Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଠକେଇ, ୨ ଯୁବକ ଥାନାରେ ଅଟକ
ଭୁବନେଶ୍ବର : ଉପମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଠକେଇ ଅଭିଯୋଗ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ନାଁ ନେଇ ଚାକିରୀ କରାଇ ଦେବା କହି ଠକେଇ ଅଭିଯୋଗ। ଏହି ଘଟଣାରେ ୨ ଜଣ ଯୁବକଙ୍କୁ ପାଟଣାଗଡ଼ ଥାନାରେ ଅଟକ ରଖିଛି ପୁଲିସ। ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ଚାକିରୀ କରାଇ!-->…
ବିଜେଡି ନେତାଙ୍କ ସମେତ ୬ ଜଣଙ୍କ ନାଁରେ ଜାରି ହେଲା ଗିରଫ ପରୱାନା
ରାୟଗଡା : ବିଜେଡି ନେତା ଏନ୍.ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାଁରେ ଜାରି ହେଲା ଗିରଫ ପରୱାନା(NBW)। ବହୁ ଚର୍ଚ୍ଚିତ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାର ୧୪ ବର୍ଷ ୧୧ ମାସ ପରେ ରାୟଗଡ଼ା ଏସ୍ଡିଜେଏମ୍ କର୍ଟ ଜାରି କରିଛନ୍ତି ଗିରଫ ପରୱାନା। ପୂର୍ବତନ ରାଜ୍ୟସଭା ସାଂସଦ!-->…
ଗରିବ ମହିଳାଙ୍କ ଘର ତାଲା ଭାଙ୍ଗି ଜିନିଷ ନଷ୍ଟ କରିବା ଘଟଣା : ତଦନ୍ତ ନାଲି ଫିତା ତଳେ ଦବିଲାଣି…!!
ବାଃ ବାଃ ରେ ଘରୋଇ ବିଭାଗ ଯୁବତୀ କୁ ନ୍ୟାୟ ବଦଳ ରେ ଦବଙ୍ଗ ପୋଲିସ ବାବୁଙ୍କୁ ଦେଉଛି ପୁରସ୍କାର .!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ଥାନା ର ବାବୁଙ୍କୁ ମିଳିବ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦକ୍ଷ ପୋଲିସ ର ମାନ ପତ୍ର। ସୂଚନା ଥାଉକି ଗତ ୧ ତାରିଖ ଦିନ ଆସିକା ଥାନା ଅନ୍ତର୍ଗତ ମାଗୁରା!-->!-->!-->…
ହ୍ରାସ ହେବ ରାତିର ତାପମାତ୍ରା, ୧୫ ପରେ ରାଜ୍ୟରେ ଅନୁଭବ ହେବ ଶୀତ
ଭୁବନେଶ୍ୱର : ହ୍ରାସ ହେବ ରାତିର ତାପମାତ୍ରା, ରାଜ୍ୟରେ ପଡିବ ଶୀତ । ୪ ଦିନ ପରେ ଅର୍ଥାତ ୧୫ ତାରିଖ ପରେ ରାଜ୍ୟରେ ଅନୁଭବ ହେବ ଶୀତ । ୧୫ ତାରିଖରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ରାଜ୍ୟରେ ଶୀତ ପଡିବ ବୋଲି ପୂର୍ବାନୁମାନ କରିଛି!-->…
ଷଢ଼େଇକଳାରେ ମେଣ୍ଟ ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଝାରଖଣ୍ଡର ଷଢ଼େଇକଳାରେ ରଣହୁଙ୍କାର ଦେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜେଏମ୍ଏମ୍ର ହେମନ୍ତ ସୋରେନ୍ ଓ କଂଗ୍ରେସ ମେଣ୍ଟ ସରକାର ଉପରେ ବର୍ଷିଲେ। ଆଉ ଚମ୍ପାଇ ସୋରେନ୍ଙ୍କ ପାଇଁ ଭୋଟ୍ ମାଗିଲେ। ଜେଏମ୍ଏମ୍ ସରକାରର ଏକ୍ସପାଏରୀ ତାରିଖ ଓ ନୂଆ ସରକାର ଗଠନ ତାରିଖ ମଧ୍ୟ!-->…
ମିସ୍ ଟିନ୍ ୟୁନିଭର୍ସ ମୁକୁଟ ହାତେଇଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ
ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମିସ୍ ଟିନ୍ ୟୁନିଭର୍ସ ୨୦୨୪ ସୁନ୍ଦରୀ ପ୍ରତିଯୋଗିତାରେ କିଟ୍ ବିଶ୍ୱବିଦ୍ୟାଳୟ ଫେସନ୍ ସ୍କୁଲ୍ ଛାତ୍ରୀ ତ୍ରିଷ୍ଣା ରାୟ ବାଜିମାତ କରିଛନ୍ତି। ଏହା ସହ ମିସ୍ ଟିନ୍ ୟୁନିଭର୍ସ ୨୦୨୪ ଟାଇଟଲ୍ ହାସଲ କରିଛନ୍ତି।
କିଟ୍ ଫେସନ୍!-->!-->!-->…
ଷଣ୍ଢ ଆକ୍ରମଣରେ ଜଣେ ମୃତ
କଟକ : ଷଣ୍ଢ ଉପଦ୍ରବ । ଷଣ୍ଢ ଆକ୍ରମଣରେ ଜଣେ ମୃତ। କଟକ ବିଡାନାସୀ ଥାନା ଅନ୍ତର୍ଗତ ଭୂଆସୁଣୀ ପୀଠ ନିକଟ ପଡ଼ିଆରେ ଘଟିଛି ଘଟଣା ମୃତକ ଜଣେ ବରିଷ୍ଠ ନାଗରିକ। ମୃତକ ବିଡାନାସୀ ଅଞ୍ଚଳର ସ୍ଥାନୀୟ ବାସିନ୍ଦା। ମୃତ ଦେହ ଉଦ୍ଧାର କରି ଏସ ସି ବି ନେଲା ବିଡାନାସି ଥାନା । ସି ଏମ ସି ଓ ଅଗ୍ନିଶମ!-->…
ବଦଳିଲା ଧ୍ଵଜା ବନ୍ଧା ନୀତି ସମୟ
ପୁରୀ: ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ ଟାରେ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ଧ୍ୱଜା। ଚୁନରା ସେବକମାନେ ଶ୍ରୀମନ୍ଦିର ଉପରକୁ ଯାଇ ପତିତପାବନ ବାନା ବଦଳାଇଛନ୍ତି। ବାନା ବନ୍ଧା ଯାଉଥିବା ବେଳେ ହୁଳହୁଳି ଓ ହରିବଲ ଧ୍ୱନୀରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ଚାରି ପାର୍ଶ୍ୱ। ଦୂରଦୂରାନ୍ତୁ!-->…
ଚାଉଳ ଦେବାକୁ ଡାକି ବିଧବା ମହିଳାଙ୍କୁ ଦୁଷ୍କର୍ମ କରିଥିଲେ; ବନ୍ଧା ହେଲେ ଯୋଗାଣ ସହାୟକ
ବଲାଙ୍ଗୀର : ରାସନ ଚାଉଳ ଦେବାର ପ୍ରଲୋଭନ ଦେଖାଇ ଜଣେ ବିଧବା ମହିଳାଙ୍କୁ ଡାକି ଦୁଷ୍କର୍ମ କରିବା ଅଭିଯୋଗରେ ବନ୍ଧାହେଲେ ଯୋଗାଣ ସହାୟକଯୋଗାଣ ସହାୟକ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବୁଦୁଲା ପଞ୍ଚାୟତର ଯୋଗାଣ ସହାୟକ ଗିରିଶଚନ୍ଦ୍ର ସାହୁ।!-->…
ମହିଳା ସରକାରୀ କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ନେଇ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ବର: ଏବେଠୁ ମହିଳା କର୍ମଚାରୀ ପାଇବେ ୧୨ ଦିନ ଅତିରିକ୍ତ ଛୁଟି । ମହିଳା ସରକାରୀ କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି । ସମସ୍ତ ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ବୟସ ପୂରଣ ପର୍ଯ୍ୟନ୍ତ ଋତୁସ୍ରାବ ପାଇଁ ବାର୍ଷିକ!-->…