Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆସନ୍ତାକାଲି ଠାରୁ ପୁଣି ଆନ୍ଦୋଳନ କରିବ ଓଡ଼ିଶା ନର୍ସିଂ ଅଫିସର ସଂଘ
ଭୁବନେଶ୍ୱର : ଓଡ଼ିଶା ନର୍ସିଂ ଅଫିସର ସଂଘ ଆସନ୍ତାକାଲି ଠାରୁ ପୁଣି କରିବ ଆନ୍ଦୋଳନ । ଦୁଇ ଦିନ ପର୍ଯ୍ୟନ୍ତ ଜରୁରୀକାଳୀନ ସେବାକୁ ବାଦ ଦେଇ ଅନ୍ୟ ସବୁ ସେବା ବର୍ଜନ କରିବ ସଂଘ । ଏହାପରେ ଯଦି ସରକାର ଦାବି ପୂରଣ ନକରନ୍ତି, ୨୭ରୁ ଅନିର୍ଦିଷ୍ଟ କାଳ ପାଇଁ!-->…
ତିରୁପତି ପ୍ରଭାବ; ଓଡିଶାର ସମସ୍ତ ମନ୍ଦିରରେ ଓମଫେଡ୍ ଘିଅ ବ୍ୟବହାର କରିବାକୁ ଦାବି
ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ସ୍ଥିତ ପ୍ରସିଦ୍ଧ ତିରୁପତି ମନ୍ଦିରରେ ପଶୁ ଚର୍ବିଯୁକ୍ତ ଘିଅରେ ଲଡୁ ପ୍ରସ୍ତୁତ ହେଉଥିବା ଖବର ସାରା ବିଶ୍ବରେ ଆଲୋଡନ ସୃଷ୍ଚି କରିଛି । ଯାହା ଦ୍ବାରା କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ବାସରେ କଠୋରାଘାତ ହୋଇଛି । ଏନେଇ ଓଡିଶାରେ ଏବେ ଏହାର ପ୍ରଭାବ ଦେଖିବାକୁ!-->…
ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣା: ଡିଏଫଓଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକ
କଳାହାଣ୍ଡି : ଫରେଷ୍ଟର ସଞ୍ଜୟ ନାୟକ ଜୀବନ ହାରିବା ଘଟଣାରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ସ୍ଥାନୀୟ DFOଙ୍କ ସଂପୃକ୍ତି ଅଭିଯୋଗ ଆସିବା ପରେ ବିଭାଗୟ ତଦନ୍ତ ଆରମ୍ଭ କରିଛି ବନବିଭାଗ । ମାମଲାର ତଦନ୍ତ ଦୟିତ୍ବ ଜଣେ ସିସିଏଫ୍ ରାଙ୍କ ଅଧିକାରୀଙ୍କୁ ଦିଆଯାଇଛି। କଳାହାଣ୍ଡି!-->…
ବିବାଦୀୟ ଥାନାରେ ଶେଷରେ ଲାଗିଲା ସିସିଟିଭି
ଭୁବନେଶ୍ବର: ବିବାଦୀୟ ତଥା ବର୍ତ୍ତମାନର ଚର୍ଚ୍ଚିତ ଭରତପୁର ଥାନାରେ ପରିଶେଷରେ ସିସିଟିଭି ଲାଗଛି । ଖାଲି ସିସିଟିଭି ଲାଗିନି, ଏହାକୁ ମନିଟର ସହ ଯୋଡି ଚାଲୁ ମଧ୍ୟ କରାଯାଇଛି । ଥାନାର ବିଭିନ୍ନ ସ୍ଥାନକୁ ସିସିଟିଭି ପରିସରଭୁକ୍ତ କରାଯାଇଛି । ଥାନାରେ କେଉଁ ସ୍ଥାନରେ କ’ଣ ଚାଲିଛି ତାହା!-->…
ଧାରଣାରେ ସଫେଇ କର୍ମଚାରୀ, ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସପିଟାଲ ପରିବେଶ
ଭୁବନେଶ୍ୱର: ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସପିଟାଲ ପରିବେଶ । ସବୁ ଆଡ଼େ ପଡ଼ି ରହିଛି ଅଳିଆ ଆବର୍ଜନା । ଗତକାଲି ଠୁଁ ସଫେଇ କର୍ମଚାରୀ ଧାରଣାରେ ବସିଥିବା ବେଳେ ହସ୍ପିଟାଲ ଭିତର ପରିବେଶ ଅବସ୍ଥା ନ କହିବା ଭଲ । କାଜୁଆଲଟିରୁ ଅନ୍ୟ ଇର୍ମଜେନ୍ସି ବିଭାଗ ଯାଏ ପଡ଼ିଛି ଅଳିଆ ।
!-->!-->…
ଟ୍ରକ୍ରେ ନିଆଁ ଲାଗି ପୋଡ଼ିଗଲା ୩୦ ଟନ୍ ଡାଲି
ନିଆଳି: ଚଳନ୍ତା ଡାଲି ଟ୍ରକ୍ରେ ଲାଗିଲା ନିଆଁ। ପୋଡ଼ିଗଲା ୩୦ ଟନ୍ ଡାଲି। କଟକ ଜିଲ୍ଲା ଅଡ଼ଶପୁର-ନିଆଳି ରାସ୍ତାର ଅମଣାକୁଦ ଛକରେ ଏହି ଘଟଣା ଘଟିଛି। ନିଆଁ ଆୟତ୍ତ କଲା ଅଡ଼ଶପୁର ଓ ନିଆଳି ଅଗ୍ନିଶମ ବାହିନୀ। ବଶଃତ ଟ୍ରକ୍ ଡ୍ରାଇଭରର କିଛି ହୋଇନାହିଁ।
ରାୟପୁରରୁ କୋଣାର୍କ ଯାଉଥିଲା!-->!-->!-->…
୨୦ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ମହାନଦୀ ସେତୁ ଉପରୁ ଚପଲ ବାଇକ୍ ଉଦ୍ଧାର ଘଟଣା । ୨୦ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଭୁଦୋବର ନିକଟସ୍ଥ ମହାନଦୀ କୂଳରେ ଏକ ମୃତ ଦେହ ଭାସୁଥିବା ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ ।
ପୋଲିସ!-->!-->!-->…
କ୍ଷୀରରେ ଅପମିଶ୍ରଣ ଅଭିଯୋଗ, କମ୍ପାନୀ ପରିସରରେ ଚାଲିଛି ଯାଞ୍ଚ
କଟକ : ସାଲେପୁର ଆତୋଡା ମହାନଦୀ ପଠାରେ ଥିବା ରୋହିଣୀ କ୍ଷୀର କମ୍ପାନୀରେ ଅପମିଶ୍ରଣ ହେଉଥିବା ସୂଚନା । ଜଗତପୁର ପୋଲିସ ଓ ଫୁଡ୍ ବିଭାଗ ପକ୍ଷରୁ ଚଢାଉ । ବରିଷ୍ଠ ଅଧିକାରୀ ମାନଙ୍କ ପକ୍ଷରୁ କମ୍ପାନୀ ପରିସରରେ ବିଭିନ୍ନ ଦିଗକୁ ନେଇ ଯାଞ୍ଚ । କଟକ ସାଲେପୁରରେ ଅପମିଶ୍ରିତ ଦୁଗ୍ଧ!-->…
ଜିଲ୍ଲା ବୁଲିଲା ବେଳେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଏଣିକି ଜିଲ୍ଲା ଜିଲ୍ଲା ଯାଇ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ବେଳେ ତିଆରି ହେବ ସ୍ବତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ । ଏନେଇ ସୂଚନା ଦେଇଛନ୍ତି, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।
ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ!-->!-->!-->…
ଭରତପୁର ଥାନାରେ ସିସିଟିଭି ନ ଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ
ଭୁବନେଶ୍ବର : ହାଇକୋର୍ଟରେ ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲା । ସିସିଟିଭି ନ ଥିବାରୁ ହାଇକୋର୍ଟଙ୍କ ଉଦବେଗ । ଥାନାରେ ସିସିଟିଭି ନ ଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ଘଟଣା ନେଇ ବରିଷ୍ଠ IPS ଦୟାଲ ଗଙ୍ଗୱାରଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ!-->…