Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବଢ଼ି ଚାଲିଛି ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟଙ୍କ ରାଜ : ମୋବାଇଲ ଟ୍ରାକିଙ୍ଗ ହେଲେ ବହୁ ବାବୁଙ୍କ ଗୁମର…
ମଳୁ ଖୋଜୁ ଥିଲା ଯାହା ବଇଦ କହିଲା ତାହା...!
କୋଲାବ ଡ୍ୟାମକୁ ଡେଇଁ ମହିଳା ନିଖୋଜ
କୋରାପୁଟ : କୋଲାବ ଡ୍ୟାମକୁ ଡେଇଁ ମହିଳା ନିଖୋଜ । କୋରାପୁଟରେ କୋଲାବ ଜଳଭଣ୍ଡାରକୁ ଡେଇଁଲେ ମହିଳା । ୨୬ନଂ ଜାତୀୟ ରାଜପଥ ଦୁରୁ ଗୁଡ଼ା ବ୍ରିଜରେ ନିକଟରେ ନିଜ ଜୋତା ଓ ମୋବାଇଲ ରଖି ଜଳଭଣ୍ଡାରକୁ ଡେଇଁଛନ୍ତି । ଘଟଣା ସ୍ଥଳରେ ଟାଉନ ପୋଲିସ ସହ ଅଗ୍ନିଶମ ବିଭାଗ ପଂହଁଚି ଉଦ୍ଧାର କାର୍ଯ୍ୟ ଜାରି!-->…
ନିଶା ଦେଇ ନାବାଳିକାକୁ ଗଣ ଦୁଷ୍କର୍ମ ମାମଲା, ୫ ଅଭିଯୁକ୍ତଙ୍କୁ ଗିରଫ
ଭୁବନେଶ୍ୱର : ଭୁବନେଶ୍ୱରରେ ନାବାଳିକାକୁ ଗଣ ଦୁଷ୍କର୍ମ ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ନାବାଳିକା ଅଛନ୍ତି । ଅଭିଯୋଗ ଅନୁଯାୟୀ, ଗତ ୧୬ ତାରିଖରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା ।!-->…
୭ ଦିନିଆ ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ‘Tourism Odyssey: Strengthening ties with Diaspora and Industry Leaders” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସାତ ଦିନିଆ ଲଣ୍ଡନ ଗସ୍ତ କରିବେ। ଗସ୍ତର ଉଦ୍ଦେଶ୍ୟ ହେଉଛି!-->…
ମୁନା-ଜୟନାରାୟଣଙ୍କ ବାକ୍ଯୁଦ୍ଧ
ଭୁବନେଶ୍ବର: ଜନସମ୍ପର୍କ ପଦଯାତ୍ରାରେ ନବରଙ୍ଗପୁରରେ ରାଜ୍ୟସଭା ସାଂସଦ ମୁନା ଖାନ୍ଙ୍କ ମନ୍ତବ୍ୟ ରାଜ୍ୟ ରାଜ୍ୟନୀତିକୁ ସରଗରମ କରିଥିବାବେଳେ ବିଜେପି ପକ୍ଷରୁ ଜୟନାରାୟଣ ମିଶ୍ର ଏହାର ପାଲଟା ଜବାବ ଦେଇଛନ୍ତି।
ଜୟନାରାୟଣ କହିଛନ୍ତି ୨୦୨୯ ପର୍ଯ୍ୟନ୍ତ ବିଜେଡି ରହିବ କି ନାହିଁ!-->!-->!-->…
ସୁନ୍ଦରଗଡ଼ ଗଣସଂହାର ମାମଲାରେ ୧୩ ଅଟକ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଗଣସଂହାର ମାମଲାରେ ୧୩ ଅଟକ । ଅନୁଗୁଳ ଜିଲ୍ଲା ବଅଁରପାଳ ରେଲୱେ ଷ୍ଟେସନରୁ ୭ ପୁରୁଷ ଓ ୬ ମହିଳାଙ୍କୁ ଆଣି ପଚରାଉଚରା କରୁଛି ପୋଲିସ । ଅକ୍ଟୋବର ୨୯ ରାତିରେ ରାତିରେ ସୁନ୍ଦରଗଡ଼ ସଦରଥାନା କରମଡିହି ପଞ୍ଚାୟତ ପଡ଼ିଆରେ ଶୋଇଥିବାବେଳେ ମହାରାଷ୍ଟ୍ର!-->…
୨ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ; ଗାଁରେ ପାଳିବେ ଦିପାବଳୀ
କେନ୍ଦୁଝର: ଗାଁରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ ସ୍ବତନ୍ତ୍ର ବିମାନରେ ଆସି ରାଇସୁଆଁ ଏୟାର ଷ୍ଟ୍ରିପ୍ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରେ ପ୍ରଶାସନ ପକ୍ଷରୁ ତାଙ୍କୁ!-->…
ଗୁଣିଗାରେଡି ସନ୍ଦେହ: ନାବାଳକର ଆଙ୍ଗୁଳି କାଟି ଦେଲେ ଦୁର୍ବୁତ୍ତ
କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଲେଞ୍ଜିପୁଟ ଗାଁରେ ଘଟିଛି ଅଭାବନୀୟ ଘଟଣା । ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ କିଛି ଦୁର୍ବୃତ୍ତ ପିଲାଟିକୁ ଟେକିନେଇ ଆଙ୍ଗୁଳି କାଟିଦେଇଥିବା ଅଭିଯୋଗ ହୋଇଛି । ମୂର୍ମୂଷ ଅବସ୍ଥାରେ ଘର ପାଖ ନାଳ ନିକଟରୁ ପିଲାଟିକୁ ଉଦ୍ଧାର କରିଛନ୍ତି!-->…
ଘଉଡାଇବାବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା, ଘଟଣାସ୍ଥଳରେ ଚାଲିଗଲା ଜୀବନ
ଘଉଡାଇବାବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା । ହାତୀ ଆକ୍ରମଣରେ ଯୁବକ ମୃତ। ଢେଙ୍କାନାଳ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋଟ ଗାଁରେ ଅଘଟଣ l ମୃତକ ହେଲେ ସେହି ଗାଁର ନିଧିଆ ଦେହୁରୀ । ଗତକାଲି ସଂନ୍ଧ୍ୟାରେ ବିଲକୁ ଯାଇଥିବା ବେଳେ ସେହି ସମୟରେ ବନବିଭାଗ ଓ ଗ୍ରାମବାସୀ ମିଶି ହାତୀ ଘଉଡ଼ାଉ!-->…
ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭଦ୍ରକର ଅଧିଷ୍ଠାତ୍ରୀ ମା’ ଭଦ୍ରକାଳୀ
ଭଦ୍ରକ: କାଳୀପୂଜା ପାଇଁ ଉତ୍ସବମୁଖର ହୋଇ ଉଠିଛି ଭଦ୍ରକ ସହର । ଏହି ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ହୋଇଉଠି ଚଳଚଞ୍ଚଳ । ଆଜି ପବିତ୍ର କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ବେଦମାତା ବେଶରେ ଦର୍ଶନ ଦେଉଛନ୍ତି ।
ମା’ ଭଦ୍ରକାଳୀ ଆଜି!-->!-->!-->…