Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାକୁ ୨୭ ପଦକ
ଭୁବନେଶ୍ୱର: ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତା (ଜୋନ୍ ଏ) ଉଦଯାପିତ ହୋଇଯାଇଛି। କଳିଙ୍ଗ ଷ୍ଟାଡ଼ିୟମର ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ରରେ ୧୧ ତାରିଖରୁ ଆରମ୍ଭ ହୋଇଥିଲା ଏହି ପ୍ରତିଯୋଗିତା।
ଯୁବ ବର୍ଗରେ ଓଡ଼ିଶା ୬ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ!-->!-->!-->…
ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ: ଜଶସ୍ବୀ-ଗିଲ୍ଙ୍କ ଧୂଆଁଧାର ବ୍ୟାଟିଂ
ହରାରେ: ଟିମ୍ ଇଣ୍ଡିଆ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ୫ଟିକିଆ ଟି-୨୦ ମ୍ୟାଚ୍ର ଚତୁର୍ଥ ଟି-୨୦ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଜିମ୍ବାୱେକୁ ୱିକେଟରେ ପରାଜିତ କରି ସିରିଜ୍ ବିଜୟୀ ହୋଇଛି। ପଞ୍ଚମ ଟି-୨୦ରେ ଟିମ୍ ଇଣ୍ଡିଆର ବିଜୟ ଅବା ପରାଜୟ ସିରିଜ୍ ବିଜୟ ଉପରେ କୌଣସି ପ୍ରଭାବ ପକାଇବ!-->…
ତୃତୀୟ ଟି-୨୦: ଜିମ୍ବାୱେକୁ ୨୩ ରନ୍ରେ ହରାଇଲା ଭାରତ
ହରାରେ: ହରାରେ ଆଜି ଖେଳାଯାଇଥିବା ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ରେ ଜିମ୍ବାୱେକୁ ୨୩ ରନ୍ରେ ପରାସ୍ତ କରିଛି ଭାରତ। ଏହା ସହିତ ଏହି ସିରିଜ୍ରେ ୨-୧ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ।
ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୧୮୨ ରନ୍ କରିଥିବା ବେଳେ ଜିମ୍ବାୱେ ୬ ୱିକେଟ ହରାଇ!-->!-->!-->…
କିଶୋର ଜେନା ଏବଂ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ୱର: ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା କିଶୋର ଜେନା ଏବଂ ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କାର!-->…
ଦ୍ୱିତୀୟ ଟି-୨୦ରେ ଜିମ୍ବାୱେକୁ ୧୦୦ ରନରେ ପରାସ୍ତ କଲା ଭାରତ
ହରାରେ : ଶନିବାର ଅପ୍ରତ୍ୟାଶିତ ଢଙ୍ଗରେ ଭାରତର ଯୁବ ବାହିନୀ ଜିମ୍ବାୱେ ଠାରୁ ହାରି ଯାଇଥିଲା। ହେଲେ ୨୪ ଘଣ୍ଟା ଭିତରେ ଜିମ୍ବାୱେ ଠାରୁ ଏହାର ମଧୁର ପ୍ରତିଶୋଧ ନେଇ ଶୁବମନ ଗିଲଙ୍କ ଭାରତୀୟ ଟିମ।ଦ୍ୱିତୀୟ ଟି-୨୦ରେ ଭାରତୀୟ ଟିମ ଜିମ୍ବାୱେକୁ ବିଶାଳ ୧୦୦ ରନରେ ପରାସ୍ତ କରିଛି। ପ୍ରଥମେ!-->…
ରାଜ୍ୟସ୍ଥରିୟ ୩୭ତମ ଟାଇକୋଣ୍ଡୋ ଚମ୍ପିୟାନସିପ ୨୦୨୪ ରେ ଭାଗ ନେଲେ ଜାଗୁଆର ଟାଇକୋଣ୍ଡୋ ଏକାଡେମି ର ଛାତ୍ର ଛାତ୍ରୀ..
ହିଞ୍ଜିଳିକାଟୁ ୫!୭ ରାଜ୍ୟସ୍ଥରିୟ ୩୭ତମ ଟାଇକୋଣ୍ଡୋ ଚମ୍ପିୟାନସିପ ୨୦୨୪ ଜୁଲାଇ ୫ ଓ ୬ ତାରିଖ ଦୁଇଦିନ ଧରି ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ, କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ଚମ୍ପିୟାନସିପ ରେ କେଡେଟ, ଜୁନିଅର ଓ ସିନିଅର ୪୫୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଛନ୍ତି । ହିଞ୍ଜିଳିକାଟୁ!-->…
ରୋହିତ ଓ ବିରାଟଙ୍କ ପରେ ଅନ୍ତର୍ଜାତୀୟ ଟି-୨୦ରୁ ଜାଡେଜାଙ୍କ ଅବସର
ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ବିଦାୟ ନେଇଛନ୍ତି ସାର୍ ରବୀନ୍ଦ୍ର ଜାଡେଜା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ଵକପ ଫାଇନାଲ ଜିତି ଭାରତ ଟାଇଟଲ ବିଜୟୀ ହେବା ପରେ ଜାଡେଜା ଅବସର ଘୋଷଣା କରିଛନ୍ତି। ପୂର୍ବରୁ ରୋହିତ ଶର୍ମା ଏବଂ ବିରାଟ କୋହଲି ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ଅବସର!-->…
ରୋହିତ-ବିରାଟଙ୍କୁ ଶୁଭେଚ୍ଛା, ସୂର୍ଯ୍ୟଙ୍କ କ୍ୟାଚ୍କୁ ପ୍ରଶଂସା: ଟିମ୍ ଇଣ୍ଡିଆ ସହ କଥା ହେଲେ ମୋଦି
ଟି-୨୦ ବିଶ୍ୱକପ୍ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ। ବିଶ୍ୱକପ୍ ବିଜୟୀ ହେବା ପରେ ଭାରତୀୟ କ୍ରିକେଟ ଟିମ୍କୁ ଛୁଟିଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତୀୟ କ୍ରିକେଟ୍ ଦଳ ସହ ଫୋନ୍ରେ କଥା ହୋଇ ସମଗ୍ର ଦଳକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।
ସେ!-->!-->!-->…
ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ
ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇଲା ଭାରତ
ବ୍ରିଜଟାଉନ : ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହୋଇଛି । ବାର୍ବାଡୋସର ବ୍ରିଜଟାଉନଠାରେ ଶନିବାର ଖେଳାଯାଇଥିବା ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି । ୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ!-->!-->!-->…
ଶେଫାଲି ବର୍ମାଙ୍କ ରେକର୍ଡ ବ୍ରେକିଂ ଡବଲ ଟନ୍, ଇତିହାସ ରଚିଲା ଭାରତୀୟ ମହିଳା ଟିମ୍
ନୂଆଦିଲ୍ଲୀ : ଭାରତୀୟ ମହିଳା ଦଳର ଡାଇନାମିକ ତଥା ଯୁବ ଓପନର ଶେଫାଲି ବର୍ମା ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ମହିଳା ଟେଷ୍ଟ କ୍ରିକେଟରେ ଦ୍ରୁତତମ ଦୁଇ ଶତକ ହାସଲ କରିବାର ରେକର୍ଡର ଅଧିକାରୀ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଏକମାତ୍ର ଟେଷ୍ଟର ପ୍ରଥମ ଦିନରେ ୨୦ ବର୍ଷୀୟ ଶେଫାଲି!-->…