Browsing Category

ଓଡିଶା

କଟକରୁ ନକଲି ଘିଅ କାରଖାନା ଠାବ

କଟକ : କଟକରୁ ପୁଣି ଏକ ନକଲି ଘିଅ କାରଖାନା ଠାବ ହୋଇଛି । ଜଗତପୁର ନ୍ୟୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ ଭିତରୁ ଏହି ନକଲି ଘିଅ କାରଖାନା ମିଳିଛି । ବାଲ୍ ଗୋପାଲ ନାମକ ଘିଅ କମ୍ପାନୀରେ ଚଢାଉ ପରେ ଏଠାରେ ନକଲି ଘିଅ ପ୍ରସ୍ତୁତ ହେଉଥିବା ଜଣାପଡିଥିଲା । ଜଗତପୁର ଥାନା ପୁଲିସ ଓ ସିଏମସିର ଖାଦ୍ୟ

ନବରାତ୍ରର ପ୍ରଥମ ଦିବସ, ମାଆଙ୍କ ଶୈଳପୁତ୍ରୀ ରୂପ : ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା’ କଟକ ଚଣ୍ଡୀ

କଟକ : ଆଜିଠୁ ନବରାତ୍ର ପୂଜା ଆରମ୍ଭ ହୋଇଛି। କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କୁ ଜଗଦ୍ଧାତ୍ରୀ ବେଶରେ ଦର୍ଶନ କରିଛନ୍ତି ଭକ୍ତ। ଏହି ଭବ୍ୟ ଦର୍ଶନ ପାଇ ଶହଶହ ଭକ୍ତଙ୍କ ଭିଡ ଜମିଛି।ଆଶ୍ୱିନର ଶରତ ସକାଳରେ ଧରଣୀ ହୋଇଛି ପୁଲକିତ । ଗୃହଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ

ସମ୍ବଲପୁର ସମଲେଶ୍ବରୀ ମନ୍ଦିରରେ ଭିଡିଓଗ୍ରାଫି ମନା

ସମ୍ବଲପୁର  : ସମ୍ବଲପୁର ସମଲେଇ ମନ୍ଦିରରେ ଭିଡିଓଗ୍ରାଫି ମନା । ମନ୍ଦିରରେ ରିଲ୍ସ, ପ୍ରି ଓ୍ବେଡିଂ ତଥା ଅନ୍ଯ ସମସ୍ତ ଭିଡିଓଗ୍ରାଫି ମନା ହୋଇଛି । ସମଲେଇ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବାରଣ କରାଯାଇଛି । ମନ୍ଦିରର ପବିତ୍ରତା ଅକ୍ଷୁର୍ଣ୍ଣ ରଖିବା ପାଇଁ ଟ୍ରଷ୍ଟବୋର୍ଡ ନିଷ୍ପତ୍ତି ନେଇଛି । ଏନେଇ

ଗାନ୍ଧୀଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ ଜିଲା ତେଲେଙ୍ଗାପେଣ୍ଠରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନରେ ଯୋଗଦେଇ କହିଛନ୍ତି ଯେ ଗାନ୍ଧୀଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା। ଗାନ୍ଧିଜୀ ହେଉଛନ୍ତି ସମଗ୍ର ମାନବ ଜାତିର ସଂପଦ ।

ନବୀନଙ୍କ ୨୪ ବର୍ଷର ହିସାବ ମାଗିଲା ବିଜେପି

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ହିସାବ ମାଗିଲେ ବିଜେପି ସଭାପତି ମନମୋହନ ସାମଲ। ନବୀନବାବୁ ୨୪ ବର୍ଷର ହିସାବ ଦିଅନ୍ତୁ ବୋଲି ସେ କହିଛନ୍ତି। ବିଜେଡିର ଜନ ସମ୍ପର୍କ ପଦଯାତ୍ରାକୁ ନେଇ ଆଜି ଏପରି କହିଛନ୍ତି ଶ୍ରୀ ସାମଲ୍‌। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସାମଲ୍‌ କହିଛନ୍ତି, ବନୀନ

ମୈତ୍ରୀ ବିହାର ଗଣ ଦୁଷ୍କର୍ମ ମାମଲା, ୩ ଗିରଫ

ଭୁବନେଶ୍ୱର : ମୈତ୍ରୀ ବିହାର ଥାନା ଅଂଚଳରେ ଘଟିଥିବା ଗଣ ଦୁଷ୍କର୍ମ ମାମଲାରେ ୩ ଗିରଫ । ୩ ଅଭିଯୁକ୍ତଙ୍କୁ ବାନ୍ଧିଲା କମିସନରେଟ ପୋଲିସ । ଏ ନେଇ ପ୍ରେସ ମିଟିରେ ସୂଚନା ଦେଲେ ପୋଲିସ କମିଶନର ଦେବଦତ୍ତ ସିଂ । ଘଟଣା ପୂର୍ବ ରାତି ମହିଳାଙ୍କ ଘରୁ ଏକ ମୋବାଇଲ ଚୋରି କରିଥିଲେ ଉକ୍ତ

୪ ଦିନରେ ଝାଡ଼ାବାନ୍ତିରେ ଗଲାଣି ୯ ଜୀବନ

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଦୁର୍ଗାପଙ୍ଗା ପଞ୍ଚାୟତର ଦୁର୍ଗମ ଗାଁରେ ଝାଡ଼ାବାନ୍ତି ଆତଙ୍କ। ୪ ଦିନରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ମହିଳା ଜଣକ ହେଲେ କାଣିବାରୁ ଗାଁର ପୂର୍ତ୍ତି ମାଝୀ।

ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ

ବରଗଡ଼ : ପ୍ରେମୀ ଯୁଗଳଙ୍କ  ମୃତଦେହ ଠାବ । ବରଗଡ଼ ଭେଡେନ ବ୍ଲକ ସାରସପାଲି ବିନ୍ଧବାସିନୀ ପର୍ବତ ସ୍ଥିତ ଏକ ଗଛରେ ମୃତଦେହ ଠାବ ହୋଇଛି। ମୃତକ ହେଲେ ଭେଡେନ ବ୍ଲକ ସାରସପାଲି ଗାଁର ୨୨ ବର୍ଷିୟ ଯୁବକ ସୁନୀଲ କଠାର ଏବଂ ଲିଜା ଭୂଏ ସୂଚନା । ଘଟଣାସ୍ଥଳରେ ଭେଡେନ ପୋଲିସର ତନାଘନା ଆରମ୍ଭ । ସୁନୀଲ

କାର୍ଯ୍ୟରେ ଅବହେଳା ପାଇଁ ASI ସମେତ ୨ପୁଲିସ ନିଲମ୍ବିତ; ୩ ହୋମଗାର୍ଡ କାର୍ଯ୍ୟରୁ ଅନ୍ତର

ଫୁଲବାଣୀ :କାର୍ଯ୍ୟରେ ଅବହେଳା ପାଇଁ ୫ ଜଣ ପୁଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନାର ASI ଅଜିତ କୁମାର ବେହେରା ଓ ହାବିଲଦାର ରାମଚନ୍ଦ୍ର ନାୟକଙ୍କୁ ନିଲମ୍ବନ କରାଯାଇଛି। ହୋମଗାର୍ଡ ଅଭିରାମ ମହାନନ୍ଦ, ଜଗବନ୍ଧୁ କହଁର ଓ

‘କ୍ଷମତାରେ ନଥିଲେ ବି ସେବା କରି ଚାଲିବି’ : ନବୀନ ପଟ୍ଟନାୟକ

ଭୁବନେଶ୍ୱର : କ୍ଷମତାରେ ଥାଏ ବା ନଥାଏ ଆପଣମାନଙ୍କର ସେବା ମୁଁ ସବୁବେଳ କରିଆସିଛି । ଶେଷ ପର୍ଯ୍ୟନ୍ତ ଓଡ଼ିଶା ମାଟିର , ଓଡ଼ିଶା ବାସୀଙ୍କ ସେବା କରିଚାଲିବି । ଆଜି ବିଜେଡି ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରି ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ