Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ସିଂହଦ୍ଵାର ଆଉ ବେଳାଭୂମି
ପୁରୀ: ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ପୁରୀ। ବାତ୍ୟା ଦାନା ପାଇଁ ସୁରକ୍ଷା ଦୃଷ୍ଟିରୁ ପୁରୀକୁ ପର୍ଯ୍ୟଟକମାନଙ୍କୁ ସରକାର ଓ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା। ବାତ୍ୟାର ପ୍ରଭାବ କମିବା ପରେ ପର୍ଯ୍ୟଟକଙ୍କ ପାଇଁ ଥିବା କଟକଣା ପ୍ରତ୍ୟାହୃତ କରାଯାଇଛି।
ତେବେ ବାତ୍ୟା ଲ୍ୟାଣ୍ଡଫଲ୍!-->!-->!-->…
ବାତ୍ୟା ପରେ ମାଡ଼ି ଆସିଲା ଉଚ୍ଚ ଜୁଆର, ପାଣିଘେରରେ ୫୭୧ ପରିବାର
ରାଜନଗର : ବାତ୍ୟା ପରେ ମାଡ଼ି ଆସିଲା ସମୁଦ୍ର ଜୁଆର । ପ୍ରବଳ ବର୍ଷାରେ ବୁଡ଼ିଗଲା ବଗପଟିଆ । ସାତଭାୟା ଥଇଥାନ ଆଶ୍ରୟସ୍ଥଳୀ ବଗପାଟିଆରେ ପଶିଲା ଜୁଆର ପାଣି । ୫୭୧ ପରିବାର ପାଣି ଘେରରେ ରହିଛନ୍ତି । ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାତ୍ୟା ଦାନା!-->…
ଆରମ୍ଭ ହେଲା ଟ୍ରେନ୍ ଚଳାଚଳ
ଭୁବନେଶ୍ଵର: ଆରମ୍ଭ ହେଲା ଟ୍ରେନ୍ ଚଳାଚଳ । କିନ୍ତୁ ହୋଇନି ସ୍ବାଭାବିକ । ବାତ୍ୟା ‘ଦାନା’ ପାଇଁ ୨୦୦ ରୁ ଉର୍ଦ୍ଧ୍ଵ ଟ୍ରେନ ବାତିଲ କରିଥିଲା ପୂର୍ବତଟ ରେଳବାଇ । ଏବେ ବାତିଲ୍ ଟ୍ରେନ୍ ଛଡ଼ା ଅନ୍ୟ ସମସ୍ତ ଟ୍ରେନ୍ ସମୟ ଅନୁସାରେ ଚାଲିବ ବୋଲି ସୂଚନା ଦେଇଛି ପୂର୍ବତଟ ରେଲୱେ । ବିଶାଖାପାଟଣା!-->…
‘ଦାନା’ ବାତ୍ୟା ବେଳେ ଜନ୍ମ ନେଲେ ୧୬୦୦ ଶିଶୁ
ଭୁବନେଶ୍ଵର: ଭୀଷଣ ବାତ୍ୟାର ରୂପ ନେଇ ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁଛି ‘ଦାନା’। କେଉଁଠି ଘର ଦ୍ଵାର ଭାଙ୍ଗି ଲୋକଙ୍କୁ ଦୁଃଖ ଦେଇଯାଇଛି ତ କେଉଁଠି ଦେଇଛି ଖୁସି ଖବର । ବାତ୍ୟା ବେଳେ ରାଜ୍ୟରେ ଜନ୍ମ ନେଇଛନ୍ତି ପ୍ରାୟ ୧୬୦୦ ଶିଶୁ । ଗତକାଲି ରାତିରେ ଏସ୍ଆରସିଙ୍କ!-->…
ସ୍ବାଭାବିକ ହେଲା ଭୁବନେଶ୍ବରରେ ବିମାନସେବା
ଭୁବନେଶ୍ଵର: ସ୍ବାଭାବିକ ହେଲା ଭୁବନେଶ୍ବରରେ ବିମାନସେବା । ବାତ୍ୟା ‘ଦାନା’ ପାଇଁ ଗତକାଲିଠୁ ୪୦ ବିମାନ ସେବାକୁ ବାତିଲ କରାଯାଇଥିବା ବେଳେ ଆଜି ସକାଳ ୮ଟାରୁ ତାହା ସ୍ୱାଭାବିକ ହୋଇଛି। ଏନେଇ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ବାତ୍ୟା ପାଇଁ କାଲି!-->…
ଦୁର୍ବଳ ହେଉଛି ‘ଦାନା’, ସରିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା
ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି। ଗତକାଲି ମଧ୍ୟ ରାତ୍ରିରେ ଏହା ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ମାଡ଼ ହୋଇଥିବା ବେଳେ ଆରମ୍ଭ ହୋଇଯାଇଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଏହି ପ୍ରକ୍ରିୟା ଆଜି ସକାଳେ ଶେଷ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ!-->…
ଔଷଧ ବ୍ୟବସାୟଙ୍କୁ ହତ୍ୟା : ଅଭିଯୁକ୍ତ ଫେରାର
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା କରଡ଼ା ଗ୍ରାମରେ ଜଣେ କ୍ୱାକଙ୍କୁ ହତ୍ୟା କରାଯାଇଛି। କରଡ଼ା ଗ୍ରାମର ଅନିକ ପଟ୍ଟନାୟକ ନାମକ ବ୍ୟକ୍ତି ଗ୍ରାମରେ ଔଷଧ ପତ୍ର ବ୍ୟବସାୟ କରି ଆସୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ ପୋଢ଼ମାରୀ ଗ୍ରାମରୁ କୌଣସି କାମରେ ଯାଇ!-->…
ରାଜ୍ୟ ମହିଳା କମିଶନ ଭଙ୍ଗ କଲେ ସରକାର
ଭୁବନେଶ୍ୱର: ରାଜ୍ୟ ମହିଳା କମିଶନ ଭଙ୍ଗ କରିଛନ୍ତି ମୋହନ ମାଝୀ ସରକାର । ବୁଧବାର ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ସମେତ ଅନ୍ୟ ସଦସ୍ୟାମାନଙ୍କୁ ମଧ୍ୟ ପଦରୁ ହଟାଇ ଦିଆଯାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି । ମହିଳା କମିଶନ ଅଧ୍ୟକ୍ଷା ପଦରେ ମିନତି!-->…
ଗାଧୋଇବା ବେଳେ ବୁଡ଼ିଗଲେ ମାଆ, ପୁଅ ଓ ଝିଅ
ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବଡ଼ ମସିଣାବିଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଣାପସୀ ଗ୍ରାମରେ ଘଟିଛି ଏକ ବଡ ଅଘଟଣ । ପୋଖରୀରେ ବୁଡ଼ି ଗୋଟିଏ ପରିବାରର ମା, ପୁଅ ଓ ଝିଅ ତିନିଜଣଙ୍କ ଜୀବନ ଯାଇଛି । ଆଜି ସକାଳ ୧୧ଟା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁଯାୟୀ, ତିନି ମୃତକ ହେଲେ!-->…
ବାତ୍ୟା ‘ଦାନା’ ପାଇଁ ୩ ଦିନ ବନ୍ଦ ରହିବ ଭିତରକନିକା
କେନ୍ଦ୍ରାପଡା: ବାତ୍ୟା ‘ଦାନା’ ଓଡ଼ିଶାର ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ନଜରରେ ରଖି ଅଧିକାରୀମାନେ ୩ ଦିନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଲାଗି ନିଷ୍ପତ୍ତି ନେଇଛନ୍ତି।
ଅଧିକାରୀଙ୍କ!-->!-->!-->…