Sign in
Sign in
Recover your password.
A password will be e-mailed to you.
Browsing Category
ମନୋରଞ୍ଜନ
‘ମଲ୍ହାରି….’ ଗୀତରେ ରଣବୀରଙ୍କ ସହ ନାଚିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରର
ଦୁବାଇ: କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଦିନ ବଲିଉଡ୍ ଅଭିନେତା ରଣବୀର ସିଂହଙ୍କ ଚଳଚ୍ଚିତ୍ର ବାଜିରାଓ ମସ୍ତାନୀ ଚଳଚ୍ଚିତ୍ରର ହିଟ୍ ଗୀତ ‘ମଲ୍ହାରି….’ ର ଲୋକପ୍ରିୟ ଗୀତରେ ନାଚିଥିଲେ। ଏହି ସମୟରେ ରଣବୀର ସିଂହଙ୍କ ବି ମଞ୍ଚରେ ଉପସ୍ଥିତ ଥିଲେ ଓ ଅନୁରାଗ ଠାକୁରଙ୍କ ସହ!-->…
ଓସ୍କାର୍ରେ ‘DUNE’ର ଜଲୱା, ୱିଲ ସ୍ମିଥ୍ ଶ୍ରେଷ୍ଠ ଅଭିନେତା
ଲସ୍ ଏଞ୍ଜଲିସ୍: ଘୋଷଣା ହୋଇଛି ବହୁ ପ୍ରତିକ୍ଷିତ ଏକାଡେମୀ ଆୱାର୍ଡ ତଥା ଓସ୍କାର ଆୱାର୍ଡ। ଚଳିତ ଓସ୍କାର ସମାରୋହରେ ଦେଖିବାକୁ ମିଳିଛି ‘ଡ୍ୟୁନ’ର ଜଲୱା। ୨୦୨୨ର ଓସ୍କାର ପୁରସ୍କାରରେ ବାଜି ମାରିଛି ‘ଡ୍ୟୁନ’। ସମସ୍ତଙ୍କୁ ପଛରେ ପକାଇ ଏହି ଫିଲ୍ମ ହାତେଇଛି ୬ ଟି ଆୱାର୍ଡ।ବେଷ୍ଟ!-->…
ଓସ୍କାର ମଞ୍ଚରେ ଫାଇଟ୍, ହୋଷ୍ଟଙ୍କୁ ଚାପୁଡା ମାରିଲେ ୱିଲ୍ ସ୍ମିଥ୍
ଲସ୍ ଏଞ୍ଜଲିସ: ଓସ୍କାର ସମାରୋହରେ ଅଘଟଣ। ମଞ୍ଚରେ ଉପରେ ହେଲା ଲଢ଼େଇ। ରାଗିଗଲେ ଅଭିନେତା। ସର୍ବସମ୍ମୁଖରେ ମଞ୍ଚ ଉପରକୁ ଆସି ହୋଷ୍ଟକୁ ମାରିଲେ ଚାପୁଡା। ଯହାର ଭିଡିଓ ଏବେ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ସିନେମା ଜଗତର ସବୁଠାରୁ ବଡ ପୁରସ୍କାର ଏକାଡେମୀ!-->…
ଦ କାଶ୍ମୀର ଫାଇଲ୍ସ ଆକାଶଛୁଆଁ: ୩୦୦ କୋଟି କ୍ଲବ୍ରେ ସାମିଲ୍ ହେବ
ବିବେକ ଅଗ୍ନିହୋତ୍ରୀଙ୍କ ନିର୍ମିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ୨୦୦ ଟପି ୩୦୦ କୋଟି କ୍ଲବ୍ରେ ସାମିଲ୍ ହେବାକୁ ଅଗ୍ରସର ହେଉଛି। ଏପାଖେ ଏହାକୁ ନେଇ ବିବାଦ ଉପୁଜୁଥିବା ବେଳେ ସେପାଖେ ପ୍ରେକ୍ଷାଳୟରେ ଦର୍ଶକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳୁଛି। କିଏ ସିନେମା ହଲ୍ରୁ ବାହାରିବା ବେଳକୁ!-->…
ପ୍ରଥମ ଦିନରେ ବିଶ୍ବ ସ୍ତରରେ ୨୫୭.୧୫କୋଟି ଟଙ୍କା ଆୟ କଲା ‘ଆରଆରଆର’
ହାଇଦ୍ରାବାଦ: ପ୍ରଥମ ଦିନରେ ରେକର୍ଡ ସୃଷ୍ଟି କଲା ସାଉଥ୍ ସୁପରଷ୍ଟାର ରାମଚରଣ, ଜୁନିୟର ଏନ.ଟି.ଆର୍, ବଲିଉଡ ସୁପରଷ୍ଟାର ଅଜୟ ଦେବଗନ, ଆଲିଆ ଭଟ୍ଟଙ୍କ ଅଭିନୀତ ‘ଆରଆରଆର୍’। ‘ଆରଆରଆର୍’ ବକ୍ସ ଅଫିସର ଅନେକ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଥିବା ବେଳେ ଫିଲ୍ମଟି ଭାରତରେ ଗୋଟେ ଦିନରେ!-->…
ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ RRR
ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ RRR । ଏସ୍ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବଲିଉଡ ବିଉଟି ଆଲିୟା ଭଟ୍ଟଙ୍କ ସହ ସାଉଥଷ୍ଟାର ରାମଚରଣ, ଜୁନିୟର ଏନଟିଆର ଏବଂ ଅଜୟ ଦେଗବନଙ୍କ ଦମଦାର ଆକ୍ଟିଂ ଦେଖିବାକୁ ମିଳିଛି । ପ୍ରାୟ ୫୫୦ କୋଟି ଟଙ୍କାରେ ତିଆରି ହୋଇଥିବା!-->…
‘ଦି କାଶ୍ମୀର ଫାଇଲ୍ସ’ ଦେଖିବା ପରେ କାଶ୍ମୀରବାସୀଙ୍କୁ ରୁମ୍ ଦେବାକୁ ମନା କଲେ ହୋଟେଲ ମାଲିକ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀରେ ଜଣେ ଜମ୍ମୁ କାଶ୍ମୀର ବାସିନ୍ଦାଙ୍କୁ ରୁମ୍ ଦିଆଯାଉ ନଥିବା ଭାଇରାଲ ଭିଡିଓରେ ଦାବି କରାଯାଉଛି । କେବଳ ସେତିକି ନୁହେଁ ଭିଡ଼ିଓରେ ଏହା ମଧ୍ୟ ଦାବି କରାଯାଉଛି ଯେ, ଦିଲ୍ଲୀରେ ଏହି ହୋଟେଲରେ ଜମ୍ମୁ!-->…
ଭିତରକନିକାରେ ଚାଲିଲା ବ୍ୟାଟେରି ଚାଳିତ ବୋଟ୍
କେନ୍ଦ୍ରାପଡ଼ା: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବ୍ୟାଟେରିଚାଳିତ ବୋଟ୍ ସେବା ଆରମ୍ଭ ହୋଇଛି । ଫାଇବର ପ୍ଲାଷ୍ଟିକ୍ରେ (ଏଫ୍ଆର୍ପି) ପ୍ରସ୍ତୁତ ବୋଟ୍ରେ ଇଞ୍ଜିନ୍ ଓ ବ୍ୟାଟେରି ସଂଯୋଗ କରାଯାଇ ଏହାକୁ ପର୍ୟ୍ୟଟକଙ୍କ ଲାଗି ଉତ୍ସର୍ଗ କରାଯାଇଛି । ଏହାର ନାଁ 'ଭାନିକ'!-->…
‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଅମୀର ଖାନଙ୍କ ମନ୍ତବ୍ୟ: ମୁଁ ଦେଖିବି, ସମସ୍ତେ ଦେଖନ୍ତୁ ଏହି ଫିଲ୍ମ
ମୁମ୍ବାଇ: ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରୁଛି ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନୀହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ । ୯୦ ଦଶକରେ କାଶ୍ମୀରରେ ଘଟିଥିବା ରକ୍ତାକ୍ତ ଘଟଣାକୁ ବଖାଣୁଛି ଏହି ଫିଲ୍ମ । ଘାଟିରେ ସଂଖ୍ୟା ଲଘୁ ହିନ୍ଦୁଙ୍କ ଉପରେ ହୋଇଥିବା ବର୍ବର ଆକ୍ରମଣକୁ ନେଇ ନିର୍ମାଣ!-->…
“ଦି କାଶ୍ମୀର ଫାଇଲ୍ସ” ନିର୍ଦ୍ଦେଶକଙ୍କୁ ମିଳିଲା Y କାଟାଗୋରୀ ସୁରକ୍ଷା
ମୁମ୍ବାଇ: “ଦି କାଶ୍ମୀର ଫାଇଲ୍ସ”ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ମିଳିଲା Y କାଟାଗୋରୀ ସୁରକ୍ଷା। “ଦି କାଶ୍ମୀର ଫାଇଲ୍ସ” ଫିଲ୍ମ ରିଲିଜ ହେବା ପରଠୁ ବିଭିନ୍ନ ଆଡ଼ୁ ବିବେକଙ୍କୁ ଧମକ ମିଳୁଥିବାରୁ ତାଙ୍କୁ ଯୋଗାଇ ଦିଆଯାଇଛି ଏହି ସୁରକ୍ଷା। Y କାଟାଗୋରୀ ସୁରକ୍ଷାର ପ୍ରୋଟକଲ!-->…