Browsing Category

ଖେଳ

ଭେଙ୍କଟେଶଙ୍କ ବିଶ୍ବକପ୍‌ ସ୍ବପ୍ନରେ ପ୍ରତିବନ୍ଧକ ସାଜିଛି ‘ଇମ୍ପାକ୍ଟ ପ୍ଲେୟାର’ ନିୟମ

ନୂଆଦିଲ୍ଲୀ: ଗତ ଦେଢ ବର୍ଷ ଧରି ଭେଙ୍କଟେଶ ଆୟରଙ୍କ ଖେଳଜୀବନ ଉତ୍‌ଥାନ-ପତନ ଦେଇ ଗତି କରୁଛି। ଭାରତର ଜଣେ ଉଦୀୟମାନ ଦ୍ରୁତ ବୋଲର ଭାବେ ସେ ଉଭା ହୋଇଥିଲେ ବି ତାଙ୍କୁ ଏବେ ଏଡ଼ାଇ ଦିଆଯାଇଛି। ଏବେ ସେ ଆହତ ସମସ୍ୟାରୁ ମୁକୁଳିସାରିଥିଲା ବେଳେ ପୁଣି ଥରେ ଜାତୀୟ ସମ୍ମାନ ଫେରିପାଇବା ପାଇଁ

ଆଇପିଏଲ : ପଞ୍ଜାବକୁ ୨୪ ରନରେ ହରାଇଲା ବାଙ୍ଗାଲୋର୍

ମୋହାଲି : ମୋହାଲିଠାରେ ଖେ​ଳାଯାଇଥିବା ଆଇପିଏଲର ୨୭ତମ ମ୍ୟାଚରେ ପଞ୍ଜାବକୁ ୨୪ ରନରେ ପରାସ୍ତ କରିଛି ବାଙ୍ଗାଲୋର । ପଞ୍ଜାବ ଆଗରେ ୧୭୫ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ପଞ୍ଜାବ ୧୮.୨ ଓଭରରେ ୧୫୦ରନ କରି ଅଲଆଉଟ୍ ହୋଇଯାଇଥିଲା । ପଂଜାବ ପକ୍ଷରୁ ପ୍ରଭସିମରନ ସିଂ ୪୬ରନ ଓ ଜିତେଶ ଶର୍ମା

ନିଜର ଛାଡ଼ପତ୍ରକୁ ନେଇ ମୁହଁ ଖୋଲିଲେ ଶିଖର ଧାୱନ…

ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର କ୍ରିକେଟର ଶିଖର ଧାୱନ ତାଙ୍କ ସ୍ତ୍ରୀ ଆୟେଶା ମୁଖାର୍ଜ୍ଜୀଙ୍କ ଠାରୁ ଅଲଗା ହେବାର ଅନେକ ଦିନ ବିତିଗଲାଣି। ଶିଖର ଓ ଆୟେଶାଙ୍କ ଏକ ପୁତ୍ର ସନ୍ତାନ ବି ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ କ୍ରିକେଟର ପତ୍ନୀଙ୍କ ସହ ଛାଡ଼ପତ୍ରକୁ ନେଇ କେବେ ମୁହଁ ଖେଲି

ରଣଜୀ ଟ୍ରଫି ବିଜେତାଙ୍କୁ ମିଳିବ ୫ କୋଟି: ଘରୋଇ ପ୍ରତିଯୋଗିତାଗୁଡ଼ିକର ପୁରସ୍କାର ରାଶି ବଢ଼ିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ରବିବାର ଘରୋଇ ପ୍ରତିଯୋଗିତାଗୁଡ଼ିକ ପାଇଁ ପୁରସ୍କାର ରାଶି ବୃଦ୍ଧି କରିଛି। ଏନେଇ ବିସିସିଆଇ ସଂପାଦକ ଜୟ ଶାହା ଘୋଷଣା କରିଛନ୍ତି। ବିସିସିଆଇର ଏହି ଘୋଷଣା ମୁତାବକ ଚଳିତ ବର୍ଷର ରଣଜୀ ଟ୍ରଫି ବିଜେତା ୫ କୋଟି ଟଙ୍କାର ପୁରସ୍କାର

ପୁଲିସ ବ୍ରଦରହୁଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ…

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ମାଦିକୁନ୍ଦା ରିଜର୍ଭ ପଡିଆ ଠାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ରଙ୍କ ତତ୍ତ୍ୱାବଧାନରେ ପୁଲିସ ବ୍ରଦରହୁଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି l ଏହି ଟୁର୍ଣ୍ଣାମେଣ୍ଟ ଜିଲ୍ଲାରେ କର୍ତ୍ତବ୍ୟରତ ବିଭିନ୍ନ ସୁରକ୍ଷା ବାହିନୀଙ୍କ

ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବନ୍ଧୁତ୍ୱ ମ୍ୟାଚରେ ଲିଜେଣ୍ଟ ୱାରୀୟର ବିଜୟୀ

ବ୍ରହ୍ମପୁର -ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ଜୁନିୟର କ୍ରିକେଟ କ୍ଲୁବ ପକ୍ଷରୁ ପଞ୍ଚମ ଜ଼ିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ କ୍ରିକେଟ ଟୁର୍ନାମେଣ୍ଟର ବନ୍ଧୁତ୍ୱ ମ୍ୟାଚରେ ଲିଜେଣ୍ଟ ୱାରୀୟର ବନାମ ଲିଜେଣ୍ଟ ଚମ୍ପିୟେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଲିଜେଣ୍ଟ ଚମ୍ପିୟେନ ଟସ ଜିତି

ରାଉରକେଲାରେ ‘ଆଇପିଏଲ୍‌ ଫ୍ୟାନ୍‌ ପାର୍କ‌’

ରାଉରକେଲା : ବଡ଼ ପରଦାରେ ଆଇପିଏଲ୍‌ ମ୍ୟାଚ୍‌ର ସିଧା ପ୍ରସାରଣ ହେବ। ଲାଇଭ୍‌ ମ୍ୟାଚ୍‌ର ମଜା ନେବାର ସୁଯୋଗ ପାଇବେ କ୍ରିକେଟପ୍ରେମୀ। ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବା ଭଳି ଅନୁଭୂତି ପାଇବେ। କ୍ରିକେଟ୍‌ପ୍ରେମୀଙ୍କୁ ଏସବୁ ସୁବିଧା ଯୋଗାଇବାକୁ ଖୋଦ୍‌ ବିସିସିଆଇ ପକ୍ଷରୁ ‘ଫ୍ୟାନ୍‌

ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ : ଦ୍ୱିତୀୟ ସେମିଫାଇନାଲରେ ଆସ୍କା ପାନାସୋନିକ କ୍ରିକେଟ କ୍ଲବ ବିଜୟୀ

ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ଜୁନିୟର କ୍ରିକେଟ କ୍ଲୁବ ପକ୍ଷରୁ ପଞ୍ଚମ ଜ଼ିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଆସ୍କା ପାନlସୋନିକ କ୍ରିକେଟ କ୍ଲୁବ ବନାମ ଲିଡସ ସ୍ପୋର୍ଟିଙ୍ଗ କ୍ଲୁବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଆସ୍କା

ଆଇପିଏଲ ରୋମାଞ୍ଚ ଜାରି : ଶେଷ ବଲରେ ବାହାରିଲା ରେଜଲ୍ଟ

ଚଳିତ ଆଇପିଏଲରେ ପ୍ରତିଦିନ କ୍ରିକେଟ ପ୍ରେମୀ ରୋମାଞ୍ଚକର ମ୍ୟାଚ୍‌ ଦେଖିବାରେ ଲାଗିଛନ୍ତି। ପୁଣିଥରେ ଗୋଟିଏ ମ୍ୟାଚ୍‌ର ରେଜଲ୍ଟ ଶେଷ ବଲରେ ବାହାରିଛି। ପ୍ରଥମେ କୋଲକାତା ନାଇଟ ରାଇଡର୍ସ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ନିଜ ନିଜର ମ୍ୟାଚ୍‌ ଶେଷ ବଲରେ ବେଶ ଚମତ୍କାର ଢଙ୍ଗରେ ଜିତିଥିଲେ। ଏହି

ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ ତୃତୀୟ ଦିନ : ଲିଡସ ସ୍ପୋଟିଙ୍ଗ କ୍ଲୁବ ବିଜୟୀ…

ବ୍ରହ୍ମପୁର -ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ଜୁନିୟର କ୍ରିକେଟ କ୍ଲୁବ ପକ୍ଷରୁ ପଞ୍ଚମ ଜ଼ିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ କ୍ରିକେଟ ଟୁର୍ନାମେଣ୍ଟର ତୃତୀୟ ଦିନ ଲିଡସ ସ୍ପୋର୍ଟିଙ୍ଗି କ୍ଲୁବ ବନାମ ଜେସିସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଜେସିସି ଦଳ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗର