Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗାଡ଼ି ଚେକିଂ ବେଳେ ମିଳିଲା ପୁଳାପୁଳା ଟଙ୍କା
ଭୁବନେଶ୍ୱର: ଗାଡ଼ି ଚେକିଂ ବେଳେ ମିଳିଲା ପୁଳାପୁଳା ଟଙ୍କା । ଓମ୍ଫେଡ୍ ଛକ ନିକଟରେ କାର୍ରୁ ଟଙ୍କା ଜବତ କଲା ପୋଲିସ । ୪ ଲକ୍ଷ ୭୭ ହଜାର ଟଙ୍କା ଜବତ ସହ ଜଣେ ଯୁବକକୁ ଅଟକ ରଖିଛି ପୋଲିସ । ବ୍ୟକ୍ତି ଜଣଙ୍କ ହେଲେ ଦିବ୍ୟଜ୍ୟୋତି ନାୟକ। ପୋଲିସ ତାଙ୍କୁ ଅଟକ ରଖି ଟଙ୍କା ବାବଦରେ ପଚରାଉଚରା!-->…
ଆନ୍ଦୋଳନରୁ ଓହରିଲେ ନର୍ସିଂ ଅଫିସର, ଆଜିଠୁ ସ୍ବାସ୍ଥ୍ୟସେବା ସ୍ବାଭାବିକ
ଭୁବନେଶ୍ୱର : ଆନ୍ଦୋଳନରୁ ଓହରିଲେ ନର୍ସିଂ ଅଫିସର । ଆଜିଠୁ ସ୍ବାସ୍ଥ୍ୟସେବା ସ୍ବାଭାବିକ । ୪ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ସଂଘ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ନର୍ସିଂ ସଂଘ ସାଧାରଣ ସଂପାଦକ । ଗତକାଲି ରାତି!-->…
ନାଲି ଫିତା ତଳେ ଚିକିଟି ମଦ ମୃତ୍ୟୁ ଘଟଣା…!!
ଗଞ୍ଜାମ ଜିଲ୍ଲା ରେ ପୁଣି ମଦ ମାଫିଆ ସକ୍ରିୟ, ଅବାଧ ରେ ଚାଲିଛି ପୁଣି ବେପାର….ବ୍ରହ୍ମପୁର: ଚିକିଟି ମଦ ମୃତ୍ୟୁ ପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଅବକାରୀ ଓ ପୋଲିସ ଜୋରଦାର ଚଢ଼ାଉ କରିଥିଲେ । ବିଭାଗୀୟ ମନ୍ତ୍ରୀ ମଧ୍ୟ ଗଞ୍ଜାମ ଜିଲ୍ଲା କୁ ଆସି ସମୀକ୍ଷା କରି ଦୋଷୀ କୁ ଛଡାଯିବ!-->!-->!-->…
ସଧବା ପାଉଛି ବିଧବାଭତ୍ତା..! :ବିଧବା ମହିଳାଙ୍କୁ ଭତ୍ତା ଏଠାରେ ସାତସପନ…
ଉମରକୋଟ /ଝରୀଗାଁ : ଗରିବ ବିଧବା ମହିଳାଙ୍କୁ ରାଜ୍ୟ ସରକାର ସହାୟତା ପାଇଁ ବିଧବା ଭତ୍ତା ପ୍ରଦାନ ଓଡ଼ିଶାର ସବୁ ଜ଼ିଲ୍ଲାରେ ପ୍ରୋଗତିରେ ଥିବାବେଳେ, ଏମିତି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଛି ଯୋଉଁଥିରେ ଜଙ୍ଗଳ ଘେରା ପରିବେଶରେ ମୂଳ ନିବାସୀ ଜନ ଜାତି ବସବାସ କରି ଆସୁଛନ୍ତି।!-->!-->!-->…
ମାଫିଆ ମାନଙ୍କ ଅମରାବତୀ ଗଞ୍ଜାମ ଜିଲ୍ଲା : ବେଧଡକ ଲୁଟ ଚାଲିଛି ଖଣିଜ ପଦାର୍ଥ…
ମାଫିଆ.. ପ୍ରଶାସନ.. ଓ ସରକାର ଙ୍କ ମଧ୍ୟରେ ତ୍ରିକୋଣୀଆ ପ୍ରେମ...!!
ଭାଜପାର ମାଷ୍ଟର ଗେମ୍: ପାର୍ବଣରେ ନୂଆ ପ୍ଲାନ୍
ଭୁବନେଶ୍ୱର,୨୮।୯: ଧରାପୃଷ୍ଠକୁ ଆସୁଛନ୍ତି ମା’ ଜଗତଜନନୀ ଦୁର୍ଗା। ଏନେଇ ଚଳଚଞ୍ଚଳ ହୋଇଉଠୁଛି ପୂଜା ମଣ୍ଡପ। ଏହି ପରିପ୍ରେକ୍ଷୀରେ ଭାଜପା ଏକ ବଡ଼ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛି। ପାର୍ବଣରେ ସମସ୍ତ ପୂଜା ପେଣ୍ଡାଲରେ ଭାଜପା କ୍ୟାମ୍ପ ପକାଇବ। ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଏହାର!-->…
ବିଜେଡି ଖତମ୍ ହେଇସାରିଛି : ତୋମାର
ଭୁବନେଶ୍ୱର,୨୮।୯: ବିଜେଡିକୁ ସମାଲୋଚନା କରିଛନ୍ତି ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର। ସେ କହିଛନ୍ତି ଗତ ୨୪ ବର୍ଷର ଶାସନ ଭିତରେ ବିଜେଡି ଯାହା କରିପାରି ନଥିଲା, ଶହେ ଦିନର ଶାସନ ଭିତରେ ଭାଜପା କରି ଦେଖାଇଛି । ବିଜେଡି କେବଳ ‘ମୁଙ୍ଗେରିଲାଲ୍ କେ ହସିନ୍ ସ୍ବପ୍ନେ’ ଦେଖୁଛି!-->…
ଆଲୋଚନା ପାଇଁ ନର୍ସିଂ ଅଧିକାରୀଙ୍କୁ ଡାକିଲେ ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ବର : ରାଜ୍ୟବ୍ୟାପି ଧାରଣାରତ ନର୍ସିଂ କର୍ମଚାରୀଙ୍କ ସହିତ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ସନ୍ଧ୍ୟାରେ ନର୍ସିଂ ଅଧିକାରୀମାନଙ୍କୁ ଆଲୋଚନା ପାଇଁ ଡାକିଛନ୍ତି। ନର୍ସିଂ!-->…
୨୦୨୫ରୁ ସିବିଏସ୍ଇ ଢାଞ୍ଚାରେ +୨ ପରୀକ୍ଷା
ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଶିକ୍ଷାବର୍ଷ ୨୦୨୪-୨୫ରେ +୨ ବୋର୍ଡ ପରୀକ୍ଷାରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛି। ଦ୍ବାଦଶ ଶ୍ରେଣୀ ବିଜ୍ଞାନ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ନୂଆ କରି ଇଣ୍ଟରନାଲ ଆସେସମେଣ୍ଟ ପଦ୍ଧତି ଆପଣାଇବାକୁ ଯୋଜନା ପ୍ରସ୍ତୁତ!-->…
ଭଦ୍ରକ ସୋସିଆଲ ମିଡିଆ ପୋଷ୍ଟ: ୯ ଅଭିଯୁକ୍ତ ଗିରଫ, ଛାନ୍ଭିନ୍ ଜାରି
ଭଦ୍ରକ: ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ଉପୁଜିଥିବା ତୁମୁଳକାଣ୍ଡ ଘଟଣାରେ ପୁଲିସ ଶନିବାର ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହିତ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ବାନ୍ଧିବା ପାଇଁ ପୁଲିସ ଛାନଭିନ୍ ଜାରି!-->…