ସାହିତ୍ୟିକ ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

add-all

ଭୁବନେଶ୍ୱର: ବିଶିଷ୍ଟ ଓଡିଆ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ ତାଙ୍କ ରଚିତ ପୁସ୍ତକ ‘ଭୂତି ଭକ୍ତି ବିଭୂତି’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୪ ପ୍ରଦାନ କରାଯିବ।

ସେ ‘ପ୍ରବନ୍ଧ’ ବର୍ଗରେ ଏହି ପୁରସ୍କାର ଜିତିଛନ୍ତି। ‘ଭୂତି ଭକ୍ତି ବିଭୂତି’କୁ ସାମଲଙ୍କ ଏକ ଉଚ୍ଚ ସାହିତ୍ୟିକ କାର୍ଯ୍ୟ ଭାବରେ ବର୍ଣ୍ଣନା କରାଯାଇଛି । ଓଡ଼ିଆ ସାହିତ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ନିମନ୍ତେ ସାହିତ୍ୟିକ ବୈଷ୍ଣବ ଚରଣ ସାମଲ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ଅପରପକ୍ଷରେ ଆଶୁତୋଷ ପରିଡା ତାଙ୍କ ପୁସ୍ତକ ଅପ୍ରସ୍ତୁତ ମୃତ୍ଯୁ ପାଇଁ ୨୦୨୩ ମସିହାରେ କବିତା ବର୍ଗରେ ଏହି ପୁରସ୍କାର ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.