Browsing Category

ଖେଳ

ଆଇପିଏଲ-୨୦୨୩ର କ୍ୱାଲିଫାୟର ଓ ଏଲିମିନେଟର ମ୍ୟାଚ ପାଇଁ ଆରମ୍ଭ ହେଲା ଟିକେଟ ବିକ୍ରି

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ ସିଜିନର ଶେଷ ଲିଗ୍ ମ୍ୟାଚ୍ ମେ ୨୧ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ | ଏହା ପରେ ପ୍ରଥମ ଯୋଗ୍ୟତା(କ୍ୱାଲିଫାୟର) ମ୍ୟାଚ ମେ ୨୩ରେ ଖେଳାଯିବ | ମେ ୨୪ରେ ଏଲିମିନେଟର ମ୍ୟାଚ୍ ଖେଳାଯିବ | ଏହି ଦୁଇଟି ମ୍ୟାଚ୍ ଚେନ୍ନାଇର

ସଚିନଙ୍କ ରେକର୍ଡ ଭାଙ୍ଗିଲେ ଗୁଜୁରାଟ ଟାଇଟନ୍ସ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ

ନୂଆଦିଲ୍ଲୀ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ସୋମବାର ଖେଳାଯାଇଥିବା ଆଇପିଏଲ ୨୦୨୩ର ୬୨ ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଗୁଜୁରାଟ ଟାଇଟନ୍ସ ବ୍ୟାଟ୍ସମ୍ୟାନ ଶୁଭମନ୍‌ ଗିଲ ୫୮ ବଲ୍‌ରୁ ଶତକ (୧୦୧ ରନ୍‌, ୫୮ ବଲ୍, ୧୩ ଚୌକା, ୧ ଛକା) ଅର୍ଜନ କରିଥିଲେ | ତେବେ

ରାଜସ୍ଥାନର ଶୋଚନୀୟ ପରାଜୟ…

ଜୟପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୧୬ତମ ସଂସ୍କରଣର ୬୦ତମ ମ୍ୟାଚରେ ରବିବାର ରାଜସ୍ଥାନ ରୟାଲ୍ସକୁ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୧୨ ରନରେ ପରାସ୍ତ କରିଛି। ଜୟପୁରସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମରେ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ରାଜସ୍ଥାନ ଟିମ୍‌

କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ନାରାୟଣପୁର ବିଜୟୀ

ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକଅନ୍ତର୍ଗତ ଇନ୍ତାଲିଗୁଡା ଗ୍ରାମରେ ମା ଆଲମୋତି କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମେଚେ୍ ରେ ନାରାୟଣପୁର ୧୪, ଅଭର ୧ବୋଲରେ ୮ଉଇକେଟ ରେ ୧୩୧ ରନ କରି ବିଜୟ ଲାଭ କରିଛି।ନିକଟତମ ପ୍ରତିଦ୍ବନ୍ଦୀ ଭାରତପୁରିସି ୧୫ଅଭରରେ ୬

ଆଇପିଏଲ : ହାଇଦ୍ରାବାଦକୁ ୭ ଓ୍ବିକେଟରେ ହରାଇଲା ଲକ୍ଷ୍ନୌ

ହାଇଦ୍ରାବାଦ : ହାଇଦ୍ରାବାଦଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ୫୮ତମ ମ୍ୟାଚରେ ହାଇଦ୍ରାବାଦକୁ ୭ ଓ୍ବିକେଟରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜାୟାଣ୍ଟସ । ହାଇଦ୍ରାବାଦ ଦ୍ବାରା ରଖାଯାଇଥିବା ୧୮୩ରନର ଲକ୍ଷ୍ୟକୁ ଲକ୍ଷ୍ନୌ ୧୯.୩ ତମ ଓଭରରେ ୩ ଓ୍ବିକେଟ ହରାଇ ୧୮୫ ରନ କରି ହାସଲ କରିନେଇଥିଲା ।

ଆଇପିଏଲ୍‌: ଚେନ୍ନାଇର ପ୍ଲେ ଅଫ୍ ଆଶା ଉଜ୍ଜୀବିତ

ଚେନ୍ନାଇ: ଦିଲ୍ଲୀ କ୍ୟାପିଟାଲ୍ସ ସହ ଚଳିତ ଆଇପିଏଲ୍‌ରେ ହୋଇଥିବା ପ୍ରଥମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସ ବାଜି ମାରି ନେଇଛି। ବୁଧବାର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଘରୋଇ ଚେନ୍ନାଇ ୨୭ ରନ୍‌ରେ ଦିଲ୍ଲୀକୁ ହରାଇଛି। ଚେନ୍ନାଇ ପକ୍ଷରୁ ଧାର୍ଯ୍ୟ ୧୬୮ ରନ୍‌ର ଲକ୍ଷ୍ୟକୁ ପିଛା

ଅକ୍ଟୋବର ୫ରୁ ଆରମ୍ଭ ହେବ ଆଇସିସି ଏକଦିବସୀୟ ବିଶ୍ୱକପ୍

ନୂଆଦିଲ୍ଲୀ: ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବ ଆଇସିସି ଓଡିଆଇ କ୍ରିକେଟ୍ ବିଶ୍ୱକପ୍ ୨୦୨୩। ବର୍ତ୍ତମାନ ଏହି ବିଶ୍ୱକପକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ‘କ୍ରିକବଜ୍ ଡଟ୍ କମ୍’ର ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୫ତାରିଖରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ

ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌: ରାହୁଲଙ୍କ ସ୍ଥାନରେ ଈଶାନ

ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ଲାଗି ଆହତ କେଏଲ୍‌ ରାହୁଲଙ୍କ ସ୍ଥାନରେ ଭାରତୀୟ ୱିକେଟ୍‌କିପର୍ ବ୍ୟାଟର୍‌ ଈଶାନ କିଶନଙ୍କୁ ସାମିଲ କରିଛି। ବିସିସିଆଇ ବରିଷ୍ଠ ଚୟନ କମିଟି କେଏଲ୍‌ ରାହୁଲଙ୍କ ବଦଳ ଖେଳାଳି ଭାବେ ଈଶାନ କିଶନ ନାମ ଘୋଷଣା କରିଛି।

ଧୋନି ଥିଲେ ୩ଥର ଟ୍ରଫି ଜିତି ସାରନ୍ତାଣି ଆରସିବି: ୱସିମ ଅକ୍ରମ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆରମ୍ଭ ହେବାର ୧୬ବର୍ଷ ବିତିଛି। ଏହି ୧୬ବର୍ଷ ଭିତରେ ଅନେକ କିଛି ବଦଳି ଥିବା ବେଳେ ୨ଟି ଜିନିଷ ଏବେ ବି ଅପରିବର୍ତ୍ତିତ ରହିଛି। ୧୬ବର୍ଷ ହେଲାଣି ‌ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଏବଂ ବିରାଟ କୋହଲି

ମାତ୍ର ୩୨ବର୍ଷ ବୟସରେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ଧାବିକାଙ୍କ ହେଲା ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ଅଲିମ୍ପିକ୍ସ ମେଡାଲିଷ୍ଟ ଓ ବିଶ୍ବ ଚମ୍ପିଆନ ରହିଥିବ‌ା ଆମେରିକାର ସ୍ପ୍ରିଣ୍ଟର ଓ ଲଙ୍ଗ ଜମ୍ପ ଖେଳାଳି ଟୋରି ବୋଇଙ୍କ ପରଲୋକ ହୋଇଛି। ଆମେରିକାର ଆଥଲେଟିକ୍ସ ଫେଡରେସନ ଓ ଟୋରିଙ୍କ ମ୍ୟାନେଜମେଣ୍ଟ ଏଜେନ୍ସି ପକ୍ଷରୁ ଏହି ଦୁଃଖଦ ଘଟଣା ସମ୍ପର୍କରେ ସୂଚନା