Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ବିଶ୍ୱକପ ୨୦୨୩: ଅକ୍ଟୋବର ୧୫ ନୁହେଁ, ୧୪ରେ ଭାରତ-ପାକ୍ ଲଢ଼େଇ!
ନୂଆଦିଲ୍ଲୀ: ଆସନ୍ତା ଦିନିକିଆ ବିଶ୍ୱକପ ୨୦୨୩ର ସବୁଠାରୁ ହାଇଭୋଲଟେଜ ଭାରତ-ପାକିସ୍ତାନ ମ୍ୟାଚ୍ର ତାରିଖ ବଦଳିବ। ବିସିସିଆଇ ଓ ଆଇସିସି ମିଳିତ ଭାବେ ବିଶ୍ୱକପ ମ୍ୟାଚ୍ ସୂଚୀ ଜାରି କରିବା ବେଳେ ଏହି ମହାମୁକାବିଲା ଅକ୍ଟୋବର ୧୫ରେ ହେବ ବୋଲି କହିଥିଲେ।କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏହାକୁ!-->…
ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ
ହିଞ୍ଜିଳିକାଟୁ ୩୦।୭ ରାଜ୍ୟ ବେଡମିଣ୍ଟନ ଆସୋସିଏସନ ପକ୍ଷରୁ ହିଞ୍ଜିଳିକାଟୁ ଇନଡୋର ଷ୍ଟାଡିୟମଠାରେ ଚାଲିଥିବା ୧୯ବର୍ଷରୁ କମ୍ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ରବିବାର ଦିନ ଉଦଯାପିତ ହୋଇଛି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲାରୁ ୧୩୦ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ।!-->…
୨୦୨୩ ଦିନିକିଆ ବିଶ୍ୱକପ୍ : ସମସ୍ତ ଷ୍ଟାଡିୟମ୍ର ଅନୁଧ୍ୟାନ ପାଇଁ ଭାରତରେ ଆଇସିସି ଦଳ
ନୂଆଦିଲ୍ଲୀ: ଭାରତରେ ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଦିନିକିଆ ବିଶ୍ବକପ୍ ଆୟୋଜନ ହେବ। ଏହି ବିଶ୍ବକପ୍ର ସମସ୍ତ ମ୍ୟାଚ୍ ୧୦ଟି ସହରରେ ଖେଳାଯିବ। ଏହି ୧୦ଟି ସହର ହେଲା- ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନଇ, ଦିଲ୍ଲୀ, ଧର୍ମଶାଳା, ହାଇଦରାବାଦ, କଲକାତା, ଲକ୍ଷ୍ନୌ, ମୁମ୍ବଇ ଓ!-->…
ଏସୀୟ ଯୁବ ଭାରୋତ୍ତୋଳନ: ଜ୍ୟୋତ୍ସ୍ନାଙ୍କୁ କାଂସ୍ୟ
ଭୁବନେଶ୍ବର: ଉତ୍ତରପ୍ରଦେଶର ଗ୍ରେଟର୍ ନୋଏଡ଼ାରେ ଚାଲିଥିବା ଏସୀୟ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛନ୍ତି ଓଡ଼ିଆ ଝିଅ ଜ୍ୟୋତ୍ସ୍ନା ସବର। ୪୦ କିଲୋଗ୍ରାମ ଓଜନ୍ ବର୍ଗରେ ଜ୍ୟୋତ୍ସ୍ନା ସ୍ନାଚ୍ରେ ୫୫ କିଲୋଗ୍ରାମ, କ୍ଲିନ୍ ଆଣ୍ଡ୍ ଜର୍କରେ ୬୪ କିଲୋଗ୍ରାମ ସହ ମୋଟ ୧୧୯!-->…
ଇତିହାସ ରଚିଲେ ପାକିସ୍ତାନୀ କ୍ରିକେଟର ସାଉଦ୍ ସକିଲ୍
କଲମ୍ବୋ : ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ କଲମ୍ବୋରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରି ଇତିହାସ ରଚିଛନ୍ତି ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସାଉଦ୍ ସକିଲ । ସକିଲ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ୭ ଟି ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିବାରେ ବିଶ୍ୱର ପ୍ରଥମ କ୍ରିକେଟର!-->…
ହର୍ମନପ୍ରୀତ୍ ଏସିଆଡ୍ର ପ୍ରଥମ ଦୁଇ ମ୍ୟାଚ୍ ଖେଳିବା ନେଇ ଆଶଙ୍କା
ମୁମ୍ବାଇ : ଭାରତୀୟ ମହିଳା ଦଳର ଅଧିନାୟିକା ହର୍ମନପ୍ରୀତ୍ କୌର ଏସୀୟ କ୍ରୀଡ଼ାର ପ୍ରଥମ ଦୁଇ ମ୍ୟାଚ୍ରେ ଖେଳିବାରୁ ବଞ୍ଚିତ ହୋଇପାରନ୍ତି। ନିକଟରେ ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ ସମୟରେ ୱିକେଟ୍କୁ ବ୍ୟାଟ୍ରେ ମାରି ଭାଙ୍ଗିବା ଏବଂ ଅମ୍ପାୟାରଙ୍କ ବିରୋଧରେ କଟୁ ମନ୍ତବ୍ୟ!-->…
କୋଚ୍ଙ୍କୁ ବାହାହେଲେ ଟେନିସ୍ କୁଇନ୍ କ୍ବିତୋଭା
ପ୍ରାଗ୍: ଦୁଇ ଥର ୱିମ୍ବଲଡନ୍ ଓପନ୍ ବିଜୟିନୀ ତଥା ଚେକ୍ ରିପବ୍ଲିକ୍ର ଟେନିସ୍ କୁଇନ୍ ପେଟ୍ରା କ୍ବିତୋଭା ଦୀର୍ଘ ଦିନର ପ୍ରେମୀ ତଥା ପ୍ରଶିକ୍ଷକ ଜିରି ଭାନେକଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି। ଚେକ୍ ରିପବ୍ଲିକ୍ର ରାଜଧାନୀ ପ୍ରାଗ୍ ଉପକଣ୍ଠରେ ଥିବା ଏକ ବିଳାଶପୂର୍ଣ୍ଣ ରିସୋର୍ଟରେ!-->…
୪ର୍ଥ କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ
ଫୁଲବାଣୀ :କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଜିଲ୍ଲା କ୍ରୀଡା ଇଣ୍ଡୋର ହଲ ଠାରେ ଫୁଲବାଣୀ ମାର୍ଶାଲ ଆର୍ଟ୍ସ ଏକାଡେମୀ ଓ କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ସଙ୍ଘ ମିଳିତ ସହଯୋଗରେ ଚତୁର୍ଥ କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗିତା ଦୁଇଟି!-->!-->!-->…
ଅଗଷ୍ଟ ୧୨ରେ ଡବ୍ଲ୍ୟୁଏଫ୍ଆଇ ନିର୍ବାଚନ
ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୧୨ ତାରିଖରେ ଭାରତୀୟ ରେସଲିଂ ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ମହାସଂଘ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି । ତେବେ ଏହି ନିର୍ବାଚନ ପ୍ରକ୍ରିୟାରେ ମତଦାନରୁ ମହାରାଷ୍ଟ୍ର ବଞ୍ଚିତ ହେବ ବୋଲି ରିଟର୍ଣ୍ଣିଂ ଅଫଇସର୍ ଜଷ୍ଟିସ୍!-->…
ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରସ୍ତୁତ ବୈଠକ
ହିଞ୍ଜିଳିକାଟୁ ୨୧।୭ ହିଞ୍ଜିଳିକାଟୁ ରେ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ଵ୍ୟାଡମିଣ୍ଟନ ପ୍ରତିଯୋଗିତା ଆସନ୍ତା ୨୮ ତାରିଖ ଠାରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।ଏ ନେଇ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳୟ ପରିସରର ସଭାଗୃହରେ ପାକପ୍ରସ୍ତୁତି ବୈଠକ ଅନୁଷ୍ଠିତ!-->…