Sign in
Sign in
Recover your password.
A password will be e-mailed to you.
Browsing Category
ମନୋରଞ୍ଜନ
ଅକ୍ଷୟ କୁମାର ଜନ୍ମଦିନରେ ମହାକାଳଙ୍କ ଦର୍ଶନ କରି ଭସ୍ମ ଆଳତୀରେ ହେଲେ ସାମିଲ…
ମୁମ୍ବାଇ : ବଲିଉଡରେ ଖିଲାଡି କହିଲେ ତାଙ୍କୁ ସମସ୍ତେ ଜାଣନ୍ତି । ହଁ ଆଜ୍ଞା ଆମେ କହୁଛୁ ଅକ୍ଷୟ କୁମାରଙ୍କ କଥା । ଆଜି ସେ ତାଙ୍କ ୫୬ତମ ଜନ୍ମଦିନ ପାଳନ କରୁଛନ୍ତି । ଏ ନେଇ ଆଜି ସକାଳୁ ସେ ମହାକାଳ ମନ୍ଦିରରେ ପହଞ୍ଚି ପ୍ରଭୂଙ୍କୁ ଦର୍ଶନ କରିଛନ୍ତି ।…
ଓଁ ଶ୍ରୀ ବିରୂପାକ୍ଷଙ୍କ ତ୍ରୟୋଦଶ ତମ ବିଶାଳ ଭଣ୍ଡାରା ପକ୍ଷରୁ ଦିବାରାତ୍ର ଭଜନ ସମାରୋହ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ଠାରେଓଁ ଶ୍ରୀ ଶ୍ରୀ ବିରୂପାକ୍ଷଙ୍କ ତ୍ରୟୋଦଶ ତମ ବିଶାଳ ଭଣ୍ଡାରା ତରଫରୁ ଭୋଜନ ବ୍ଯବସ୍ଥା ଓ ସମ୍ବଲପୁରୀ ଦିବା ରାତ୍ରି ଭଜନ ସମାରୋହ କାର୍ଯ୍ୟକ୍ରମ ହୋଇଥିଲା l ପ୍ରତିବର୍ଷ ପରି ଏହି ବର୍ଷ ମଧ୍ଯ ମହା ସମାରୋହରେ ପାଳିତ ହୋଇଥିଲା l ଶ୍ରାବଣ ମାସ ଶେଷ!-->!-->!-->…
ବରିଷ୍ଠ ଗୀତିକାର ଦେବ କୋହଲିଙ୍କର ଦେହାନ୍ତ…
ମୁମ୍ବାଇ: ଆଉ ନାହାନ୍ତି ଭାରତୀୟ ସିନେମାର ଜଣାଶୁଣା ଗୀତିକାର ଦେବ କୋହଲି । ଦେବ କୋହଲିଙ୍କ ମୃତ୍ୟୁରେ ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ଦେବ କୋହଲିଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ମୃତ୍ୟୁ ବେଳକୁ ତାଙ୍କୁ…
ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ
ଭୁବନେଶ୍ୱର: ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସପିଟାଲରୁ ଚିକିତ୍ସିତ ହୋଇ ସେ ସୁସ୍ଥ ହୋଇଛନ୍ତି। ପ୍ରଣବ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ ବୋଲି ତାଙ୍କ…
ଗୁଆହାଟୀରେ କାମାକ୍ଷାଙ୍କୁ ଦର୍ଶନ କଲେ କଙ୍ଗନା..
ମୁମ୍ବାଇ: ଗତ କିଛି ଦିନ ହେବ ବିଭିନ୍ନ ଧାର୍ମିକ ସ୍ଥାନ ଯାଉଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ। ଗତ ମାସରେ ସେ ବାବା କେଦାରନାଥ ଓ ହରିଦ୍ୱାର ଯାଇଥିବା ବେଳେ ଆଜି ସେ ଗୁଆହାଟୀର କାମାକ୍ଷା ଶକ୍ତି ପୀଠ ଯାଇ ମାଆ କାମାକ୍ଷାଙ୍କ ଦର୍ଶନ କରିଥିଲେ। ଯାହାର ଫଟୋ ସେ ତାଙ୍କର!-->…
କୋର୍ଟରେ ଆତ୍ମସମର୍ପଣ କଲେ ଅମୀଷା ପଟେଲ
ନୂଆଦିଲ୍ଲୀ : ଏକ ଚେକ୍ ବାଉନ୍ସ ମାମଲାରେ ଶନିବାର ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ରାଞ୍ଚିର ଏକ କୋର୍ଟରେ ଆତ୍ମସମର୍ପଣ କରିଥିଲେ। କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ସହିତ ଜୁନ୍ ୨୧ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏହି ମାମଲାଟି ୨୦୧୮ର। ଝାଡ଼ଖଣ୍ଡର!-->…
ଚାଲିଗଲେ ମହାଭାରତର ‘ଶକୁନି’…
ନୂଆଦିଲ୍ଲୀ : ବି.ଆର ଚୋପ୍ରାଙ୍କ ‘ମହାଭାରତ’ ଧାରାବାହିକରେ ଶକୁନି ଭୂମିକାରେ ଅଭିନୟ କରିଥିବା ଅଭିନେତା ଗୁଫି ପେଣ୍ଟଲ (ସରବଜିତ ସିଂହ ପେଣ୍ଟଲ)ଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।ବାର୍ଦ୍ଧକ୍ୟଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ହେତୁ ତାଙ୍କୁ କିଛି!-->…
ଇଣ୍ଡୋନେସିଆ ରେ ଅନୁଷ୍ଠିତ ବାଲିଯାତ୍ରା ରେ କଳା ପ୍ରଦର୍ଶନ କରିବେ ଛତ୍ରପୁର ର ନୃତ୍ୟ ଗୁରୁ ଅଳକା ସାହୁ ଓ ତାଙ୍କ ସଦସ୍ୟ
ଛତ୍ରପୁର : ଇଣ୍ଡୋନେସିଆ ବାଲି ରେ କଳିଙ୍ଗ ମହୋତ୍ସବ ଅନୁଷ୍ଠିତ ହେବ l କେନ୍ଦ୍ର ସରକାର ,ରାଜ୍ୟ ସରକାର ସହଭାଗିତାରେ ହେବ ଏହି ମହୋତ୍ସବ । ଏହି ଅବସରରେ କଳା ଓ ସଂସ୍କୃତିର ସହର ଛତ୍ରପୁରର ଜୟ ଗଣେଷ କଳା ବିକାଶ କେନ୍ଦ୍ରର ଓଡିଶୀ ନୃତ୍ୟୁ ଗୁରୁ ଅଳକା ସାହୁଙ୍କ ଟିମ ମଧ୍ୟ ଏହି ମହୋତ୍ସବରେ!-->!-->!-->…
ଦକ୍ଷିଣଭାରତୀୟ ଲୋକପ୍ରିୟ ଅଭିନେତା ଶରତବାବୁଙ୍କ ଦେହାନ୍ତ
ଚେନ୍ନାଇ : ଦକ୍ଷିଣ ଭାରତର ଭେଟେରାନ ଅଭିନେତା ଶରତ ବାବୁଙ୍କର ଆଜି ପରଲୋକ ହୋଇଯାଇଛି। ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।ସରତ ବାବୁ ଗତ ମାସ ୨୦ ତାରିଖରୁ ହାସ୍ପିଟାଲରେ ଭର୍ତ୍ତି!-->…
ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଚତୁର୍ଥ ରଜନୀରେ ନାଟକ”ଅପେକ୍ଷାରେ ରାମଚନ୍ଦ୍ର”ରେ ନିଜକୁ ହଜେଇଲେ ଦର୍ଶକ
ବ୍ରହ୍ମପୁର--ସଂସାର ସାରା ସମସ୍ତେ ଲଙ୍କାପତି ରାବଣକୁ ରାମାୟଣର ଖଳ ଚରିତ୍ର ଭାବେ ଜାଣନ୍ତି । ଯିଏ ମାତା ସୀତାଙ୍କୁ ହରଣ କରି ଲଙ୍କା ନେଇଆସିବା ପରେ ପ୍ରଭୁ ରାମଚନ୍ଦ୍ରଙ୍କ ସହ ରାବଣଙ୍କ ହୋଇଥିଲା ଭୀଷଣ ଯୁଦ୍ଧ । ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରିଥିଲେ ପ୍ରଭୁ ରାମ । କିନ୍ତୁ ରାବଣ ନିଜେ!-->…