Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ, ୧୮ ତାରିଖ ଯାଏଁ ଚାଲିବ ପ୍ରକ୍ରିୟା
ଭୁବନେଶ୍ୱର: ୨୦୨୫ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଲାଗି ଆଜିଠୁ ଆରମ୍ଭ ହେଉଛି ଫର୍ମ ପୂରଣ । ଆସନ୍ତା ୧୮ ତାରିଖ ଯାଏ ଚାଲିବ ଏହି ପ୍ରକ୍ରିୟା। ମାଟ୍ରିକ୍ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନ୍ଲାଇନ୍ରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ହେବ!-->…
୧୦ରୁ ଟ୍ରକ ଚଳାଚଳ ବନ୍ଦ ! ଲଘୁ ଖଣିଜ ପରିବହନ ଟ୍ରକ୍ ମାଲିକ ସଂଘର ଚେତାବନୀ
ଭୁବନେଶ୍ବର: ଲଘୁ ଖଣିଜ ପରିବହନ କରୁଥିବା ଟ୍ରକ ମାଲିକ ସଂଘର ଚେତାବନୀ । ୯ ତାରିଖ ସୁଦ୍ଧା ବାଲି ପରିବହନ ସମସ୍ୟା ସମେତ ଲଘୁ ଖଣିଜ ପରିବହନ ନେଇ ଥିବା ୧୧ ଦଫା ଦାବି ପୂରଣ କର । ନଚେତ ୧୦ ତାରିଖରୁ ୫ ହଜାରରୁ ଅଧିକ ଟ୍ରକ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଚକ ବନ୍ଦ ଆନ୍ଦୋଳନ କରିବେ । ଖୋର୍ଦ୍ଧା!-->…
ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ଵରରେ ଭୁକମ୍ପ ଝଟକା
ଭୁବନେଶ୍ଵର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ଵରରେ ଭୁକମ୍ପ ଝଟକା । ସକାଳ ୭ଟା ୧୫ ମିନିଟରେ ଭୁବନେଶ୍ଵରରେ ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି । ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳରେ ଝଟ୍କା । ବିଶେଷ କରି ପୁରୁଣା ଭୁବନେଶ୍ବରରେ ଭୁକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଏନେଇ!-->…
ଧରାପଡିଲା ତୀରବିଦ୍ଧ ଦନ୍ତାହାତୀ, ଦୀର୍ଘ ସମୟ ପରେ ଟ୍ରାଙ୍କୁଲାଇଜି କଲା ବନବିଭାଗ
ନରସିଂହପୁର : ଧରାପଡିଲା ତୀରବିଦ୍ଧ ଦନ୍ତାହାତୀ । ଦୀର୍ଘ ସମୟ ପରେ ଟ୍ରାଙ୍କୁଲାଇଜି କରି ତୀର କାଢ଼ିଲେ ବନବିଭାଗର ସ୍ବତନ୍ତ୍ର ଟିମ୍ । ହାତୀକୁ କାବୁ କରିବା ପାଇଁ ଢେଙ୍କାନାଳ ଏବଂ ନନ୍ଦକାନନରୁ ଆସିଥିଲା ସ୍ବତନ୍ତ୍ର ଟିମ୍ । ହାତୀର ୪ଟି ଜାଗାରେ ତୀର ମାର ହୋଇଥିବା ସୂଚନା ମିଳିଛି ।!-->…
ଧାମରାରେ ଗୁଳିକାଣ୍ଡ, ଦୁର୍ବୃତ୍ତ ଫେରାର
ଭଦ୍ରକ: ଧାମରାରେ ଗୁଳିକାଣ୍ଡ । ରାସ୍ତାକଡରେ ଠିଆ ହୋଇଥିବା ଜଣେ ଯୁବକଙ୍କ ଉପରକୁ ଗୁଳିମାଡ କଲେ ଦୁର୍ବୃତ୍ତ । ଧାମରା ଥାନା ଅଧିନ କୋଇଥଖୋଲା କିଶୋର ପ୍ରସାଦ ଛକରେ ଘଟିଛି ଏହି ଘଟଣା । ଗୁରୁତର ଯୁବକ ଜଣଙ୍କ ହେଉଛନ୍ତି କିଶୋର ପ୍ରସାଦ ଗାଁର ରାଜେନ୍ଦ୍ର ମହାପାତ୍ର । ରାଜେନ୍ଦ୍ରଙ୍କ ମୁଣ୍ଡରେ!-->…
ଆମ୍ବଟାକୁଆ ଜାଉ ଘଟଣା: ଦୁଇ ଗୁରୁତର ଏସସିବି ସ୍ଥାନାନ୍ତର
କଟକ : ଆମ୍ବ ଟାକୁଆ କୋଇଲିରେ ପ୍ରସ୍ତୁତ ଜାଉ ଖାଇ ଗୁରୁତର ହୋଇଥିବା ଦୁଇ ଜଣ ମହିଳାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଦୁଇ ଗୁରୁତର ହେଲେ ଟୁନି ମାଝୀ ଓ ଜିତା ମାଝୀ । ଏସସିବି ମେଡିସିନ ଆଇସିୟୁରେ ଉଭୟଙ୍କର ଚିକିତ୍ସା ଚାଲିଛି । ମେଡିସିନ, ହେପାଟୋଲୋଜି,!-->…
ମଧ୍ୟାହ୍ନ ଭୋଜନରେ ଖାଲି ଭାତ, ପ୍ରଧାନ ଶିକ୍ଷକ ନିଲମ୍ବିତ
ଯାଜପୁର : ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଟୋଲକାନି ଅଞ୍ଚଳର ଝାଡେ଼ଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ସହ କେବଳ ଲୁଣଲଙ୍କା ଦିଆଯିବା ତଥା ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟରେ ଅନିୟମିତତା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିକ୍ଷା ବିଭାଗ। ସ୍କୁଲର!-->…
ଜଗତ କଲ୍ୟାଣ ପାଇଁ ଆଖଣ୍ଡଳମଣିଙ୍କ ମନ୍ଦିରଚୂଡାକୁ ଉଠିଲା ମହାଦୀପ
ଆରଡି: ପବିତ୍ର ଦୀପାବଳୀ ଉତ୍ସବ ଅବସରରେ ରୀତିନୀତି ଅନୁଯାୟୀ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ରାତ୍ର ୧୦ଟାରେ ଉଠିଛି ମହାଦୀପ। ଏହି ଅବସରରେ ମଣିବାବାଙ୍କ ମନ୍ଦିରରେ ଭୋର ୪ଟାରେ ଦ୍ବାରଫିଟା ନୀତି ସହ ସମସ୍ତ ନୀତିକାନ୍ତି ଅପରାହ୍ଣ ସୁଧା ସମ୍ପନ୍ନ ହେବା ପରେ ଦୀପାବଳି ନୀତି ନିମନ୍ତେ!-->…
ଠିକଣା ସମୟରେ ରାସନ୍ ପ୍ରଦାନ କରିବାରେ ଯୋଗାଣ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି
ଭୁବନେଶ୍ବର : ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ବେସାମରିକ ଯୋଗାଣ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ବାର୍ଷିକ ସାଧାରଣ ସଭା ସ୍ଥାନୀୟ ଇଂଜିନିୟର୍ସ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ!-->…
ଯୁବତୀଙ୍କ ଉପରେ ମାଡ଼ିଗଲା ‘ମୋ ବସ୍’; କଟିଗଲା ହାତ
ଭୁବନେଶ୍ବର : ଯୁବତୀଙ୍କ ଉପରେ ମାଡ଼ିଗଲା ‘ମୋ ବସ୍’। ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ପେଟ୍ରୋଲ୍ ପମ୍ପ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଯୁବତୀଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଯୁବତୀଙ୍କ ବାମ ହାତ ଛିଡ଼ିଯାଇଛି।ଆଜି ସକାଳ ପ୍ରାୟ!-->…