ କାରବାରରେ ରେକର୍ଡ କଲା ପାରାଦ୍ୱୀପ ବନ୍ଦର

ପାରାଦୀପ: ପାରାଦୀପ ବନ୍ଦରରେ ରେକର୍ଡ ଭାଙ୍ଗିଲା ପଣ୍ୟ କାରବାର। ଦେଶର ସବୁ ବନ୍ଦର ମଧ୍ୟରେ ଦ୍ରୁତତମ ପଣ୍ୟ କାରବାର କରି ପୁଣି ରେକର୍ଡ କରିଛି ପାରାଦ୍ୱୀପ ବନ୍ଦର l ଲଗାତର ୮ ବର୍ଷ ଧରି ୧୦୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର ଅତିକ୍ରମ କଲା ପାରାଦ୍ଵୀପ ବନ୍ଦର । ତେବେ ଗତବର୍ଷ