Browsing Category

ଓଡିଶା

ମଣ୍ଡପରେ ଆଜି ମହାସପ୍ତମୀ ପୂଜା; ସୁନା, ରୁପା ମେଢ଼ରେ ଶୋଭା ପାଉଛନ୍ତି ମା’

କଟକ : ଦୁର୍ଗତି ନାଶିନୀଙ୍କ ଆବାହନରେ ଚଳଚଂଚଳ ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠ। ଗତକାଲି ବିଲ୍ୱ ବରଣ ପରେ ଆଜି ପୂଜା ମଣ୍ଡପରେ ମହାମାୟୀଙ୍କ ଚକ୍ଷୁଦାନ ପର୍ବ ରହିଛି। ଆଜି ପୂଜା ମଣ୍ଡପରେ ମାଆ ମହାସପ୍ତମୀ ପୂଜା।ଆଜି ବିଭିନ୍ନ ଶକ୍ତିପୀଠରେ ମହାଷ୍ଟମୀ ପୂଜା ହେଉଥିବା ବେଳେ ମଣ୍ଡପରେ

କନଷ୍ଟେବଲଙ୍କ ପାପୁଲି ଛିଡ଼ାଇଥିଲେ; ପୁଲିସ କଲା ଏନକାଉଣ୍ଟର

ସମ୍ବଲପୁର : କନଷ୍ଟେବଲଙ୍କ ପାପୁଲି ଛିଡ଼ାଇ ଦେଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୁଲିସ। ଅଭିଯୁକ୍ତ ଜଣଙ୍କ ହେଲେ କମଲୁ ପ୍ରଧାନ। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। କମଲୁକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ।ଗତ ୪ ତାରିଖରେ ସମ୍ବଲପୁର ଜିଲ୍ଲା

ଓଡିଶାର ଶିଳ୍ପ, ଅର୍ଥନୈତିକ ପ୍ରଗତି, ସମାଜସେବା କ୍ଷେତ୍ରରେ ରତନ ଟାଟାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା 

ଭୁବନେଶ୍ବର : ଓଡ଼ିଶା ଓ ରତନ ଟାଟାଙ୍କ ମଧ୍ୟରେ ସମ୍ପର୍କ ଥିଲା ଅତି ନିବିଡ଼ । ଓଡିଶାର ଶିଳ୍ପ, ଅର୍ଥନୈତିକ ପ୍ରଗତି, ସମାଜସେବା କ୍ଷେତ୍ରରେ ରତନ ଟାଟାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଅତୁଳନୀୟ ଅବଦାନ ।ଓଡ଼ିଶାର ଯାଜପୁରର କଳିଙ୍ଗନଗର ଇସ୍ପାତ କାରଖାନା, ଗୋପାଳପୁରରେ ପ୍ରତିଷ୍ଠା ହୋଇଛି

ଅଶ୍ଳୀଳ ନାଚ ନାଚି ଚେୟାର ମାଡ଼ ଖାଇଲେ! ଥାନାରେ ଅଭିଯୋଗ କଲେ ନିଶା

ଯାଜପୁର : ଆଇଟମ୍‌ ଡ୍ୟାନ୍ସର ନିଶା ମହାରଣା ଥାନାରେ। ଷ୍ଟେଜ୍‌ରେ ତାଙ୍କ ଉପରେ ହୋଇଥିବା ଚେୟାର ମାଡ଼କୁ ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଚେୟାର ମାଡ଼ ପୂର୍ବରୁ ଯୁବକ ଜଣକ ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରିଥିବା ନିଶା ଏଫ୍‌ଆଇଆର୍‌ରେ ଲେଖିଛନ୍ତି। ତେଣୁ ସମ୍ପୃକ୍ତ ବ୍ୟକ୍ତିଙ୍କ

ଭିଜିଲାନ୍ସ ଜାଲରେ SCB ମେଡିକାଲ ଡାଟାଏଣ୍ଟ୍ରି ଅପରେଟର

କଟକ : ଭିଜିଲାନ୍ସ ଜାଲରେ SCB ମେଡିକାଲର ଡାଟାଏଣ୍ଟ୍ରି ଅପରେଟର୍। ଅସ୍ଥାୟୀ ଠିକା ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁଙ୍କୁ ଧରିଛି ଭିଜିଲାନ୍ସ । ଗରିବ ବାପାର ଚିକିତ୍ସା ପାଇଁ ପୁଅ ଠାରୁ ୨ ହଜାର ଲାଞ୍ଚ ନେଇ ଧରାପଡ଼ିଛନ୍ତି ସ୍ମୃତିରଂଜନ। ହେପାଟାଇଟିସ୍ ପୀଡ଼ିତ ବାପା ପାଇଁ ଔଷଧ

ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜନ୍ମ ଜୟନ୍ତୀ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜନ୍ମ ଜୟନ୍ତୀ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ, ରୋଟରି କ୍ଲବ,ଫୁଲବାଣୀ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଅଛି । ପ୍ରଥମେ ଉକ୍ରଳମଣୀ ଗୋପବନ୍ଧୁ

ପୂଜ୍ୟ ପୂଜା ସମିତି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ

ବିଏମସି କତୃପକ୍ଷଙ୍କ ଉପରେ ବିଗିଡ଼ିଲେ ଗୋପବନ୍ଧୁ ପ୍ରେମୀ ବ୍ରହ୍ମପୁର : ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସମାଜ ସଂସ୍କାରକ, ରାଜନୈତିକ କର୍ମୀ, ସାମ୍ବାଦିକ, କବି, ସାହିତ୍ୟିକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ

ଭଦ୍ରକରୁ ହଟିଲା ୧୬୩ ଧାରା

ଭଦ୍ରକ : ଭଦ୍ରକରୁ ହଟିଛି ଧାରା ୧୬୩। ଧାମନଗର ଏନଏସି ଓ ଧୋବଲ ସହ ଆଖପାଖ ଅଞ୍ଚଳରୁ କଟକଣା ହଟିବା ନେଇ ଉପ-ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗତ ମାସ ୨୭ ତାରିଖରୁ ଏହି ସ୍ଥାନରେ ୧୬୩ ଧାରା ଜାରି କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୁଣା ବଜାର ଅଞ୍ଚଳ ଓ ଧାମନଗର ଦୋବୋଲରେ ୧୬୩ଧାରା

ମୁଖ୍ୟମନ୍ତ୍ରୀଙ୍କ ଗାଁ ରାସ୍ତା ଶୋଚନୀୟ, ବିଭାଗର ନଜର ନାହିଁ

କେନ୍ଦୁଝର : ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ଓ ରାଇକଳା ପଞ୍ଚାୟତ ସଂଯୋଗ କରୁଥିବା ରାସ୍ତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଗ୍ରାମ ଶୋଚନୀୟ ହୋଇ ପଡ଼ିଥିବାବେଳେ ବିଭାଗ ନିଘୋଡ଼ ନିଦ୍ରାରେ ଶୋଇଛି।ଘଟଣାରୁ ପ୍ରକାଶ ଯେ, ଯେତେବେଳେ ଲୋକଙ୍କ ପାଇଁ ଲୋକମାନଙ୍କ ଦ୍ୱାରା

6025 ଟି ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ଓଡ଼ିଶା ସରକାର

ଭୁବନେଶ୍ୱର,୯ା୧୦: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନୂତନ ଭାବେ ସୃଷ୍ଟି ହୋଇଥିବା ଲିଭ ଟ୍ରେନିଂ ରିଜର୍ଭ (LTR) ପୋଷ୍ଟ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ନିଯୁକ୍ତ ଶିକ୍ଷକମାନେ ବିଭାଗ ଅଧୀନରେ ଥିବା