Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆସୁଛି ଘୂର୍ଣ୍ଣିବଳୟ: ବାତ୍ୟାର ସୂଚନା ନାହିଁ
ଭୁବନେଶ୍ବର : ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କ୍ରମେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବା ନେଇ!-->…
‘ସାଧାରଣ ବିମାନରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ’
ଭୁବନେଶ୍ବର : ଗତ ସରକାରରେ ମନ୍ତ୍ରୀ ଓ ବାବୁ ମାନେ ବିମାନରେ ବୁଲୁଥିଲେ ହେଲେ ଏବେକାର ସରକାରରେ ମୁଖ୍ୟମନ୍ତ୍ରୀ ସାଧାରଣ ଭାବେ ଯାତ୍ରା କରୁଛନ୍ତି। ଚାଟାର୍ଡ ଫ୍ଲାଇଟ ବଦଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ବିମାନରେ ସାଧାରଣ ଜନତାଙ୍କ ସହ ଯାଉଛନ୍ତି। ଏହା ହିଁ ପରିବର୍ତ୍ତନ ବୋଲି!-->…
ଅନୁଭବଙ୍କ ନାମରେ ନକଲି ଆକାଉଣ୍ଟ, ଅଭିଯୁକ୍ତକୁ ଗିରଫ କଲା କଟକ ସାଇବର ଥାନା ପୁଲିସ
କଟକ: କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ଓଡ଼ିଆ ଚଳଚ୍ଚିତ୍ର ତାରକା ଅନୁଭବ ମହାନ୍ତିଙ୍କ ନାମରେ ନକଲି ଆକାଉଣ୍ଟ ଖୋଲିଥିବା ଭୀଷ୍ମ ମହାନ୍ତକୁ ପୁଲିସ ଗିରଫ କରିଛି। ଆଜି କଟକ ସାଇବର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଏ ସଂକ୍ରାନ୍ତରେ ଅନୁଭବ ମହାନ୍ତି କଟକ ସାଇବର!-->…
କେନ୍ଦୁଝର ଜିଲ୍ଲାର ୪ଟି ସ୍ଥାନରେ ବହୁମୁଖୀ ଷ୍ଟାଡିୟମ
କେନ୍ଦୁଝର : ଆଦିବାସୀ ବହୁଳ ତଥା ଖଣି ପ୍ରଭାବିତ କେନ୍ଦୁଝର ଜିଲାର ବିଭିନ୍ନ ଗାଁ ଓ ସହରରେ ଯୁବପିଢ଼ିଙ୍କ ପ୍ରତିଭାକୁ ବିକଶିତ କରିବା ସହିତ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା ପ୍ରତିଯୋଗିତା ଲାଗି ପ୍ରସ୍ତୁତ କରିବା ପାଇଁ ଜିଲାର ବିଭିନ୍ନ ସ୍ଥାନରେ ବହୁମୁଖୀ ଇନଡୋର ଷ୍ଟାଡିୟମ!-->…
ସଲମାନ ଖାନଙ୍କୁ ମାରିବାକୁ ୨୫ ଲକ୍ଷ ଟଙ୍କାର ଡିଲ
ମୁମ୍ବାଇ : ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ୨୫ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା। ମହାରାଷ୍ଟ୍ରର ପାନଭେଲ ସ୍ଥିତ ତାଙ୍କ ଫାର୍ମ ହାଉସ ନିକଟରେ ହତ୍ୟା କରିବା ପାଇଁ ଯୋଜନା ହୋଇଥିଲା। ଏଥିପାଇଁ ପାକିସ୍ତାନରୁ ଏକେ ୪୭ କଣ୍ଟ୍ରାକ୍ଟ କିଲରଙ୍କୁ ଯୋଗାଇ ଦେବା ପାଇଁ ସବୁ!-->…
ବ୍ରହ୍ମାକୁମାରୀସ୍, ବ୍ରହ୍ମପୁର ସବଜୋନ ମୁଖ୍ୟ ସଞ୍ଚାଳିକା ମଞ୍ଜୁ ଦିଦିଜୀଙ୍କ ଅବ୍ୟକ୍ତ ପରଲୋକ…
ବ୍ରହ୍ମପୁର,: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟର ବ୍ରହ୍ମପୁର ସବଜୋନ ମୁଖ୍ୟ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଦିଦିଜୀଙ୍କ ଆଜି ବୁଧବାର ଅମୃତବେଳା ପ୍ରାତଃ ଘ.3.50ମି. ସମୟରେ 80 ବର୍ଷ ବୟସରେ ଅବ୍ୟକ୍ତ ଆରୋହଣ ଘଟିଛି । କିଛିଦିନ ଧରି ନିଃଶ୍ବାସ ପ୍ରଶ୍ବାସ!-->…
ଆସନ୍ତା ୧୮ରୁ ଶ୍ରୀମନ୍ଦିରକୁ କେବଳ ସିଂହଦ୍ବାର ଓ ପଶ୍ଚିମଦ୍ବାର ଦେଇ ପ୍ରବେଶ ଅନୁମତି
ପୁରୀ : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । କାର୍ତ୍ତିକ ମାସରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ । ଶ୍ରୀମନ୍ଦିରକୁ କେବଳ ସିଂହଦ୍ବାର ଓ ପଶ୍ଚିମଦ୍ବାର ଦେଇ ପ୍ରବେଶ!-->…
କାର୍ତ୍ତିକ ପୂର୍ବରୁ ବେଲଗାମ ପରିବା ଦର
କଟକ : ଦିନକ ପରେ କାର୍ତ୍ତିକ ମାସ । ପରିବା ଦର ମହଙ୍ଗା ହୋଇଛି । ମଧ୍ୟବିତ୍ତ ଓ ଗରିବ ପରିବାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କିଛି ଦିନ ପରେ ହବିଷିଆଳିଙ୍କ ବ୍ରତ ଆରମ୍ଭ ହେବ। ଏହି ସମୟରେ ସାଧାରଣ ଜନତା ମଧ୍ୟ ଆମିଷ ବଦଳରେ ନିରାମିଷକୁ ଆପଣାଇବେ। କିନ୍ତୁ ଆରମ୍ଭରୁ ଏଭଳି ଦର ବୃଦ୍ଧି!-->…
ଭୁବନେଶ୍ୱରରେ ନକଲି କଲ୍ ସେଣ୍ଟର, ୫ ଅଟକ
ଭୁବନେଶ୍ୱର: ଟୁଇନ୍ ସିଟି କମିଶନରେଟ୍ ପୋଲିସ ବୁଧବାର ଦିନ ଭୁବନେଶ୍ୱରରେ ଚାଲୁଥିବା ଏକ ନକଲି କଲ୍ ସେଣ୍ଟରକୁ ଠାବ କରିଛି। ଏହି ଘଟଣାରେ ୫ ଜଣ ଅଟକ ରହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ସାଇବର ଅପରାଧ ପାଇଁ ବ୍ୟବହୃତ ଏହି ନକଲି କଲ ସେଣ୍ଟର ରାଜଧାନୀର ସୁନ୍ଦରପଦା ଅଞ୍ଚଳର ଏକ!-->!-->!-->…
ଟ୍ରେନ ଧକ୍କାରେ ଆହତ ହାତୀଛୁଆ ନନ୍ଦନକାନନ ସ୍ଥାନାନ୍ତରିତ
ଭୁବନେଶ୍ୱର: ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ହାତୀ ଛୁଆକୁ ଚିକିତ୍ସା ପାଇଁ ବୁଧବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତରିତ କରାଯାଇଛି।
ଗୁରୁତର ଆହତ ହାତୀ ଛୁଆକୁ ଆଜି ସକାଳେ ଏକ ସ୍ୱତନ୍ତ୍ର ଟ୍ରକରେ ନନ୍ଦନକାନନକୁ ପଠାଯାଇଥିଲା।
!-->!-->!-->!-->!-->…