Browsing Category

ମନୋରଞ୍ଜନ

ନଟରାଜ ନୃତ୍ୟ ସଙ୍ଗୀତ ଓ ଚିତ୍ର ଉତ୍ସବ ୨୦୨୪ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ କୋଣ ଅନୁ କଣରେ ପରିଚିତ ନଟରାଜ କଳା ମନ୍ଦିର ଫୁଲବାଣୀ ଦ୍ଵାରା ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ନଟରାଜ ନୃତ୍ୟ ସଙ୍ଗୀତ ଓ ଚିତ୍ର ଉତ୍ସବ 2024 ଫୁଲବାଣୀ ସହର ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଧୁମଧାମରେ ଆୟୋଜିତ ହୋଇଯାଇଛି।

ଇଦ୍‌ରେ ସଲମାନ ଖାନଙ୍କ ବାସଭବନ ବାହାରେ ଏକତ୍ରିତ ହୋଇଥିବା ଫ୍ୟାନ୍‌ଙ୍କ ଉପରେ ପୁଲିସର ଲାଠିଚାର୍ଜ

ମୁମ୍ବାଇ: ଇଦ୍‌ର ସ୍ୱତନ୍ତ୍ର ଅବସରରେ ସଲମାନ୍‌ ଖାନ୍‌ଙ୍କ ପ୍ରଶଂସକମାନେ ସୁପରଷ୍ଟାରଙ୍କ ଝଲକ ଦେଖିବା ପାଇଁ ତାଙ୍କ ଗାଲାକ୍ସି ବାସଭବନ ବାହାରେ ଆଜି ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। ଦୁର୍ଭାଗ୍ୟବଶତଃ ଭିଡ଼ ଏତେ ଅସମ୍ଭାଳ ହୋଇପଡ଼ିଥିଲା ଯେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲାଠିଚାର୍ଜ

ଜାତୀୟ ସାଂସ୍କୁତିକ ମହୋତ୍ସବରେ “ପାପ” ଅଧ୍ୟକ୍ଷ ଆନ୍ଧ୍ରରେ ସମ୍ବର୍ଦ୍ଧିତ…

ଭୁବନେଶ୍ୱର : ଆଦିବାସୀ ଉନ୍ନୟନ ପରିଷଦ ଆନୁକୂଲ୍ୟରେ "ରେଲା ପାଣ୍ଡୁମ" ସାଂସ୍କୃତିକ ମହୋତ୍ସବ ଜାତୀୟ ସ୍ତରରେ ସୀମାନ୍ତ ଆନ୍ଧ୍ର ପ୍ରଦେଶର ଆଲ୍ଲୁରି ସୀତାରାମା ରାଜୁ ଜିଲ୍ଲା ଅନ୍ତର୍ଗତ ଚିନ୍ତୁରୁ ମଣ୍ଡଳ ସଦରରେ ତା-୧୧/୦୨/୨୦୨୪ ରିଖ ବିଳମ୍ବିତ ରାତ୍ରରେ ଉଦଯାପିତ ହୋଇଯାଇଛି। ତିନିଦିନ

ଓଡ଼ିଶାରେ ବାହୁବଳୀ ନାୟିକା ଅନୁଷ୍କା ସେଟ୍ଟୀ, ଶୁଟିଂ ସେଟରେ ଭିଡ଼ ଜମାଇଲେ ପ୍ରଶଂସକ

ଜୟପୁର : ବାହୁବଳୀ ଫିଲ୍ମର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବେ ଓଡ଼ିଶାରେ। ଏକ ଫିଲ୍ମର ଶୁଟିଂ ପାଇଁ ଅଭିନେତ୍ରୀ ତାଙ୍କର ଟିମ୍ ସହ ଆସି ଓଡ଼ିଶାର କଶ୍ମୀର କୋରାପୁଟ ଜିଲାର ଜୟପୁରରେ ପହଞ୍ଚିଛନ୍ତି। ଫିଲ୍ମର ଶୁଟିଂ ଲାଗି ଅନୁଷ୍କା ଏବେ ଜୟପୁର ସହରରେ କିଛିଦିନ ହେବ ରହୁଛନ୍ତି।

ଶାହରୁଖ ଖାଁଙ୍କ ପତ୍ନୀ ଗୌରୀଙ୍କୁ ଇଡି ନୋଟିସ୍…

ନୂଆଦିଲ୍ଲୀ: ଶାହରୁଖ ଖାଁଙ୍କ ପତ୍ନୀ ଗୌରୀ ଖାଁ ଅଡ଼ୁଆରେ ପଡ଼ିଯାଇଛନ୍ତି । ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଥାତ୍ ଇଡି ପକ୍ଷରୁ ଏକ ନୋଟିସ୍ ପଠାଯାଇଛି। ଗୌରୀ ଖାଁ ହେଉଛନ୍ତି ରିଅଲ୍ ଇଷ୍ଟେଟ୍ କମ୍ପାନି ତୁଳସୀନୀ ଗ୍ରୁପ୍ ର ବ୍ରାଣ୍ଡ ଆମ୍ବାସାଡର। ୨୦୧୫ରେ…

ସୁନ୍ଦରଗଡ଼ରେ ଜୋନସ୍ତରୀୟ ‘ସର୍ଗି ଫୁଲ୍’ ଶିଶୁ ମହୋତ୍ସବ ଉଦଯାପିତ…

ଅନନ୍ୟ ପ୍ରତିଭା ପ୍ରଦର୍ଶନ ସହ ନୂଆ ଅନୁଭୂତି ନେଇ ଫେରିଲେ ଜନଜାତି ଛାତ୍ରଛାତ୍ରୀ ସୁନ୍ଦରଗଡ଼, ୧୦ ଡିସେମ୍ବର ୨୦୨୩: ସୁନ୍ଦରଗଡ଼ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଚାଲିଥିବା ଜୋନସ୍ତରୀୟ ‘ସରଗି ଫୁଲ୍’ ଶିଶୁ ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି। ଏହି

ଆଜିଠୁ କୋଣାର୍କ ମହୋତ୍ସବ…

କୋଣାର୍କ : ଆରମ୍ଭ ହେବ ଅନ୍ତର୍ଜାତୀୟ କୋଣାର୍କ ମହୋତ୍ସବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି । ଆଜିଠୁ ପୁଣି ଚଳଚଞ୍ଚଳ ହୋଇପଡିବ କୋଣାର୍କ । ଶାସ୍ତ୍ରୀୟ ସଙ୍ଗୀତ, ବାଦ୍ୟ ଆଉ ଘୁଙ୍ଗୁରର ତାଳେତାଳେ ଝୁମିବେ…

ଯାଜପୁର ଜିଲ୍ଲାରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ୍…

ଯାଜପୁର : ଦିନେ ରୋଷେଇ ଶାଳରେ ବସି ରହି ସ୍ୱାମୀଙ୍କ ଠାରୁ ହାତ ଖର୍ଚ୍ଚ ମାଗୁଥିବା ମହିଳା ଏବେ ନିଜେ ସ୍ୱାବଲମ୍ବୀ। ନିଜେ ପରିବାର ଚଳାଇବାକୁ ସକ୍ଷମ । ସରକାରଙ୍କ ମିଶନ ଶକ୍ତି ଯୋଜନାରେ ସାମିଲ ହୋଇ ଏବେ ମହିଳାମାନେ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ। ଏହି…

ତେଲୁଗୁ ମୁଭି ‘ଗାରାଗା’ରେ ନାୟିକା ଭାବେ ନଜର ଆସିବେ ମାଲକାନଗିରିର ମୋନିକା…

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍‌.ଭି ୭୫ ଗ୍ରାମର ମୋନିକା ସମାଦ୍ଦାର ତେଲୁଗୁ ସିନେମାରେ ନାୟିକା ଭାବେ ଅଭିନୟ କରି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି। ଉପାନ୍ତ ଇଲାକାର ଏହି ଯୁବତୀଜଣଙ୍କ ନିଜର ପ୍ରତିଭା, ସୌନ୍ଦର୍ଯ୍ୟ ଓ ନିଖୁଣ ଅଭିନୟ…

ତେଲୁଗୁ ସିନେମା (ଟଲିଉଡ଼)ରେ ନାୟିକା ଭାବେ ନଜର ଆସିବେ ଉପାନ୍ତ ମାଲକାନଗିରିର ଝିଅ…

ମାଲକାନଗିରି,୨୫।୧୧ ମାଲକାନଗିରି ଏକ ପଛୁଆ ଜିଲ୍ଲା ଭାବେ ଗଣତି ହେଉଥିବା ବେଳେ ଦିନକୁ ଦିନ ବିକାଶ ରେ ନୂତନ ଫର୍ଦ୍ଦ ଯୋଡୁଛି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ପରେ ଜିଲ୍ଲାରେ ଆଗେଇ ଚାଲିଛି ବିକାଶ । ତେବେ ଏହା ମଧ୍ୟରେ ଏହି ଜିଲ୍ଲାର ଅନେକ ଯୁବକ ଯୁବତୀ ମଧ୍ୟ ବିକାଶ ସହ ତାଳ