Browsing Category

ମନୋରଞ୍ଜନ

ବଲିଉଡ୍‌ ପରେ ହଲିଉଡ୍‌ରେ ଏଣ୍ଟ୍ରି କରିବେ ରିଚା ଚଢା, ମିଳିଲା ବଡ ଅଫର

ମୁମ୍ବାଇ ୦୩।୦୪ : ବଲିଉଡ୍‌ର ଜଣାଶୁଣା ସୁନ୍ଦର ଏବଂ ଷ୍ଟାଇଲିଶ ଦେଖାଯାଉଥିବା ରିଚା ଚଢା ଖୁବ୍‌ ପରିଚିତ। ସେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅଲଗା ଅଲଗା ଚରିତ୍ର ପାଇଁ ବେଶ ଲୋକପ୍ରିୟ। ତାଙ୍କୁ ନେଇ ଏବେ ନୂଆ ଖବର ଶୁଣିବାକୁ ମିଳୁଛି । ବର୍ତ୍ତମାନ ବଲିଉଡରେ ନିଜର ଦମଦାର ଅଭିନୟ କରିବା

ପୁନମ୍‌ଙ୍କ ବିବାଦୀୟ ବୟାନ ; ଚାର୍ଜସିଟ୍‌ରୁ ବଞ୍ଚିଗଲେ ପୁଣି ଟପ୍‌ଲେସ୍‌ ହେବେ ବୋଲି କହିଲେ

ନୂଆଦିଲ୍ଲୀ ୦୨।୦୪ : କଙ୍ଗନା ରଣାୱତ୍‌ ରିଆଲିଟି ଶୋ ‘ଲକ୍ଅପ୍’ରେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି । ଏହି ଶୋ’ରେ ଏଭଳି ଲୋକଙ୍କୁ ନିଆଯାଇଛି, ଯାହାର ନାମ କିଛି ବିବାଦ ସହ ଜଡିତ ଥିଲା। ବିବାଦ କଥା କହିବାକୁ ଗଲେ ପୁନମ୍‌ଙ୍କର ବିବାଦ ସହ ଘନିଷ୍ଠ ସମ୍ପର୍କ ରହିଛି । ପୁନମ୍‌

‘ମଲ୍ହାରି….’ ଗୀତରେ ରଣବୀରଙ୍କ ସହ ନାଚିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରର

ଦୁବାଇ: କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଦିନ ବଲିଉଡ୍ ଅଭିନେତା ରଣବୀର ସିଂହଙ୍କ ଚଳଚ୍ଚିତ୍ର ବାଜିରାଓ ମସ୍ତାନୀ ଚଳଚ୍ଚିତ୍ରର ହିଟ୍ ଗୀତ ‘ମଲ୍ହାରି….’ ର ଲୋକପ୍ରିୟ ଗୀତରେ ନାଚିଥିଲେ। ଏହି ସମୟରେ ରଣବୀର ସିଂହଙ୍କ ବି ମଞ୍ଚରେ ଉପସ୍ଥିତ ଥିଲେ ଓ ଅନୁରାଗ ଠାକୁରଙ୍କ ସହ

ଓସ୍କାର୍‌ରେ ‘DUNE’ର ଜଲୱା, ୱିଲ ସ୍ମିଥ୍‌ ଶ୍ରେଷ୍ଠ ଅଭିନେତା

ଲସ୍‌ ଏଞ୍ଜଲିସ୍‌: ଘୋଷଣା ହୋଇଛି ବହୁ ପ୍ରତିକ୍ଷିତ ଏକାଡେମୀ ଆୱାର୍ଡ ତଥା ଓସ୍କାର ଆୱାର୍ଡ। ଚଳିତ ଓସ୍କାର ସମାରୋହରେ ଦେଖିବାକୁ ମିଳିଛି ‘ଡ୍ୟୁନ’ର ଜଲୱା। ୨୦୨୨ର ଓସ୍କାର ପୁରସ୍କାରରେ ବାଜି ମାରିଛି ‘ଡ୍ୟୁନ’। ସମସ୍ତଙ୍କୁ ପଛରେ ପକାଇ ଏହି ଫିଲ୍ମ ହାତେଇଛି ୬ ଟି ଆୱାର୍ଡ।ବେଷ୍ଟ

ଓସ୍କାର ମଞ୍ଚରେ ଫାଇଟ୍‌, ହୋଷ୍ଟଙ୍କୁ ଚାପୁଡା ମାରିଲେ ୱିଲ୍‌ ସ୍ମିଥ୍‌

ଲସ୍‌ ଏଞ୍ଜଲିସ: ଓସ୍କାର ସମାରୋହରେ ଅଘଟଣ। ମଞ୍ଚରେ ଉପରେ ହେଲା ଲଢ଼େଇ। ରାଗିଗଲେ ଅଭିନେତା। ସର୍ବସମ୍ମୁଖରେ ମଞ୍ଚ ଉପରକୁ ଆସି ହୋଷ୍ଟକୁ ମାରିଲେ ଚାପୁଡା। ଯହାର ଭିଡିଓ ଏବେ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ସିନେମା ଜଗତର ସବୁଠାରୁ ବଡ ପୁରସ୍କାର ଏକାଡେମୀ

ଦ କାଶ୍ମୀର ଫାଇଲ୍‌ସ ଆକାଶଛୁଆଁ: ୩୦୦ କୋଟି କ୍ଲବ୍‌ରେ ସାମିଲ୍ ହେବ

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ମିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍‌ସ’ ୨୦୦ ଟପି ୩୦୦ କୋଟି କ୍ଲବ୍‌ରେ ସାମିଲ୍ ହେବାକୁ ଅଗ୍ରସର ହେଉଛି। ଏପାଖେ ଏହାକୁ ନେଇ ବିବାଦ ଉପୁଜୁଥିବା ବେଳେ ସେପାଖେ ପ୍ରେକ୍ଷାଳୟରେ ଦର୍ଶକଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳୁଛି। କିଏ ସିନେମା ହଲ୍‌ରୁ ବାହାରିବା ବେଳକୁ

ପ୍ରଥମ ଦିନରେ ବିଶ୍ବ ସ୍ତରରେ ୨୫୭.୧୫କୋଟି ଟଙ୍କା ଆୟ କଲା ‘ଆରଆରଆର’

ହାଇଦ୍ରାବାଦ: ପ୍ରଥମ ଦିନରେ ରେକର୍ଡ ସୃଷ୍ଟି କଲା ସାଉଥ୍ ସୁପରଷ୍ଟାର ରାମଚରଣ, ଜୁନିୟର ଏନ.ଟି.ଆର୍, ବଲିଉଡ ସୁପରଷ୍ଟାର ଅଜୟ ଦେବଗନ, ଆଲିଆ ଭଟ୍ଟଙ୍କ ଅଭିନୀତ ‘ଆରଆରଆର୍’। ‘ଆରଆରଆର୍’ ବକ୍ସ ଅଫିସର ଅନେକ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଥିବା ବେଳେ ଫିଲ୍ମଟି ଭାରତରେ ଗୋଟେ ଦିନରେ

ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ RRR

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ RRR । ଏସ୍ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବଲିଉଡ ବିଉଟି ଆଲିୟା ଭଟ୍ଟଙ୍କ ସହ ସାଉଥଷ୍ଟାର ରାମଚରଣ, ଜୁନିୟର ଏନଟିଆର ଏବଂ ଅଜୟ ଦେଗବନଙ୍କ ଦମଦାର ଆକ୍ଟିଂ ଦେଖିବାକୁ ମିଳିଛି । ପ୍ରାୟ ୫୫୦ କୋଟି ଟଙ୍କାରେ ତିଆରି ହୋଇଥିବା

‘ଦି କାଶ୍ମୀର ଫାଇଲ୍ସ’ ଦେଖିବା ପରେ କାଶ୍ମୀରବାସୀଙ୍କୁ ରୁମ୍ ଦେବାକୁ ମନା କଲେ ହୋଟେଲ ମାଲିକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀରେ ଜଣେ ଜମ୍ମୁ କାଶ୍ମୀର ବାସିନ୍ଦାଙ୍କୁ ରୁମ୍ ଦିଆଯାଉ ନଥିବା ଭାଇରାଲ ଭିଡିଓରେ ଦାବି କରାଯାଉଛି । କେବଳ ସେତିକି ନୁହେଁ ଭିଡ଼ିଓରେ ଏହା ମଧ୍ୟ ଦାବି କରାଯାଉଛି ଯେ, ଦିଲ୍ଲୀରେ ଏହି ହୋଟେଲରେ ଜମ୍ମୁ

ଭିତରକନିକାରେ ଚାଲିଲା ବ୍ୟାଟେରି ଚାଳିତ ବୋଟ୍‌

କେନ୍ଦ୍ରାପଡ଼ା: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବ୍ୟାଟେରିଚାଳିତ ବୋଟ୍ ସେବା ଆରମ୍ଭ ହୋଇଛି । ଫାଇବର ପ୍ଲାଷ୍ଟିକ୍‌ରେ (ଏଫ୍‌ଆର୍‌ପି) ପ୍ରସ୍ତୁତ ବୋଟ୍‌ରେ ଇଞ୍ଜିନ୍ ଓ ବ୍ୟାଟେରି ସଂଯୋଗ କରାଯାଇ ଏହାକୁ ପର‌୍ୟ୍ୟଟକଙ୍କ ଲାଗି ଉତ୍ସର୍ଗ କରାଯାଇଛି । ଏହାର ନାଁ 'ଭାନିକ'