Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କଟକ SCB ମେଡିକାଲ କଲେଜରେ ରାଗିଂ ଅଭିଯୋଗ, ବସିଲା ଆଣ୍ଟି ରାଗିଂ କମିଟି ବୈଠକ
କଟକ : ବ୍ରହ୍ମପୁର ଏମକେସିଜି ପରେ ଏବେ କଟକ ଏସ୍ସିବି ମେଡିକାଲ କଲେଜରୁ ଆସିଛି ରାଗିଂ ଅଭିଯୋଗ। ଏମ୍ବିବିଏସ୍ ଶେଷ ବର୍ଷ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷ ଛାତ୍ର। ଅଭିଯୋଗକୁ ଗ୍ରହଣ କରି ଏସ୍ସିବି ଆଣ୍ଟି ରାଗିଂ କମିଟିର ବୈଠକ ବସିଛି। ଅଭିଯୋଗକାରୀ ଛାତ୍ର!-->…
ଚିକିତ୍ସାଧୀନ ଅବସ୍ଥାରେ ହାତୀ ‘ଯଶୋଦା’ର ମୃତ୍ୟୁ
ବାରିପଦା: ଚନ୍ଦକା ଅଞ୍ଚଳରୁ ସ୍ଥାନାନ୍ତରିତ ହେବାର ପ୍ରାୟ ୬ ମାସ ପରେ ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ଚିକିତ୍ସାଧୀନ ଅବସ୍ଥାରେ ହାତୀ ‘ଯଶୋଦା’ର ମୃତ୍ୟୁ ଘଟିଛି।
ପ୍ରାୟ ୬୦ ବର୍ଷ ବୟସର ଏହି କୁମକି ହାତୀଟି ସ୍ଥାନାନ୍ତରିତ ପରେ ଅସୁସ୍ଥ ହୋଇପଡିଥିଲା। ବନ ବିଭାଗର!-->!-->!-->…
ଏନଆଇଟି କ୍ୱାର୍ଟସରୁ ଡାକ୍ତରଙ୍କ ଝୁଲନ୍ତା ଶବ ଉଦ୍ଧାର
ରାଉରକେଲା: ଏନଆଇଟି କ୍ୱାର୍ଟସରୁ ଡାକ୍ତରଙ୍କ ଝୁଲନ୍ତା ଶବ ଉଦ୍ଧାର l ମୃତ୍ୟୁର କାରଣ ଅସ୍ପଷ୍ଟ l ମୃତକ ହେଲେ ଡାକ୍ତର ସନ୍ତୋଷ ହୁଗାର (୩୦)। ଘଟଣାସ୍ଥଳରେ ସେକ୍ଟର ୩ ପୁଲିସ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l ସେ ଏନଆଇଟିରେ ମେଡିକାଲ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।
!-->!-->!-->…
କାଳୀ ମେଢ଼ ଭଷାଣରେ ଗଣ୍ଡଗୋଳ, ୬ ଆହତ
କଟକ: କାଳୀ ମେଢ଼ ଭଷାଣରେ ଗଣ୍ଡଗୋଳ, ୬ ଆହତ। କଟକରେ କାଳୀ ମେଢ଼ ଭଷାଣ ବେଳେ ଦୁଇଗୋଷ୍ଠୀ ମୁଁହାମୁହିଁ। ଚାନ୍ଦିନୀଚୌକ ରୟାଲ ଗାର୍ଡେନ ନିକଟରେ ଦୁଇଗୋଷ୍ଠୀ ଗଣ୍ଡଗୋଳ ହେବା ସହ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରବଳ ଢେଲା ପଥର ସହ କାଚ ବୋତଲ ମାଡ ହୋଇଛି।
ସୂଚନା ମୁତାବକ, କଟକ ଚାନ୍ଦିନୀଚୌକ ରୟାଲ!-->!-->!-->…
ରାଉରକେଲାରେ ଯୁବକଙ୍କ ଉପରେ ଗୁଳିମାଡ଼
ରାଉରକେଲା : ଆଜି ସକାଳେ ରାଉରକେଲା ଟ୍ରାଫିକ ଗେଟ୍ ଅଞ୍ଚଳରେ ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଅଭେଶ ରାୟ ରିଙ୍ଗ ରୋଡ୍ ପାରି ହେଉଥିବା ବେଳେ ଦୁଇ ଜଣ ଯୁବକ ବାଇକ୍ ରେ ଆସି ଗୁଳି ମାଡ଼ କରିଥିଲେ । ଘଟଣା ସ୍ଥଲରୁ ୨ ରାଉଣ୍ଡ ଗୁଳି ଖୋକା!-->…
ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ
ଭଦ୍ରକ: ମା’ ଭଦ୍ରକାଳୀଙ୍କ ଆଜି ହେଉଛି ସପ୍ତମାତୃକା ବେଶର ପଞ୍ଚମ ଦିନ । ପଞ୍ଚମ ଦିନରେ ମା’ ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି । ମା’ ଭଦ୍ରକାଳୀ ଜଗଦ୍ଧାତ୍ରୀ ବେଶରେ ବାଘ ବାହନ ଥିବା ବେଳେ ମୁଖ ମଣ୍ଡଳ କୃଷ୍ଣ ବର୍ଣ୍ଣ । ମା’ ନାଲି ପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ରୌପ୍ୟ!-->…
ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବଡ଼ଠାକୁର
ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀ ବଳଭଦ୍ର। ଆଜି ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି। ବଡ଼ ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉ ଥିବାବେଳେ ଏହି ବେଶରେ ହରି ଓ ହରଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ।
!-->!-->!-->…
ଗରିବ ଅସହାୟ ମହିଳାଙ୍କୁ ନ୍ୟାୟ ମିଳିବ କେବେ..? : ପୋଲିସ ବାବୁଙ୍କ ଦବଙ୍ଗ ଗିରି,ଘରର ତାଲା ଭାଙ୍ଗି ଘର ସାମଗ୍ରୀ କଲେ…
ଵ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅନ୍ତର୍ଗତ ମାଗୁରା ପଲ୍ଲୀ ଗ୍ରାମର ପୋଲିସ ତାଲା ଭାଙ୍ଗି ଘରେ ପଶିଥିବା ନେଇ ଥାନାରେ ଅଭିଯୋଗ ହୋଇ ଥିଲା। ପ୍ରକାଶ ଥାଉକି ଗତ ଏକ ତାରିଖ ଦିନ ମାଗୁରା ପଲ୍ଲୀ ଗ୍ରାମର ସୀମାଞ୍ଚଳ ବେହେରାଙ୍କ ଗୃହର ତାଲା ଭାଙ୍ଗି ଆସାଵ ପତ୍ର ସବୁ ଭାଙ୍ଗିଥିବା ନେଇ!-->…
ଓଡ଼ିଶା ଇତିହାସ ରେ ପ୍ରଥମ ବଡ ଧରଣର ସାଇବର ଠକେଇ , ନିଜକୁ ସରକାରୀ ବିଭାଗର ଅଧିକାରୀ କହି ଲୁଟି ନେଲେ ୮୭ ଲକ୍ଷ…
ସାଇବର ଠକେଇ ର ଶିକ୍ଷକ ହେଲେ ଶିକାର...
ମାଲକାନଗିରି ୦୩/୧୧ଏହିଭଳି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳରେ। ଯାହାକି ଓଡିଶା ଇତିହାସରେ ଏକ ରେକର୍ଡ ପରିମାଣର ଅର୍ଥ ରାଶି ଠକେଇ ହୋଇଛି। ଆଧୁନିକ ଯୁଗରେ ଦିନକୁ ଦିନ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ହେବାସହ ବିଭିନ୍ନ!-->!-->!-->…