Browsing Category

ଓଡିଶା

୪ ପୁରସ୍କାର ଘୋଷିତ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା। ନକ୍ସଲ ଦମନ ନେଇ ଚାଲିଥିବା ଅପରେସନରେ ପୁଲିସ ସଫଳତା ପାଉଥିବା ବେଳେ ଏବେ ନକ୍ସଲ ସଂଗଠନ ଧୀରେଧୀରେ ଦୁର୍ବଳ ହେଉଥିବା ବେଳେ ନକ୍ସଲମାନେ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆସିଲେଣି ବୋଲି ପୁଲିସ କହିଛି।

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ପୁରୀ: ଆସନ୍ତା ୨୩ ତାରିଖରେ ୨ ଦୁନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବା ପାଇଁ କାର୍ଯ୍ୟକ୍ରମ ରହିଛି। ତେବେ ଆସନ୍ତା ୨୩ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ସେଦିନ ମୟୂରଭଞ୍ଜରେ ଘରେ

ଆଗକୁ ସୃଷ୍ଟି ହେବାକୁ ଯାଉଛି ଦୁଇ ଦୁଇଟି ଲଘୁଚାପ

ଆଗକୁ ସୃଷ୍ଟି ହେବାକୁ ଯାଉଛି ଦୁଇ ଦୁଇଟି ଲଘୁଚାପ । ଏନେଇ ସୂଚାଇଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ । ଉତ୍ତର ଲାକ୍ଷାଦ୍ବୀପରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଗାମୀ କିଛି ଦିନରେ ଅବପାତର ରୂପ ନେଇପାରେ । ଏହାର

ରାଜଧାନୀରେ ପର୍ଯ୍ୟଟକଙ୍କ ମନମୋହୁଛି ଦୁବାଇର ମିରାକଲ୍ ଗାର୍ଡେନ

ଭୁବନେଶ୍ଵର: ମଣ୍ଡପେ ବିରାଜମାନ କରିଛି ମାଆ ଦୁର୍ଗା। ଏଥିପାଇଁ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ୱରରୁ ପୁରପଲ୍ଲୀର କୋଣ ଅନୁକୋଣ । ଆଜି ଶାରଦୀୟ ଦୁର୍ଗାପୂଜାରେ ପୀଠରେ ମହାନବମୀ ଚାଲିଥିବା ବେଳେ ମଣ୍ଡପମାନଙ୍କରେ ମୁଣ୍ମୟୀ ଦେବୀ ପ୍ରତିମାଙ୍କର ମହାଷ୍ଟମୀ ଚାଲିଛି । ବେଦମନ୍ତ୍ରରେ ପ୍ରକମ୍ପିତ

ରାଜଧାନୀରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ମୃତକଙ୍କ ନାଁ ମନୋଜ କୁମାର ଗୌଡ଼ । ଘର ତପୋବନ ବସ୍ତି ବୋଲି ସୂଚନା ମିଳିଛି । ମିସ୍ତ୍ରୀ ଭାବେ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି ମନୋଜ । ଭରତପୁର ଥାନା

ନିଶାସକ୍ତ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ଯାଜପୁର: ଯାଜପୁର ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଡ୍ୟୁଟିରେ ନିଶାସକ୍ତ ଭାବେ କାର୍ଯ୍ୟ କରିବା ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଖବର ଅନୁଯାୟୀ, ଧର୍ମଶାଳାର ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନୋଟିସ ଜାରି କରାଯାଇଛି। ବିଦ୍ୟାଳୟ ପରିଚାଳନା

ମହିଳା କନେଷ୍ଟବଳଙ୍କୁ ଚାପି ଦେଲା ଟ୍ରକ୍

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା କନେଷ୍ଟବଳଙ୍କୁ ଚାପି ଦେଇଛି ଟ୍ରକ୍। ଏହାଫଳରେ ଘଟଣାସ୍ଥଳରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ ଘଟିଛି। ମୃତା ହେଲେ ସୁରୁଜା ମୁଣ୍ଡା। ସେ ତିର୍ତ୍ତୋଲ ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟରତ

ଏଣିକି ଦେବାକୁ ପଡ଼ିବନି ପେଣ୍ଡାଲ ଭଡ଼ା

ଭୁବନେଶ୍ଵର:ଏଣିକି ଆଉ ଦେବାକୁ ପଡ଼ିବନି ଭଡ଼ା। ନିଶୁଳ୍କ ହେଲା ପୂଜା ପେଣ୍ଡାଲ। ରାଜ୍ୟବ୍ୟାପୀ ସବୁ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କରାଯାଇଛି। ଭୁବନେଶ୍ବର ସମେତ ରାଜ୍ୟର ସବୁ ପୂଜା ପେଣ୍ଡାଲର ଭଡ଼ା ଛାଡ଼ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ଦୁର୍ଗା ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ଦୁର୍ଗା ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ ଭୁବନେଶ୍ବର ପାଟଣାସାହି ପୂଜାମଣ୍ଡପ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ । ପୂଜାମଣ୍ଡପରେ ମାଆଙ୍କୁ ଦର୍ଶନ କରି ଆର୍ଶୀବାଦ କାମନା କରିଛନ୍ତି । ଏହାପରେ ସୁନ୍ଦରପଦା , ବରମୁଣ୍ଡା , ନୟାପଲ୍ଲୀ , ରସୁଲଗଡ଼ ,

ଟ୍ଵିନ୍ ସିଟି ରେ ଝଟକୁଛନ୍ତି ମା’

ଭୁବନେଶ୍ଵର: ପାର୍ବଣ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ। ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗଦଜନନୀ। ମା’ଙ୍କ ଆଗମନରେ ଭକ୍ତିମୟ ପରିବେଶ। ପୀଠ ହେଉ କି ମଣ୍ଡପ ସବୁଠି ଭିଡ଼। ମହାମାୟାଙ୍କ ମହାନବମୀ ପୂଜା ପାଇଁ ଚଳଚଞ୍ଚଳ ରାଜ୍ୟର ସବୁ ଶକ୍ତିପୀଠ। ସେପଟେ ପୂଜା ମଣ୍ଡପରେ ଚାଲିଛି ଦେବୀ ଦଶଭୁଜାଙ୍କ