Browsing Category

ଓଡିଶା

ଜିଲ୍ଲାସ୍ତରୀୟ ନିପୁଣ ଓଡିଶା ମିଶନ-୨୦୨୪ର ଶୁଭ ଉନ୍ମୋଚନ

ମାଲକାନଗିରି : ସମଗ୍ର ଶିକ୍ଷା ମାଲକାନଗିରି ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ନିପୁଣ ଓଡିଶା ମିଶନ-୨୦୨୪ ର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ମିଶନର ଲୋଗୋ, ପୋଷ୍ଟର,

ଆରମ୍ଭ ହେଲା କାର୍ତ୍ତିକ ମାସ; ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ

ଆରମ୍ଭ ହୋଇଛି କାର୍ତ୍ତିକ ମାସ । କାର୍ତ୍ତିକ ମାସର ହିନ୍ଦୁ ଧର୍ମରେ ଖୁବ୍‌ ମହତ୍ତ୍ୱ ରହିଛି । ଏହି ସମୟରେ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । ଏହି ସମୟରେ ଗଙ୍ଗା ସ୍ନାନର ମଧ୍ୟ ମହତ୍ତ୍ୱ ରହିଛି ।

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଅଣ୍ଡାମାଡ଼ କଲେ ଉତ୍ତ୍ୟକ୍ତ ଲୋକେ

ଯାଜପୁର : ଚିଟଫଣ୍ଡ ଦୁର୍ନୀତିଠୁ ଆରମ୍ଭ କରି ପାହାଡ଼ ଲୁଟ୍ କରିବା ଭଳି ପୁଳାପୁଳା ଅଭିଯୋଗ ଥିବା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ(ଜିତୁ)ଙ୍କ ଉପରେ ଲୋକେ ନିଜର ଆକ୍ରୋଶ ବ୍ୟକ୍ତ କରିଛନ୍ତି । ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଛନ୍ତି । ଏହି ଅଣ୍ଡାମାଡ଼ ପଛର ପ୍ରକୃତ କାରଣ

ସହିଦଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ  ପ୍ରତିବାଦ ସଭା, ଘଟଣାସ୍ଥଳରେ ପଶ୍ଚିମବଙ୍ଗର ରାଷ୍ଟ୍ରମନ୍ତ୍ରୀ

କେନ୍ଦୁଝର : ଇତିହାସ ପ୍ରସିଦ୍ଧ ଚୁହାଳ ବିଦ୍ରୋହର ମହାନାୟକ ତଥା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ସହିଦ ରଘୁନାଥ ମାହାତୋଙ୍କ ପାଟଣା ବ୍ଲକର ଧାନବେଣି ବୈତରଣୀ ତଟସ୍ଥିତ ପ୍ରତିମୂର୍ତ୍ତିକୁ କୌଣସି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। ଖବର ପାଇ ଆଦିବାସୀ କୁଡୁମି ସମାଜର କର୍ମକର୍ତ୍ତା

ତେଲ, ଘିଅ, ଚାହା ପତି ପରେ ତିଆରି ହେଉଥିଲା ଅପମିଶ୍ରିତ ଆଇସକ୍ରିମ୍‌

ରାଉରକେଲା : ତେଲ, ଘିଅ, ଚାହା ପତି ପରେ ଏବେ ଅପମିଶ୍ରିତ ଆଇସକ୍ରିମ୍‌। ଷ୍ଟିଲ୍‌ ସିଟି ରାଉରକେଲାରେ ଠାବ ହୋଇଛି ଏମିତି ଏକ ଆଇସକ୍ରିମ୍ ଫ୍ୟାକ୍ଟ୍ରି। ମହାନଗର ନିଗମ ଓ ଫୁଡ୍‌ ସେଫ୍‌ଟି ବିଭାଗ ମିଳିତ ଭାବେ ଆଜି ଚଢ଼ଉ କରି ପ୍ରାୟ ଦେଢ଼ କ୍ୱିଣ୍ଟାଲ୍‌ ଆଇସ୍‌କ୍ରିମ୍‌ ନଷ୍ଟ କରିଛି। ଏଥିସହ

ରାଜଧାନୀରେ ୨୪ ଘଣ୍ଟା ବନ୍ଦ ରହିବ ପାନୀୟ ଜଳ ଯୋଗାଣ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଅଧିକାଂଶ ଅଞ୍ଚଳରେ ୨୪ ଘଣ୍ଟା ଧରି ବନ୍ଦ ରହିବ ପାନୀୟ ଜଳ ଯୋଗାଣ। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଅପରାହ୍ନ ୨ଟାରୁ ଶନିବାର ୨ଟା ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ବନ୍ଦ ରହିବ। ମୁଖ୍ୟ ଜଳ ଯୋଗାଣ ପାଇପ୍‌ ମରାମତି ଯୋଗୁ ମୁଣ୍ଡଳିରୁ ଜଳ ଯୋଗାଣ ବନ୍ଦ ରହିବ।

ପୁଲିସ ମହାନିର୍ଦ୍ଦେଶକଙ୍କ କନ୍ଧମାଳ ଗସ୍ତ, ମାଓ ଦମନ ଓ ଗଞ୍ଜେଇ ମୂଳୋତ୍ପାଟନ ପାଇଁ ହେବ ସ୍ବତନ୍ତ୍ର ରଣନୀତି

ଫୁଲବାଣୀ: ନୂତନ ଭାବେ ଦାୟିତ୍ୱ ନେଇଥିବା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ପ୍ରଥମଥର ପାଇଁ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଜିଲାରେ ମାଓ ସ୍ଥିତି ଓ ଗଞ୍ଜେଇ କାରବାରର ସମୀକ୍ଷା କରିଛନ୍ତି। ଏ ଅବସରରେ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ନକ୍ସଲ ଦମନ ପାଇଁ

ଭୁବନେଶ୍ୱରରେ ଫେକ୍ କଲ୍ ସେଣ୍ଟର ମାମଲା: କୋଲକାତା ଯିବ କମିଶନରେଟ୍ ପୁଲିସ୍ 

ଭୁବନେଶ୍ବର : ଭୁବନେଶ୍ବର ସୁନ୍ଦରପଦାରେ ଫେକ୍ କଲ୍ ସେଣ୍ଟର ଠାବ ମାମଲାରେ କୋଲକାତା ଯିବ କମିଶନରେଟ୍ ପୁଲିସ୍। ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ ହୋଇଛି। ଅନୁମତି ମିଳିବା ପରେ କୋଲକାତାକୁ ସ୍ବତନ୍ତ୍ର ପୁଲିସ୍ ଟିମ୍ ପହଞ୍ଚି ତଦନ୍ତ କରିବ। ଏନେଇ ପୁଲିସ୍ ସଜବାଜ ଆରମ୍ଭ

ବିଜୁ ପଟ୍ଟନାୟକଙ୍କୁ କାହିଁକି ମିଳିଲାନି ‘ଭାରତ ରତ୍ନ’? ପୋଲ୍‌ ଖୋଲିଲେ ପାଟ୍ଟଶାଣୀ

ଭୁବନେଶ୍ବର : ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ କାହିଁକି ମିଳୁନଥିଲା ‘ଭାରତ ରତ୍ନ’? ଏଥିପାଇଁ କିଏ ସାଜିଥିଲେ ପ୍ରତିବନ୍ଧକ? ଏହାର ଉତ୍ତର ବୋଧହୁଏ ବିଜେଡି ନେତାଙ୍କ ପାଖରେ ନଥିବ। ହେଲେ ଆଜି ଏହାର ପୋଲ୍‌ ଖୋଲିଛନ୍ତି ପୂର୍ବତନ ବିଜେଡି ସାଂସଦ ତଥା

ବିଜେଡି ଛାଡ଼ିପାରନ୍ତି ଆଉ କିଛି ରାଜ୍ୟସଭା ଏମ୍‌ପି: ଅମର ଶତପଥୀ

ଭୁବନେଶ୍ବର : ଆଜି ପୁଣି ବଡ଼ ବୟାନ ଦେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଅମର ପ୍ରସାଦ ଶତପଥୀ । ସେ କହିଛନ୍ତି, ବିଜେଡି ଛାଡ଼ିପାରନ୍ତି ଆଉ କିଛି ରାଜ୍ୟସଭା ଏମପି । ୨ ଜଣଙ୍କ ପରେ ଆଉ କିଛି ଏମ୍ ପି ଛାଡ଼ିପାରନ୍ତି । ଦଳରେ ପୂର୍ବରୁ ଅସନ୍ତୋଷ ଥିଲା, କିନ୍ତୁ କେହି ମୁହଁ ଖୋଲୁନଥିଲେ