Browsing Category

ଖେଳ

‘ମୁଁ ସବୁଦିନ ପାଇଁ ଖେଳିବି ନାହିଁ’ – ବିରାଟ କୋହଲି

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ମ୍ୟାଚରେ ୧୧୩ ରନର ସ୍କୋର କରି ବିଜୟୀ ଇନିଂସ ପାଇଁ ବିରାଟ କୋହଲିଙ୍କୁ ମଙ୍ଗଳବାର ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ମିଳିଥିଲା। କୋହଲି ମ୍ୟାଚ୍‌ରେ ୮୮ଟି ବଲରେ ୧୧୩ ରନର ଇନିଂସ ଖେଳିଥିବାରୁ ଭାରତ ୭ ୱିକେଟ ହରାଇ ୩୭୩ ରନ ଭଳି ଏକ ବଡ଼

ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା : ସେମିଫାନାଲରେ ପ୍ରବେଶ କଲେ ୮ଟି ଟିମ୍…

ସୁନ୍ଦରଗଡ଼ : ହକି ବିଶ୍ୱକପ ଅବସରରେ ସୁନ୍ଦରଗଡ଼ର ଭବାନି ଭବନ ଷ୍ଟାଡିୟମଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତାର ପୁଲ୍ ମ୍ୟାଚ ଶେଷ ହୋଇଛି। ଉଭୟ ପୁରୁଷ ଓ ମହିଳା ବର୍ଗରେ ଜାନୁଆରି ୭ରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତାରେ ମୋଟ ୨୪ଟି ଟିମ୍ ଭାଗ ନେଇଥିଲେ। ସେଥିମଧ୍ୟରୁ ୮ଟି

ଲାଇନପଡା କଲେଜରେ ତିନି ଦିନିଆ ୨୩ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ…

ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଲାଇନପଡ଼ା କୁଇଦିନା ଇନ୍ଦିରା ଗାନ୍ଧୀ ସ୍ମାରକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକ ଡ଼କ୍ଟର ତ୍ରୈଲୋକ୍ୟେନାଥ ସେନାପତିଙ୍କ ଅଧ୍ୟକ୍ଷତାରେତିନିଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଅନିଷ୍ଠିତ ହୋଇ ଯାଇଛି l ଏହି ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ଭାବେ

ହକି ବିଶ୍ୱକପ୍‌ ଉଦଘାଟନୀ ପାଇଁ ଆସନ୍ତାକାଲି ରାଜ୍ୟରେ ଦିନ ୧ ଟାରୁ ସ୍କୁଲ ଛୁଟି..

ଭୁବନେଶ୍ୱର: ହକି ବିଶ୍ୱକପ୍‌ ଉଦଘାଟନୀ ପାଇଁ ଆସନ୍ତାକାଲି ଅର୍ଥାତ ବୁଧବାର ସମଗ୍ର ରାଜ୍ୟରେ ଦିନ ୧ଟାରୁ ସ୍କୁଲ ଛୁଟି ରହିବ। ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ରହିବ। ପିଲାମାନେ ଉଦ୍‌ଘାଟନୀ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ ସ୍କୁଲ

ହକି ପାଇଁ ଦୁଲୁକିବ ବାରବାଟୀ, ଆସନ୍ତାକାଲି ହେବ ଭବ୍ୟ ଉଦ୍‌ଘାଟନ…

କଟକ : ମୈଦାନ ପ୍ରସ୍ତୁତ। ପହଞ୍ଚି ସାରିଛନ୍ତି ସବୁ ଦେଶର ଖେଳାଳି। ୧୩ ତାରିଖରୁ ଆରମ୍ଭ ହେବ ହକି ମହାକୁମ୍ଭ। ଆସନ୍ତା କାଲି ରହିଛି ଉଦ୍‌ଘାଟନୀ ଉତ୍ସବ। ଦୁଲୁକିବ ବାରବାଟୀ। ମଞ୍ଚରେ ଜଲଓ୍ଵା ଦେଖାଇବେ ରଣବୀର ସିଂ, ଦିଶା ପଟ୍ଟାନୀ। ଦେଖିବାକୁ ମିଳିବ ଅତ୍ୟାଧୁନିକ ଡ୍ରୋନ୍‌ ସୋ।

ରାଉରକେଲାରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା : ଭାଗନେଲେ ୬୫୬ ଜଣ ପ୍ରତିଯୋଗୀ…

ସୁନ୍ଦରଗଡ଼ /ରାଉରକେଲା : ହକି ବିଶ୍ୱକପ୍ ପାଇଁ ସୁନ୍ଦରଗଡ଼ ଜିଲ୍ଲାବ୍ୟାପୀ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା କରାଯାଉଛି। ଏହି ଅବସରରେ ରାଉରକେଲାର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ସୋମବାର ଦିନ

ହକି ବିଶ୍ବକପ ପାଇଁ ସୁନ୍ଦରଗଡ଼ରେ କ୍ରୀଡ଼ା ଉତ୍ସବ

ଜିଲ୍ଲାସ୍ତରୀୟ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ସୁନ୍ଦରଗଡ଼: ହକି ପୁରୁଷ ବିଶ୍ୱକପ ଅବସରରେ ସୁନ୍ଦରଗଡ଼ରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଏ.ଏଲ୍ ନାୟାର ଷ୍ଟାଡିୟମରେ ଚାଲିଥିବା ଜିଲ୍ଲାସ୍ତରୀୟ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ହକି ବିଶ୍ବକପ୍‌; ପହଞ୍ଚୁଛନ୍ତି ଗୋଟିଏ ପରେ ଗୋଟିଏ ବିଦେଶୀ ଦଳ, ଆଜି ପହଞ୍ଚିଲେ ସ୍ପେନ୍‌ ଦଳ…

ଭୁବନେଶ୍ବର : ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ ୧୫ତମ ସଂସ୍କରଣ ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୋଟିଏ ପରେ ଗୋଟିଏ ବିଦେଶୀ ଦଳ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବାରେ ଲାଗିଛନ୍ତି । ଏହି କ୍ରମରେ ରବିବାର ସ୍ପେନ୍‌ ଦଳ ଭୁବନେଶ୍ବରରେ

ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ୫ମ ଦିବସରେ ଆସିକା ପାନାସୋନିକ ଦଳ ବିଜୟୀ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଦ୍ୱାରା ଆୟୋଜିତ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଢିବାର ୫ମ ଦିଵସରେ ଆସିକା ପାନାସୋନିକ ଦଳ ସହ ହିଞ୍ଜିଳିକାଟୁ ଇଗଲ କ୍ରିକେଟ କ୍ଳବ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି

ହକି ବିଶ୍ୱକପ ପାଇଁ ଚାଲିଥିବା ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଉଦଯାପିତ : ବିଜୟୀ ଦଳକୁ ଆକର୍ଷଣୀୟ…

ସୁନ୍ଦରଗଡ଼ /ରାଉରକେଲା,: ୭ ଜାନୁଆରି ୨୦୨୩: ହକି ବିଶ୍ୱକପ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଶେଷ ହୋଇଛି। ଶନିବାର ଦିନ ରାଉରକେଲାର ଭଞ୍ଜ ଭବନଠାରେ ଅନୁଷ୍ଠିତ ଚୂଡ଼ାନ୍ତ ପ୍ରତିଯୋଗିତାରେ ସଫଳ ହୋଇଥିବା ସାଂସ୍କୃତିକ ଦଳଗୁଡ଼ିକୁ ଆକର୍ଷଣୀୟ