Browsing Category

ଓଡିଶା

ମକା ଟ୍ରକରୁ ୭ କ୍ବିଣ୍ଟାଲ ଗଞ୍ଜେଇ ଜବତ : ୨ ଗିରଫ, ଫୁଲବାଣୀରୁ ବିହାରକୁ ହେଉଥିଲା ଚାଲାଣ

ବଲାଙ୍ଗୀର: ଫୁଲବାଣୀରୁ ବିହାର ଗଞ୍ଜେଇ ଚାରାଚାଲାଣ ବେଳେ ମାଡି ବସିଲା ଅବକାରୀ ଟିମ୍ । ଆଜି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଜଙ୍ଗଲ ନିକଟରୁ ଏକ ମକା ଭର୍ତ୍ତି ଟ୍ରକରୁ ୭ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏହା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ…

ମହାପ୍ରଭୁଙ୍କ ୫ ପବିତ୍ର ନାମକୁ ମିଳିବ ଟ୍ରେଡ୍ ମାର୍କ ମାନ୍ୟତା।

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବଡ଼ ସଫଳତା। ମହାପ୍ରଭୁଙ୍କ ପବିତ୍ର ନାମ ଓ ପରମ୍ପରା ପାଇଁ ମିଳିବ ଟ୍ରେଡ୍ ମାର୍କ ମାନ୍ୟତା। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଦିଗରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବଡ଼ ସଫଳତା…

ମାତିଛନ୍ତି ସାଇବର ଲୁଟେରା : ଡିଜିପିଙ୍କ ନାଁରେ ମାଗୁଛନ୍ତି ଟଙ୍କା

ଭୁବନେଶ୍ୱର : ଡିଜିପିଙ୍କ ନାଁରେ ମାତିଛନ୍ତି ସାଇବର ଲୁଟେରା । ନିଜକୁ ପୋଲିସ ଅଧିକାର କହି ଧମକ ଦେବା ସହ ମାଗୁଛନ୍ତି ଟଙ୍କା । ଏପରିକି ପୋଲିସ ମାଡ଼ ମାରୁଥିବା ଭିଡିଓ ପଠାଇ ଭୟଭୀତ କରୁଛନ୍ତି । ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଏଭଳି ଧମକ ଆସିବା ପରେ ସାଇବର ଥାନାର…

ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି, ୨ ମୃତ

ଭଦ୍ରକ: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୨ ଜୀବନ । ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି । ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଥାନା ଅଧୀନ ଜସୋଟିକିରୀ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ମୃତକ ଦୁଇ ଜଣ ହେଲେ ବାଲେଶ୍ୱର ଜିଲ୍ଲା ବେଗୁନିଆ ଅଞ୍ଚଳ ରତ୍ନାକର ଦାସ ଓ ଚନ୍ଦନ…

ସରଗୋଡ଼ା ପୁର୍ଣ୍ଣେଶ୍ୱର ୟୁପି ସ୍କୁଲ କସ୍ତୁରବା ଗାନ୍ଧୀ ଛାତ୍ରୀନିବାସରେ ଝାଡ଼ା-ବାନ୍ତି : ୩୦ ଅନ୍ତେବାସୀ ଅସୁସ୍ଥ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ସରଗୋଡ଼ା ପୁର୍ନେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀନିବାସରେ ଝାଡ଼ା-ବାନ୍ତିରେ ୩୦ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଘଟଣା ପରେ ସମସ୍ତଙ୍କୁ…

ଅଗଷ୍ଟ ୧୫ ଯାଏ ପିଏମ୍‌ ଫସଲ ବୀମା ବଢ଼ାଇବାକୁ ଦାବି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଫସଲ ବୀମା ଚାଷୀ ପଞ୍ଜୀକରଣ ଅବଧି ଅଗଷ୍ଟ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଦାବି କରିଛି କଂଗ୍ରେସ। ଏହି ସମୟସୀମା ମଧ୍ୟରେ ଯେପରି ରାଜ୍ୟର ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଋଣୀ ଓ ଅଣଋଣୀ ଚାଷୀ ପଞ୍ଜିକୃତ କରିପାରିବେ, ସେ ଦିଗରେ ସରକାର ପଦକ୍ଷେପ ନେବାକୁ ପ୍ରଦେଶ…

ଗଛରେ ପିଟି ହେଲା ଥାର୍, ଚାଲିଗଲା ଗୋଟିଏ ପରିବାରର ୩ ଜୀବନ, ଜଣେ ଗୁରୁତର

ଯୋଡ଼ା : ଗଛକୁ ପିଟିଲା ଥାର୍ , ଚାଲିଗଲା ୩ ଜୀବନ। ମୃତକମାନେ ହେଲେ ଗୋଟିଏ ପରିବାରର ବାପା, ମାଆ ଓ ଦାଦା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଚମ୍ପୁଆ ନିକଟସ୍ଥ ରଜିଆ ନିକଟ୨୦ ନମ୍ବର ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡକ…

ବର୍ଷାରେ ୧୫ ଦିନରେ ଦବିଗଲା ନୂଆ ରାସ୍ତା, ନିମ୍ନମାନର କାମ ହୋଇଥିବା କହିଲେ କର୍ପୋରେଟର

କଟକ : ବର୍ଷା ଯୋଗୁ ଦବିଲା ରାସ୍ତା । କଟକର ନୂଆପଡ଼ା-ଖପୁରିଆ ରାସ୍ତା ଦବିଯାଇଛି । ଫଳରେ ଏହି ରାସ୍ତା ଦେଇ ଯାତାୟତ ଠପ୍ ହୋଇଯାଇଛି । ୧୫ ଦିନ ତଳେ ରାସ୍ତା କାମ ଶେଷ ହୋଇଥିଲା । ନିମ୍ନମାନର କାମ ଯୋଗୁ ରାସ୍ତା ଦବିଯାଇଥିବା କହିଛନ୍ତି ସ୍ଥାନୀୟ କର୍ପୋରେଟର । ଏହି ଘଟଣା ପରେ ସ୍ଥାନୀୟ…

ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲିଲା, ୧୬ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ

ସମ୍ବଲପୁର : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍ । ପୂର୍ବରୁ ୧୨ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ବାମ ପାର୍ଶ୍ବରୁ ୧୧ଟି ଓ ଡାହାଣ ପାର୍ଶ୍ବରୁ ୫ଟି ଗେଟ୍…

ପୋଖରୀକୁ ଖସିଲା କାର୍, ୫ ମୃତ

ଢ଼େଙ୍କାନାଳ : ବରଯାତ୍ରୀ ହେଲା ଶେଷଯାତ୍ରା । ନିମିଷକରେ ପାଣି ଫୋଟକା ପରି ମିଳାଇ ଗଲା ହସ ଖୁସିର ମୁହୂର୍ତ୍ତ । ପୋଖରୀକୁ ଖସିଲା କାର୍, ୫ ମୃତ । କାର୍ ଭିତରେ ଥିବା ୭ ଜଣଙ୍କ ମଧ୍ୟରୁ ୫ ମୃତ । ଢ଼େଙ୍କାନାଳ ସଦର ଥାନା ଇନ୍ଦିପୁର – ଛାଟିଆ ଗାଁ ନିକଟରେ ବିଳମ୍ବିତ ରାତିରେ ଘଟିଛି…