Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଉପ ମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ମନ୍ତ୍ରୀଙ୍କ ସହିତ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆଲୋଚନା : ଖୁବ ଶୀଘ୍ର ବିଭିନ୍ନ…
ଭୁବନେଶ୍ୱର ୩/୧୨:ଗତକାଲି ଓ ଆଜି ଦୁଇଟି ପର୍ଯ୍ୟାୟରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ଙ୍କ ସଚିବାଳୟ ପ୍ରକୋଷ୍ଠ ରେ ଓ ଆଜି ବିଧାନସଭା ଅଫିସ ପ୍ରକୋଷ୍ଠ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସାକ୍ଷାତ ଆଲୋଚନା ହୋଇଥିଲା । ଏହି ପରିପେକ୍ଷିରେ ଉପ ମୁଖ୍ୟମନ୍ତ୍ରୀ!-->!-->!-->…
ନୌସେନା ଦିବସ ଦେଖିବାକୁ ବସରେ ପୁରୀ ଯିବେ ବିଧାୟକ, ଗୃହରେ ଘୋଷଣା କଲେ ବାଚସ୍ପତି
ଭୁବନେଶ୍ୱର : ବସରେ ନୌସେନା ଦିବସ ଦେଖିବାକୁ ପୁରୀ ଯିବେ ବିଧାୟକ | ସମସ୍ତ ବିଧାୟକ ଆସନ୍ତା ବୁଧବାର ଡ଼ିସେମ୍ବର 4 ତାରିଖରେ ନୌସେନା ଦିବସ ଦେଖିବାକୁ ପୁରୀ ଯିବା ପାଇଁ ଗୃହରେ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ | ମଧ୍ୟାହ୍ନ 12:30 ରେ ବିଧାନସଭା ପରିସରରେ ଲଞ୍ଚ କରି ବସରେ ଯିବେ!-->…
ଖୋଲିଲା ପୁଟସିଲ ଇକୋ ରିଟ୍ରଟ୍
ଜୟପୁର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲା । ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତର ପୁଟସିଲ ଓ ଫୁଲବନ୍ଧ ମଧ୍ୟରେ ଥିବା ପର୍ବତ ଗିର୍ଲିମାଳୀ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଓଡ଼ିଶା ସରକାର ଗତ କିଛି ବର୍ଷ ପୂର୍ବେ ଏହାକୁ ପର୍ଯ୍ୟଟନସ୍ଥଳୀର!-->…
ଘୁଷୁରିକୁ ଜିଅନ୍ତା ଖାଇବା ଘଟଣା: ଜଣେ ଗିରଫ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ର ରାଳବ ଗାଁରେ ନାଟକ ମଞ୍ଚ ଉପରେ ଘୁଷୁରିକୁ ଜିଅନ୍ତା ଖାଇବା ଘଟଣାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଖଲ୍ଲିକୋଟ ଅଞ୍ଚଳ ବିମ୍ବାଧର ଗୌଡ଼କୁ ଗିରଫ କରାଯାଇଛି। ନାଟକ ପାଇଁ ବିମ୍ବାଧର ଘୁଷୁରି ଯୋଗାଇଥିବା ଅଭିଯୋଗ ହୋଇଥିଲା। ବନବିଭାଗ!-->…
ଶଙ୍ଖ ଛାଡି ପଦ୍ମ ଧରିଲେ ରଘୁପତି ମହାନ୍ତି
ବଡମ୍ବା: ବଡମ୍ବାରେ ବିଜେଡି ଗଡକୁ ମିଳିଛି ବଡ ଝଟକା । ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ବଡମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି । ସକାଳୁ ସକାଳୁ ଶଙ୍ଖ ଦଳ ଛାଡିଥିଲେ ରଘୁପତି । ଆଉ ଘଣ୍ଟାଏ ନବିତୁଣୁ ନିଜର ପଟୁଆର ସହ ପଦ୍ମ ହାତରେ ହାତ ମିଶାଇଛନ୍ତି ।
ବଡ଼ମ୍ବା!-->!-->!-->…
୩ ବର୍ଷରେ ଲୁଟିନେଲେଣି ୧୨୫ କୋଟି ଟଙ୍କା
ଭୁବନେଶ୍ବର: ୩ ବର୍ଷରେ ଲୁଟିଲେଣି ୧୨୫ କୋଟି । ମାତ୍ର ୨ କୋଟି ୫୨ ଲକ୍ଷ ଟଙ୍କା ଫେରିପାଇଛନ୍ତି ଲୋକେ । ଏବେ ସାଇବର ଲୁଟେରାଙ୍କ ପାଦୁର୍ଭାବ ବଢିଥିବା ବେଳେ ଏନେଇ ଗୃହରେ କିଛି ଚମକାଇଲା ଭଳି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସାଇବର ସୁରକ୍ଷା ନେଇ ବିଜେଡି ବିଧାୟକ!-->!-->!-->…
୧୩ ହଜାର ୩୭୩ ପୁଲିସ ପଦବୀ ଖାଲି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ୧୩ ହଜାର ୩୭୩ ପୁଲିସ ପଦବୀ ଖାଲି ପଡ଼ିଛି। ଅଗ୍ନିଶମ ବିଭାଗରେ ପଦବୀ ମଧ୍ୟ ଖାଲି ରହିଛି। ସେହିପରି ହୋମଗାର୍ଡ ପଦବୀ ଖାଲି ପଡ଼ିଛି। ସୋମବାର ବିଧାନସଭାରେ ଗୃହ ବିଭାଗକୁ ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନ ନେଇ ମୁଖ୍ୟମନ୍ତ୍ରୀ ମୋହନ!-->…
ଛୁଟିରେ ଥିବା ୧୯୬ ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଏଣିକି ଛୁଟିରେ ଥିବା ଡାକ୍ତରଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ। ବର୍ତ୍ତମାନ ଆକ୍ସନ ମୋଡରେ ରାଜ୍ୟ ସରକାର। ୧୯୬ ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଦୀର୍ଘ ଦିନ ଛୁଟିରେ ଥିବାରୁ ଏହିସବୁ ଡାକ୍ତରଙ୍କୁ ବିରୋଧରେ!-->…
୫ ମାସରେ ୯୦ ସରକାରୀ ବାବୁଙ୍କ ବିରୋଧରେ ମାମଲା
ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ୫ ମାସ ମଧ୍ୟରେ ୯୦ ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି।
ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତରରେ!-->!-->!-->…
କାଲିଠୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଟ୍ରାଫିକ ନିର୍ଦ୍ଦେଶନାମା ଜାରି
ଭୁବନେଶ୍ୱର : କାଲିଠୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩ରୁ ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ ନିର୍ଦ୍ଦେଶନାମା ଜାରି କରାଯାଇଛି । ୩ ତାରିଖରେ ଅପରାହ୍ଣ ୪ଟା ୫୦ରୁ ସନ୍ଧ୍ୟା ୫ଟା ୫୦!-->…