Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଜେଡି ନେତା ପ୍ରତାପ ପଲାଇ ହତ୍ୟା ମାମଲା: ୧୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ଆସିକା: ଆସିକା -ବ୍ରହ୍ମପୁର ମୁଖ୍ୟ ରାସ୍ତାରେ କରଞ୍ଜେଇ ଛକ ନିକଟରେ ୨୦୧୭ ନଭେମ୍ବର ୬ ତାରିଖ ରାତ୍ରି ପ୍ରାୟ ଆଠ ଘଣ୍ଟା ସମୟରେ ଚଳନ୍ତି ଆକବରୀ ବସରେ ଆସିକା ପକେଲାପଲ୍ଲୀ ଗ୍ରାମର ବିଜେଡି ନେତା ପ୍ରତାପ ପଲାଇଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଓ!-->…
ବାତ୍ୟା ‘ଦାନା’ରେ ପ୍ରଭାବିତ ହୋଇଛି ୧୦୮ ବ୍ଲକର ୧୬୭୧ ପଞ୍ଚାୟତ
ଭୁବନେଶ୍ଵର: ବାତ୍ୟା ପରର ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । ବାତ୍ୟା ‘ଦାନା’ ପ୍ରଭାବରେ ପ୍ରଭାବିତ ହୋଇଛି ୧୪ ଜିଲ୍ଲାର ୧୦୮ ବ୍ଲକର ୧୬୭୧ ପଞ୍ଚାୟତ । ସେହିପରି ୩୧ ସହରାଞ୍ଚଳର ୪୨୬ଟି ୱାର୍ଡ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ରାଜସ୍ବ!-->…
ଥାନାରେ ପୋଲିସ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା
ଭୁବନେଶ୍ୱର : ଥାନା ରିସେପସନ୍ ରେ ଥିବା ପୋଲିସ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା । ଅମାନିଆଙ୍କୁ ସାବାଡ଼ ପାଇଁ କମିଶନରେଟ ପୋଲିସର ନୂଆ ଯୋଜନା । ଥାନାରେ ଆସି ଉତ୍ପାତ ହେଉଥିବା ଅମାନିଆଙ୍କ ଭିଡିଓ ଓ ଅଡିଓ ରେକର୍ଡ ହେବ । ଦେଖନ୍ତୁ ପୋଲିସ କର୍ମଚାରୀ ବଡି କ୍ୟାମେରା ପିନ୍ଧିବାର!-->…
୨୦ ଲକ୍ଷ ଲୋକଙ୍କୁ ୬ ମାସ ଭିତରେ ମିଳିବ ଘର
ବାଲେଶ୍ବର: ୬ ମାସ ଭିତରେ ୨୦ ଲକ୍ଷ ଲୋକଙ୍କୁ ଘର ଦିଆଯିବ । ବାଲେଶ୍ବର ସୋରରେ ବାତ୍ୟା ପରର ସ୍ଥିତି ସମୀକ୍ଷା କରିବା ପରେ ଏଭଳି ମନ୍ତବ୍ୟ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ତେବେ ବାତ୍ୟାରେ ଯେଉଁମାନଙ୍କ ଘର ଭାଙ୍ଗିଯାଇଛି ସେମାନଙ୍କୁ ସରକାରଙ୍କ ପକ୍ଷରୁ ପକ୍କାଘର ପାଇଁ!-->…
ବିପଦ ସଂକେତ ଡେଇଁଲା କାଂଶବାଂଶ: ପାଣି ଘେରରେ ୫ ଗାଁ
ସୋର: ଟଳିଯାଇଛି ବାତ୍ୟା । ହେଲେ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଏବେ ଦୁଃଖ ବଢାଉଛି । ତୁହାକୁ ତୁହା ବର୍ଷା ଏବେ ପ୍ରମୁଖ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି କରିଥିବା ବେଳେ ବିପଦ ସଙ୍କେତ ଟିପିଛି ବାଲେଶ୍ବର ଜିଲ୍ଲାର କାଂଶବାଂଶ ନଦୀ । ଫଳରେ ଜିଲ୍ଲାର ୫ ଗାଁ ପାଣି ଘେରରେ ରହିଛି ।
ତେବେ!-->!-->!-->…
ଢେଙ୍କାନାଳ ଓ ଅନୁଗୁଳରେ ଲକ୍ଷ୍ମୀପୂଜା ଶେଷ, ମେଲାଣି ନେଉଛନ୍ତି ମା’ ପଦ୍ମାଳୟା
ଢ଼େଙ୍କାନାଳ/ ଅନୁଗୁଳ : ଢ଼େଙ୍କାନାଳ ଲକ୍ଷ୍ମୀପୂଜା ମହୋତ୍ସବ ଶେଷ ହୋଇ ଯାଇଛି । ଆଜି ଭସାଣି । ୧୧ଦିନ ଧରି ପୂଜା ପରେ ଆଜି ମା’ଙ୍କୁ ମେଲାଣି ଦେବେ ଢ଼େଙ୍କାନାଳବାସୀ । ଏଥିପାଇଁ ସମସ୍ତ ପୂଜା ଅନୁଷ୍ଠାନଗୁଡ଼ିକ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥର ଡିଜେ ସାଉଣ୍ଡ ନୁହଁ!-->…
ବରୀରେ ଲଜ୍ଜା: ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
ଯାଜପୁର: ଯାଜପୁର ବରୀରେ ଲଜ୍ଜା । ୮ ବର୍ଷର କୁନି ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତ ୨୩ ତାରିଖରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ଏବେ ପର୍ଯ୍ୟନ୍ତ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ଅଭିଯୋଗ ହୋଇଛି ।
ତେବେ ପୀଡିତାଙ୍କ ଜଣେ ପଡୋଶୀ ଏଭଳି କାଣ୍ଡ ଭିଆଇଥିବା!-->!-->!-->…
ଦାନା ଉଜାଡିଛି ୨ ଲକ୍ଷ ଏକର ଜମିର ଫସଲ, କ୍ଷୟକ୍ଷତିର ଆକଳନ କରିବ ମିଳିତ ଟିମ: କେଭି ସିଂହଦେଓ
ଭୁବନେଶ୍ୱର : ଦାନା ଉଜାଡିଛି ୨ ଲକ୍ଷ ଏକର ଜମିର ଫସଲ । ଭାଙ୍ଗିଛି ଅନେକ ଘର । କିଏ କରିବେ କ୍ଷୟକ୍ଷତି ଆକଳନ। କଣ ରହିବ ଆକଳନ ରିପୋର୍ଟ । କେମିତି ଯିବ ଟଙ୍କା । ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।
ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ!-->!-->!-->…
ବାଘ ନୁହେଁ ବଣଭୂଆଁ, ରାଜଧାନୀରେ ବାଘ ଆତଙ୍କର ହେଲା ପର୍ଦ୍ଦାଫାସ
ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ନିକଟରେ ବାଘ ବୁଲୁଥିବାର ଯେଉଁ ଗୁଜବ ଉଠିଥିଲା, ସେନେଇ ସ୍ପଷ୍ଟିକରଣ ରଖିଛି ବନବିଭାଗ ଏହା କଲରାପତରିଆ ବାଘ ନୁହେଁ, ବଣଭୂଆଁ ନେଇ ସ୍ପଷ୍ଟ କରିଛି ବନ ବିଭାଗ । ତେବେ ରାତି ତମାମ ଖାନ୍ ତଲାସୀ ବେଳେ ଆଜି ଭୋର୍ ସମୟରେ କର୍ମଚାରୀମାନେ ଏକ ବଣଭୂଆଁ!-->…
ବହୁ ଚର୍ଚ୍ଚିତ ପ୍ରତାପ ପୋଲାଇ ହତ୍ୟା କାଣ୍ଡର ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ ରେ ଖଲାସ…
ଭୁବନେଶ୍ୱର: ଗତ ୨୦୧୭ ମସିହା ନଭେମ୍ବର ମାସ ୬ ତାରିଖ ରେ ଏକ ଘରୋଇ ବସ ରେ ଆସିକା ରୁ ବ୍ରହ୍ମପୁର ଯାଉଥିଲେ ପାକଲା ପଲ୍ଲୀ ର ପ୍ରତାପ ଚନ୍ଦ୍ର ପୋଲାଈ।କରେଞ୍ଜେଇ ନିକଟରେ କିଛି ଯୁବକ ପ୍ରତାପ ଙ୍କୁ ଗୁଳିମାରି ହତ୍ୟା କରିଥିଲେ। ସେତେବେଳେ ଏହି ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା!-->…